Search for:
  • Home/
  • ରାଜ୍ୟ/
  • ଅନୁୁଗୁଳୁ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଘରେ ପଶି ଆକ୍ରମଣ

ଅନୁୁଗୁଳୁ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଘରେ ପଶି ଆକ୍ରମଣ

Spread the love

Loading

ଭୁବନେଶ୍ୱର:ବିଧାୟକଙ୍କ ଘରେ ପଶି ଆକ୍ରମଣ । ବୁଝାଇବାକୁ ଯାଇଥିବା ପୁଲିସକୁ ମାଡ ମାରିଲେ ଦୁଇ ମଦ୍ୟପ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳୁ ଜିଲ୍ଲାରେ ।

ଅନୁୁଗୁଳୁ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଘର ପାଖରେ ଦୁଇ ଯୁବକ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଭୁଜାଲି ବୁଲାଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ସେମାନେ ପୁଲିସ ସହ ଯୁକ୍ତିତର୍କ କରିଥିଲେ । ଏପରିକି ପୁଲିସ ଅଧିକାରୀଙ୍କୁ ମାଡ ମାରିବାକୁ ପଛାଇନଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି । ଦୁବୁର୍ତ୍ତଙ୍କ ଆକ୍ରମଣରେ ହରେଶ ଚନ୍ଦ୍ର ଦଳାଇ ନାମକ ଜଣେ ଏଏସଆଇ ଆହତ ହୋଇଛନ୍ତି ।

Leave A Comment

All fields marked with an asterisk (*) are required