Search for:
  • Home/
  • ରାଜ୍ୟ/
  • ଜାତୀୟ ଆୟୁର୍ବେଦ ଜଗତର ପ୍ରବାଦ ପୁରୁଷ ବରେଣ୍ୟ ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ।

ଜାତୀୟ ଆୟୁର୍ବେଦ ଜଗତର ପ୍ରବାଦ ପୁରୁଷ ବରେଣ୍ୟ ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ।

Spread the love

Loading

ଜାତୀୟ ଆୟୁର୍ବେଦ ଜଗତର ପ୍ରବାଦ ପୁରୁଷ ବରେଣ୍ୟ ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ଭୁବନେଶ୍ୱର:୦୯.୦୭ ରବିବାର ସନ୍ଧ୍ୟା 6 ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଜାତୀୟ ଆୟୁର୍ବେଦ ଜଗତର ପ୍ରବାଦ ପୁରୁଷ ବରେଣ୍ୟ ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭାରେ ମହାମହିମ ରାଜ୍ୟପାଳ ଆଦରଣୀୟ ପ୍ରଫେସର ଗଣେଶୀ ଲାଲ ଜି, ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ମହାନ ଆତ୍ମାର ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ

Leave A Comment

All fields marked with an asterisk (*) are required