Search for:

ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ଭୁବନେଶ୍ୱର:- ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ଶରତ ଚନ୍ଦ୍ର ଶତପଥୀ, ରମେଶ ପତ୍ରୀ, ହରିହର ଶୁକ୍ଳ ଓ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ଭୁବନେଶ୍ବର,୧୭ା୪: ବହୁଳ ପ୍ରସାରିତ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ ୨୦୨୪’ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ତଥା ପୂର୍ବତନ ମୁଖ୍ୟ [...]

ବିପ୍ଳବୀ ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ପିସିସି ସଭାପତି

ବିପ୍ଳବୀ ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ପିସିସି ସଭାପତି ଭୁବନେଶ୍ୱର:- ତା ୧୮/୪/୨୫:-ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ପୋଲିସ ଦ୍ଵାରା ଗିରଫ ହୋଇ ଝାରପଡ଼ା ସ୍ଵତନ୍ତ୍ର କାରାଗାର ରେ ଥିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ,ଚନ୍ଦନ ସାହୁ, ଆସିଫ ଖାନ,ବିଜୟ କୁମାର ସାହୁ ଓ ପ୍ରତୀକ ଦାଶ ଙ୍କୁ ଆଜି ଭେଟିଛନ୍ତି ପିସିସି ସଭାପତି ଶ୍ରୀ [...]

ପଛୁଆବର୍ଗଙ୍କୁ ଅବହେଳା:ଅଖିଳେଶ ଯାଦବ

ରାଜ୍ୟରେ ପଛୁଆବର୍ଗଙ୍କୁ ଅବହେଳା ଭୁବନେଶ୍ୱର, ୧୭.୪ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଖିଳେଶ ଯାଦବ ଗୁରୁବାର ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ଓଡ଼ିଶାରେ ପଛୁଆବର୍ଗ, ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ପଛରେ । ଉର ପ୍ରଦେଶର ସମାଜବାଦୀ ପାର୍ଟି ସରକାର ପି.ଡି.ଏସ୍ (ପଛୁଆ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ) ମାନଙ୍କ ପାଇଁ ବହୁତ କଲ୍ୟାଣକାରୀ କାର୍ଯ୍ୟକ୍ରମ [...]

ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗକୁ ଅନୁମୋଦନ, ସୃଷ୍ଟି ହେବଅତିରିକ୍ତ ୧୯୯୬ଟି ନୂଆ ପଦବୀ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ସାଇବର ଥାନା ସଂଖ୍ୟାକୁ ୩୪କୁ ବୃଦ୍ଧି, ୯୮୭ଟି ନୂଆ ପଦବୀକୁ ଅନୁମୋଦନ ଟ୍ରାଫିକ ଓ ସଡ଼କ ନିରାପତ୍ତା ୱିଙ୍ଗକୁ ଅନୁମୋଦନ, ସୃଷ୍ଟି ହେବଅତିରିକ୍ତ ୧୯୯୬ଟି ନୂଆ ପଦବୀ ଭୁବନେଶ୍ଵର: ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଓ ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ ଏବଂ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସାଇବର ଥାନା ସଂଖ୍ୟାକୁ ୧୪ ରୁ ୩୪କୁ ବୃଦ୍ଧି [...]

ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଙ୍କ ହସ୍ତକ୍ଷେପ

ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ସହଯୋଗରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଙ୍କ ହସ୍ତକ୍ଷେପ ଭୁବନେଶ୍ୱର, ତା ୧୭/୦୪/୨୦୨୫ରିଖଆଜି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ନାବାର୍ଡ ଓଡ଼ିଶା ଆଞ୍ଚଳିକର ସି.ଜି.ଏମ୍ ସୁଧାଂଶୁ କେ କେ ମିଶ୍ର ଏବଂ ତାଙ୍କ ଟିମ୍ ସହ ମିଶନ ଶକ୍ତି ଓ ନାବାର୍ଡ ମଧ୍ୟରେ ଏକ ସହଯୋଗୀ ଆଭିମୁଖ୍ୟରେ [...]

୪ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ

  ୪ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, 3332 କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ ଡବଲ୍‍ ଇଞ୍ଜିନ ସରକାରର ଡବଲ କମାଲ୍‍, ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ, [...]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ‘ର ସଦସ୍ୟ

  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ‘ର ସଦସ୍ୟ ଭୁବନେଶ୍ୱର ୧୭ ଏପ୍ରିଲ ୨୦୨୫ବିଶିଷ୍ଟ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି’ର ସଦସ୍ୟ ଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା [...]

ସରକାରୀ କର୍ମଚାରୀକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଦାବି

ସରକାରୀ କର୍ମଚାରୀକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଦାବି ସରକାରଙ୍କ ଘୋଷଣା ଅପେକ୍ଷାରେ ସରକାରୀ କର୍ମଚାରୀ ସୋସିଆଲ ମେଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଦାବି ଭୁବନେଶ୍ୱର: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଲାଗୁ ଲାଗି ଦାବିପତ୍ର ଦେଇଥିଲେ ମଧ୍ୟ ରାଜ୍ୟ ସରକାର କର୍ମଚାରୀ ମାନଙ୍କ [...]

ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ

ଆଜି ୧୭ ଏପ୍ରିଲ ୨୦୨୫ରେ, ପୁରୀ ବାଇ ପାସ୍ ରୋଡ୍, ଭୁବନେଶ୍ୱର (ଶିରିଡି ସାଇ ମନ୍ଦିର ଛକ ନିକଟରେ) ଠାରେ ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ ହୋଇଛି । ଏହା ରାଜଧାନୀ ଭୁବନେଶ୍ୱରରେ ତୃପ୍ତି କିଆର ଦ୍ୱିତୀୟ ଆଉଟଲେଟ୍ ଯାହା ମୁଖ୍ୟତଃ ପୁରୁଣା ଭୁବନେଶ୍ୱର ଏବଂ ପୁରୀର ଗ୍ରାହକମାନଙ୍କୁ ସେବା ଯୋଗାଇବ। କିଆ ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ଶ୍ରୀଯୁକ୍ତ କ୍ୟୁଙ୍ଗ ମିନ୍ କିମ୍ ଏବଂ ଶ୍ରୀଯୁକ୍ତ ସୁପ୍ରୀଥ୍ [...]

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ: ସଜ୍ଜନ ଶର୍ମା

_ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡିବା ଘଟଣା_ ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ: ସଜ୍ଜନ ଶର୍ମା  ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାରତୀୟ ଜନତା ପାର୍ଟୀର ଯଥେଷ୍ଟ ସମ୍ମାନ ରହିଛି  ସଂପୃକ୍ତ ଯୁବକ ଯୁଗଲ କୁମାର ସାହୁ (ହୀରୁ)କୁ ତୁରନ୍ତ ଗିରଫ କରାଯାଇଛି ଭୁବନେଶ୍ୱର, ତା.୧୫/୦୪: ବଲାଙ୍ଗୀର ଜିଲ୍ଲା ପାଟଣାଗଡର ପର୍ଶୁରାମ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ପୋଡି ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ । [...]