Search for:

ଆକାଶଛୁଆଁ ବଜାରଦର ମୋଦି ଓ ନବୀନ କୃତ-ୟାସିର

ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମବୀଙ୍କ ସରକାରୀ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ । ଆକାଶଛୁଆଁ ବଜାରଦର ମୋଦି ଓ ନବୀନ କୃତ-ୟାସିର ଭୁବନେଶ୍ୱର ତା. ୬.୭- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଆକାଶ ଛୁଆଁ ବଜାରଦର ପ୍ରତିବାଦରେ ଖାଉଟିକଲ୍ୟାଣ ମବୀ ଶ୍ରୀ ଅତନୁ ସବ୍ୟସାଚିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ [...]

ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ ସମ୍ବର୍ଦ୍ଧନା

ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ କଂଗ୍ରେସ ଭବନରେ ଭବ୍ୟ ସମ୍ବର୍ଦ୍ଧନା ଶୃୃଙ୍ଖଳା ସଫଳତାର ଶ୍ରେଷ୍ଠ ମନ୍ତ୍ର : ଟି.ଏସ୍‌. ସିଂହଦେଓ ଭୁବନେଶ୍ୱର, ତା. ୦୬/୦୭ ରିଖ : ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ପ୍ରଦେଶ [...]

ଦୁର୍ନୀତି ବିରୋଧରେ ୫ଟି କ୍ଷମା ନାହିଁ।କଡ଼ା ଆଭିମୁଖ୍ୟ ।

ଦୁର୍ନୀତି ବିରୋଧରେ ୫ଟି ଆକ୍ସନ, ନିମ୍ନମାନର ହଷ୍ଟେଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କଡ଼ା ଆଭିମୁଖ୍ୟ ଭୁବନେଶ୍ୱର:ସୁବର୍ଣ୍ଣପୁର: ଦୁର୍ନୀତି ବିରୋଧରେ ୫ଟି ଆକ୍ସନ । ନିମ୍ନମାନର ହଷ୍ଟେଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କଡ଼ା ଆଭିମୁଖ୍ୟ । ୫ଟି ସଚିବଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ମକୁନ୍ଦପୁର ୧୦୦ଶଯ୍ୟା ବିଶିଷ୍ଟ ଏସସି ଗାର୍ଲ୍ସ ହଷ୍ଟେଲ [...]

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷରୋପଣ। ଭୁବନେଶ୍ୱର:୦୬.୦୭ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ “ଜୟ ଓଡ଼ିଶା” ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଶ୍ରୀ ଅମୀୟ [...]

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର ”  ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି

ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନିମନ୍ତେ ବିଜୁ ଛାତ୍ର ଜନତା ଦଳର “ହେଲ୍ପ ଡେସ୍କ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର “ହେଲ୍ପ ଡେସ୍କ” ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି ଭୁବନେଶ୍ୱର :୦୬.୦୭ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା | ପରୀକ୍ଷା ଦେବାକୁ ସାରା ରାଜ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଟି ଆସୁଛନ୍ତି ସାରା ରାଜ୍ୟର ଛାତ୍ରଛାତ୍ରୀ | ୪୦୦ ଏକର ବିଶିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ୫୦ରୁ [...]

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

ଋଣ କାରଣରୁ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ  ରାଜ୍ୟ ସରକାରଙ୍କ ଗାଇଡଲାଇନ ପ୍ରସ୍ତୁତ ନକରିବା ପର୍ଯ୍ୟନ୍ତ ଋଣ କେହି ନସୁଝନ୍ତୁ  ଆରବିଆଇ ଗାଇଡ ଲାଇନ ଉଲଘଂନ କରାଯାଉଛି  ରାଜ୍ୟ ସରକାର ଓ ଘରୋଇ ଋଣ ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା କ’ଣ?  ଚଳିତ ସପ୍ତାହରେ ୫ମୃତ, ଲକ୍ଷାଧିକ ଠକେଇ  ମୃତକଙ୍କ [...]

ହାଇକୋର୍ଟଙ୍କ ନୋଟିସ୍‌, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ ହାଇକୋର୍ଟଙ୍କ ନୋଟିସ୍‌, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି  ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ  ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଜନସ୍ୱାର୍ଥ ମାମଲାରେ ଶୁଣାଣୀ କରି ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ଜାରୀ କରିଲେ ନୋଟିସ  [...]

5T ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼।

5T_ସଚିବଙ୍କ_ଗାଡ଼ିକୁ_ଅଣ୍ଡାମାଡ଼. ଭୁବନେଶ୍ୱର:ବୌଦ୍ଧ: 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କଚେରୀ ଛକ ନିକଟରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ ବିରୋଧୀ ପକ୍ଷର ଜଣେ କର୍ମୀଙ୍କୁ ଉଠାଇ ନେଲା ପୋଲିସ [...]

Secretary (5T) visits Boudh District

  Secretary (5T) visits Boudh District Bhubaneswar:05.07 Reviews the Rs 770 crore Mega Piped water supply projects in Boudh district. The water supply to Kantamal and Boudh blocks to be operationalised by September, 2023*. – *Reviews the Rs 247 crore Parbati Giri Mega Lift irrigation projects in Boudh district, to [...]

ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ଗିରଫ

ଗିରଫ ହେଲେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ବିଜେପି କର୍ମୀ, ଅଭିଯୁକ୍ତଙ୍କ ଘରେ ଚାଲିବ ବୁଲଡୋଜର। ଭୁବନେଶ୍ୱର:ଭୋପାଳ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ଏହା ସହ ତାଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଅଭିଯୁକ୍ତ ବିରୋଧରେ ଆଇପିସିର [...]