Search for:

ରାଜଧାନୀ ଭାସିଲା ବୁଢୀଲା କଚାଡିକି ପଡିଲା।

ଭୁବନେଶ୍ୱର:୩୧.୦୭  ଆଜି ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଓ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି।। ଏ ନେଇ ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅତି ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଇସ୍କନ .ରଥରୋଡ .ଆଚାଯ୍ୟବିହାର,ରସୁଲଗଡ଼, [...]

ଏକାମ୍ର ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଏକାମ୍ର ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ   ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୬୬ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ମୂନ୍ ମଣ୍ଡପ ଠାରୁ ଖଣ୍ଡୁଆଳ ମନ୍ଦିର ପର୍ଯ୍ୟନ୍ତ ୬୪ ଲକ୍ଷ ଟଙ୍କାର ଫେସ୍ ଲିଫ୍ଟିଙ୍ଗ ରାସ୍ତା ର ଉଦଘାଟନ, ୭ଲକ୍ଷ ଟଙ୍କାର ରଘୁନାଥ ନଗର ଅଙ୍ଗନୱାଡ଼ି କେନ୍ଦ୍ର,ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ ୯ ଲକ୍ଷ ଟଙ୍କାର ରଘୁନାଥ [...]

ଜନ୍ମ ଦିନରେ ରକ୍ତଦାନ ଶିବିର।

ଜନ୍ମ ଦିନରେ ରକ୍ତଦାନ ଶିବିର ଭୁବନେଶ୍ୱର –ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ଏବଂ ଓଡ଼ିଶା ପୁନର୍ଗଠନ ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସମାଜସେବୀ ମଧୁସୂଦନ ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ମିଶନ ରକ୍ତଦାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଏହି [...]

ରାଜଧାନୀରେ ହୋଇଥିବା ଡେଙ୍ଗୁ ମୃତ୍ଵ କୁ ନେଇ ମେୟର ଓ କମିଶନର ଙ୍କ ନାମରେ ଏତଲା ଦେଲା ବିଜେପି।

ରାଜଧାନୀରେ ହୋଇଥିବା ଡେଙ୍ଗୁ ମୃତ୍ଵ କୁ ନେଇ ମେୟର ଓ କମିଶନର ଙ୍କ ନାମରେ ଏତଲା ଦେଲା ବିଜେପି। ଭୁବନେଶ୍ୱର,ତା.୨୮/୦୭: ଡେଙ୍ଗୁ ମୃତ୍ୱ ପଛରେ ଉଭୟ ମେୟର ଓ କମିଶନର ଦାୟୀ ଅଭିଯୋଗ ଆଣି କ୍ୟାପିଟାଲ ଥାନା ରେ ଏତଲା ଦେଇଛି ବିଜେପି। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏହି ଏତଲା ଦିଆଯାଇଛି।ବିଏମସି ର ଅପାରଗତା ଓ ଦାୟିତ୍ଵ ହୀନତା ପାଇଁ ସମଗ୍ର ରାଜଧନୀ ରେ ଡେଙ୍ଗୁ ବ୍ୟାପିବାରେ [...]

ବିଡିଏ ଓ ବିଏମ୍ସି ଭାଈ ଭାଇ ଟଙ୍କା ନ ଦେଲେ ଫାଇଲ ହଲୁନି।

ବିଡିଏ ଓ ବିଏମ୍ସି  ଟଙ୍କା ନ ଦେଲେ ଫାଇଲ ହଲୁନି, ଏଜେଣ୍ଟଙ୍କ ମାଧ୍ୟମରେ ପକେଟ ଗରମ କରୁଛନ୍ତି ଅସାଧୁ ଅଧିକାରୀ ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଚାଲିଛି ଦଲାଲ ରାଜ୍‌‌। ଟଙ୍କା ନ ଦେଲେ ଏହି କାର୍ଯ୍ୟାଳୟରେ ଲୋକଙ୍କ ଫାଇଲ୍‌‌ ଘୁଞ୍ଚିବାର ନାଁ ଧରୁନି। ‘୫-ଟି’ ଛାଟକୁ ଭୃକ୍ଷେପ ନ କରି କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଫାଇଲ୍‌‌ ପିଛା ଦର ଧାର୍ଯ୍ୟ କରି ନିଜ ପକେଟ୍‌‌ ଗରମ କରୁଛନ୍ତି। [...]

ମାର୍କେଟ ବିଲ୍ଡିଙ୍ଗ ସଂଘ ସହିତ ଆମର କୌଣସି ତିକ୍ତତା ନାହିଁ – ପ୍ରତାପ ସାହୁ

ମାର୍କେଟ ବିଲ୍ଡିଙ୍ଗ ବନ୍ଦ ଘଟଣା ଧାରଣାରେ ବସିଥିବା ଉଠାଦୋକାନୀମାନଙ୍କୁ ୧୦୦ ସଂଘ ର ସମର୍ଥନ ମାର୍କେଟ ବିଲ୍ଡିଙ୍ଗ ସଂଘ ସହିତ ଆମର କୌଣସି ତିକ୍ତତା ନାହିଁ – ପ୍ରତାପ ସାହୁ ଭୁବନେଶ୍ୱର ତା.୨୫.୦୭.୨୦୨୩ : ଗତ ୯ଦିନ ହେବ ମାର୍କେଟ ବିଲ୍ଡିଙ୍ଗ ବନ୍ଦ ନେଇ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିବାବେଳେ ପୂର୍ବ ଗେଟ୍‌ରେ ଉଠାଦୋକାନୀମାନେ ଦୀର୍ଘ ଦିନ ହେବ ଥଇଥାନ ଦାବୀରେ ଧାରଣାରେ ବସିଛନ୍ତି । ଯାହାଫଳରେ କି ଉଠାଦୋକାନୀ [...]

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଉପରେ ଏସ୍‌.ବି.ଆଇର ଓଡ଼ିଶା ମୁଖ୍ୟ ରମେଶ ଯାଦବ ଆଲୋଚନା

ଏସ୍‌.ବି.ଆଇ ଓ ଉଠାଦୋକାନୀ ମହାସଂଘ ପି.ଏମ୍‌. ସ୍ୱନିଧି ଯୋଜନା ଉପରେ ଆଲୋଚନା ଭୁବନେଶ୍ୱର ତା.୨୫.୦୭.୨୦୨୩ : ଆଜି ୟୁନିଟ୍‌-୧, ଓଡ଼ିଶା ଏସ.ବି.ଆଇ. ମୁଖ୍ୟ କାର୍ଯ୍ୟାଳୟ ଠାରେ ନିଖିଳ ଓଡ଼ିଶା ରାସ୍ତା ପାଶ୍ୱର୍ ଉଠାଦୋକାନୀ ମହାସଂଘ, ଏନ୍‌.ଏଚ.ଏଫ୍‌ କର୍ମକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଉପରେ ଏସ୍‌.ବି.ଆଇର ଓଡ଼ିଶା ମୁଖ୍ୟ ରମେଶ ଯାଦବ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ଯାଦବ କହିଲେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଓଡ଼ିଶାରେ ଥିବା ପ୍ରତ୍ୟେକ ଉଠାଦୋକାନୀମାନେ [...]

ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍‌ସ୍ପଟ୍‌ ବିଜେପିର ବିଏମସି ଅଫିସ୍ ଘେରାଉ ।

ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍‌ସ୍ପଟ୍‌ ବିଜେପିର ବିଏମସି ଅଫିସ୍ ଘେରାଉ । ଡେଙ୍ଗୁ ଅବସ୍ଥା ଅସମ୍ଭାଳ,ସରକାର ନିଘୋଡ ନିଦରେ: ବାବୁ ସିଂ  ବିଏମସି ଅଫିସ୍ ଘେରାଉ ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ସମୟରେ ୫୦ ଉର୍ଦ୍ଧ ବିଜେପି କର୍ମୀ ଗିରଫ।  ଡେଙ୍ଗୁ ମୃତ୍ୟୁକୁ ନମାନିବା ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି।  ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିଶ୍ୱସ୍ତରୀୟ କହୁଥିବାବେଳେ ୨୩ବର୍ଷ ଶାସନରେ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଖାପାଖି ୩୦ପ୍ରତିଶତ [...]

ବିଜୁ ବାବୁ ଦି ଲିଜେଣ୍ଡ ଉନ୍ମୋଚିତ।

ବିଜୁ ବାବୁ ଦି ଲିଜେଣ୍ଡ ଉନ୍ମୋଚିତ ଭୁବନେଶ୍ୱର,୨୩.୭ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆତ୍ମଜୀବନୀ ଉପରେ ରଚିତ ପୁସ୍ତକ ବିଜୁ ବାବୁ ଦି ଲିଜେଣ୍ଡ ଉନ୍ମୋଚିତ ହୋଇଯାଇଛି ।ଭୁବନେଶ୍ୱର ୟୁନିଟ ନଅ ସ୍ଥିତ ରେଡକ୍ରସ ଭବନ ଠାରେ ପୂର୍ବତନ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ କୁମାର [...]

ଏକାମ୍ର ରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଏକାମ୍ର ରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ୱର:୨୩.୦୭ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳି, ଲିଙ୍ଗିପୁର ଏବଂ ଇଟିପୁର ଗ୍ରାମପଞ୍ଚାୟତର ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥି ମଧ୍ୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଧଉଳି ଗ୍ରାମପଞ୍ଚାୟତ ରେ ୧.୪୦ କୋଟି ଟଙ୍କାରେ ଆର୍ ଆଇ ଅଫିସ ର [...]