Search for:

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭବ୍ୟ ସ୍ବାଗତ କଲେ ନେତା ଓ କର୍ମୀ

ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭବ୍ୟ ସ୍ବାଗତ କଲେ ନେତା ଓ କର୍ମୀ ଭୁବନେଶ୍ୱର; ସମ୍ବଲପୁର: ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେଲା ପରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ରେଢ଼ାଖୋଲରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ଯୁଯୁମରାରେ ଏକ ବିଶାଳ ବାଇକ [...]

SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ

ଏସସିବିରେ ସମୀକ୍ଷା କରୁଛନ୍ତି 5T ସଚିବ, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବାକୁ ଗୁରୁତ୍ବ ଭୁବନେଶ୍ବର: ୦୩.୦୭କଟକରେ ୫ଟି ସଚିବ ଭିକେ ପାଣ୍ତିଆନ । SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଥିସହ କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ଜିଲ୍ଲାପାଳ ଓ [...]

ସଂଘର୍ଷରତ ମହିଳା କୁସ୍ତିବିତମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏଆଇଡିଏସଓ ପକ୍ଷରୁ ସାରା ଭାରତ ସଂହତି ଦିବସ।

ସଂଘର୍ଷରତ ମହିଳା କୁସ୍ତିବିତମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏଆଇଡିଏସଓ ପକ୍ଷରୁ ସାରା ଭାରତ ସଂହତି ଦିବସ ଉପଲକ୍ଷେ ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱର -୩/୬/୨୩… ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତର ଠାରେ ଯୌନ ନିର୍ଯାତନା ବିରୁଦ୍ଧରେ ଆନ୍ଦୋଳନରତ ମହିଳା କୁସ୍ତିବିତମାନଙ୍କ ସମର୍ଥନରେ ଆଜି ଏଆଇଡିଏସଓ ସର୍ବଭାରତୀୟ କମିଟି ଆହ୍ୱାନ କ୍ରମେ ସାରା ଭାରତ ସଂହତି ଦିବସ ପାଳନ ଅବସରରେ ସଂଗଠନର ଭୁବନେଶ୍ୱର ମହାନଗର କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିକ୍ଷୋଭ [...]

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ

ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା: ଗୋଆ ରାଜ୍ୟପାଳ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର, ୩ ।୦୭: ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା ବୋଲି ଗୋଆ ରାଜ୍ୟପାଳ ପି.ଏସ୍‍. ଶ୍ରୀଧରନ ପିଲାଇ କହିଛନ୍ତି । ରବିବାର ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପିଲାଇ [...]

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ଘୋଷିତ କ୍ଷତିପୂରଣ ରାଶି ଓ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହ ଗ୍ରାମକୁ ‘ରାଜସ୍ୱ ଗ୍ରାମ’ର ମାନ୍ୟତା ଦିଆଯାଉ- ଧର୍ମେନ୍ଦ୍ର ପ୍ରଧାନ • ଗତ ସେପ୍ଟେମ୍ବର ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ ୧୫୨ କୋଟି ଟଙ୍କାର ଅନୁକମ୍ପା ରାଶି ଆକଳନ କରାଯାଇଥିଲା, କିନ୍ତୁ ପରିତାପର ବିଷୟ, ଏ ଅର୍ଥ ରାଶି ଆଜି ଯାଏଁ କ୍ଷତିଗ୍ରସ୍ତମାନଙ୍କୁ [...]

ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ

ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ ଭୁବନେଶ୍ୱର:ଓଡିଶା ପୋଲିସର ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷର ପୂରୀ ବିଶ୍ବ ପ୍ରସିଦ୍ଦ ଘୋଷଯାତ୍ରା ବେଶ ସୁରୁଖୁରୁରେ ସମ୍ପଣ୍ନ ହୋଇଯାଇଛି।ପ୍ରାୟ ୨୫ ରୁ ୩୦ଲକ୍ଷ ଲୋକକୁଂ ନେଇ ଅନୁଷ୍ଠିତ ଏହି ଯାତ୍ରାରେ ଆଇନଶୃଂଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ଯା ଗୁଳୁଗୁଳିରୁ ବଂଚିବା ପାଇଁ ପାଣି ସିଂଚନ ଠାରୁ ଆରମ୍ଭ କରି ଫାଷ୍ଟଏଡ ସେବା ସବୁଥିରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର [...]

ଆସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ପାଳନ

ଆସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ 40 ତମ ପ୍ରତିଷ୍ଠା ଦିବସ ପାଳନ ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଏହାର 40 ତମ ଶାଖା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ଅଡିଟ୍ ଟ୍ରେଲ୍ ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସମ୍ବଧୀୟ ଏକ ସେମିନାର ଆୟୋଜନ କରିଯାଇଥିଲା | ସେମିନାରରେ ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏ ମିହିର [...]

ରାଜଧାନୀ ରୁ ପାକିସ୍ତାନ ସିମ ଚେର ଲମ୍ବିଛି।

ଭୁବନେଶ୍ୱର: ପ୍ରି-ଆକ୍ଟିଭ୍‌ ସିମ୍‌ ପ୍ରସଙ୍ଗରେ ଏସ୍‌ଟିଏଫ୍‌ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସାରା ଦେଶରେ ପ୍ରାୟ ୨୦୦ ଏଜେଣ୍ଟ ପାକିସ୍ତାନୀ ନେଟ୍‌ୱାର୍କରେ ଯୋଡ଼ି ହୋଇଥିବା ଏଥିରୁ ସୂଚନା ମିିଳିଛି । ଏହା ସହ ଓଡ଼ିଶାରେ ପ୍ରାୟ ୨୦ଟି ଆକାଉଣ୍ଟକୁ ଏହି ନେଟୱାର୍କ ଜରିଆରେ ଅର୍ଥ ଆସିଥିବା ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଫଟୋ ପ୍ରି-ଆକ୍ଟିଭ୍‌ ସିମ୍‌ ମାଧ୍ୟମରେ ଖୋଲିଥିବା ହ୍ୱାଟ୍ସଆପ୍‌ରେ ସେମାନେ ବିଭିନ୍ନ ସ୍ଥାନକୁ ପଠାଯାଇଛି [...]

ଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତିମୋଦି ସରକାର: ମନମୋହନ ସାମଲ

କେନ୍ଦ୍ର କ୍ୟାବିନେଟର ବଳିଷ୍ଠ ପଦକ୍ଷେପ – ୟୁରିଆ ସବସିଡି ଯୋଜନା ଜାରୀ ରହିବ *ଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତିମୋଦି ସରକାର: ମନମୋହନ ସାମଲ* # ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ # ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି # [...]

ଏନବିଡବ୍ଲ୍ୟୁ ଜାରୀ ସତ୍ୱେ ଇଙ୍ଗିତରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ: ଠାକୁର ରଞ୍ଜିତ ଦାସ

ଏସସିଏଫ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଏନବିଡବ୍ଲ୍ୟୁ ଜାରୀ ସତ୍ୱେ ରାଜ୍ୟ ସରକାରଙ୍କ ଇଙ୍ଗିତରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ: ଠାକୁର ରଞ୍ଜିତ ଦାସ  ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି  ବିକ୍ରମ କେଶରୀ ଆରୁଖଙ୍କ ସଂପୃକ୍ତି ଥିବା କାରଣରୁ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବାକୁ ଜୋରସୋର ପ୍ରୟାସ କରାଯାଇଥିଲା  ଓଡିଶାରେ ଶାସନ ବ୍ୟବସ୍ଥା ସଂପୁର୍ଣ୍ଣ ଧ୍ୱଂସ ପାଇଛି  ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ [...]