Search for:
  • Home/
  • ରାଜ୍ୟ/
  • ସ୍ୱରୂପା ସୂତାର ଯିଏ କି ରମାଦେବୀ ମହିଳା ନୁହେଁ ସେ ରାଣୀ ଲଷ୍ମୀବାଇ

ସ୍ୱରୂପା ସୂତାର ଯିଏ କି ରମାଦେବୀ ମହିଳା ନୁହେଁ ସେ ରାଣୀ ଲଷ୍ମୀବାଇ

Spread the love

Loading

ଭୁବନେଶ୍ୱର:ସ୍ୱରୂପା ସୂତାର ଯିଏ କି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ର ଛାତ୍ରୀ ବର୍ତ୍ତମାନ ସାମ୍ବାଦିକ ଉପରେ ପିଜି କରୁଛନ୍ତି l ଛୋଟ ବେଳୁ ନୃତ୍ୟ, ଚିତ୍ରାଙ୍କନ, ଖେଳ, ଭାଷଣ ଦେବାରେ ବହୁତ ଭାଗ ନେଇ ବହୁତ ପୁରସ୍କାର ଓ ମେଡାଲ ମଧ୍ୟ ପାଇଛି l

ଚିତ୍ରାଙ୍କନ ଓ ନୃତ୍ୟ ମଧ୍ୟ ଶିଖାଉଚି ପିଲାଙ୍କୁ,ତା ସହ wall ପେଣ୍ଟିଙ୍ଗ, ମେହେନ୍ଦି କରିବା, craft ଗିଫ୍ଟ ତିଆରି କରୁଚି l ସହ ପ୍ରୋଗ୍ରାମ ରେ ଆଙ୍କରିଂ ମଧ୍ୟ କରି ଆସୁଛନ୍ତି।ଗ୍ରାଜୁଏସନ ସମୟରେ ଓଡ଼ିଆ ବିଭାଗ ରେ ମିସ ଅଲରାଉଣ୍ଡଅର ଓ ମିସ ଫ୍ରେଶର ଏବଂ ଦକ୍ଷ ଛାତ୍ରୀ ଭାବେ ଆୱାର୍ଡ ପାଇଛନ୍ତି lରଙ୍ଗୋଲି ରେ ପ୍ରଥମ ପୁରସ୍କାର ଆଣିବା ସହ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ରେ cultural ପ୍ରୋଗ୍ରାମ ଜଣେ ଦକ୍ଷ ଛାତ୍ରୀ ଭାବେ କାର୍ଯ୍ୟ କରନ୍ତି lଵେଷ୍ଟ ଆଙ୍କରିଂ ଆୱାର୍ଡ ପ୍ରସନ୍ନ ପାର୍ସଣି ଙ୍କ ଠୁ ପାଇଛନ୍ତି।ନୃତ୍ୟ ରେ ମଧ୍ୟ ଵେଷ୍ଟ ନୃତ୍ୟ ଭାବେ ପୁରସ୍କୃତ ହୋଇ ସମ୍ମାନିତ ହୋଇଛନ୍ତି, ବଡ଼ଗଡ ବ୍ରିଟ କଲୋନୀ ରଜ ମହୋତ୍ସବ ରେ ଵେଷ୍ଟ ଆଙ୍କରିଂ ରେ ପୁରସ୍କୃତ ହୋଇ ସମ୍ମାନିତ ହୋଇଛନ୍ତି ବର୍ତ୍ତମାନ ସେ ନୃତ୍ୟ, ଚିତ୍ରାଙ୍କନ ପିଲାଙ୍କୁ ଶିଖେଇବା ସହ କିଡ଼ଜ଼ୀ ସ୍କୁଲ ରେ teacher ମଧ୍ୟ ଅଛି lତା ସହ ସମାଜ ସେବା ମଧ୍ୟ କରନ୍ତି ।ସେ କହିଛଥି ଆଗକୁ ଆହୁରି ସେବା କାଯ୍ୟ କରିବାକୁ ପଚାଇବେ ନାହିଁ

Leave A Comment

All fields marked with an asterisk (*) are required