Search for:

ହାଇକୋର୍ଟଙ୍କ ନୋଟିସ୍‌, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ ହାଇକୋର୍ଟଙ୍କ ନୋଟିସ୍‌, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି  ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ  ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଜନସ୍ୱାର୍ଥ ମାମଲାରେ ଶୁଣାଣୀ କରି ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ଜାରୀ କରିଲେ ନୋଟିସ  [...]

5T ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼।

5T_ସଚିବଙ୍କ_ଗାଡ଼ିକୁ_ଅଣ୍ଡାମାଡ଼. ଭୁବନେଶ୍ୱର:ବୌଦ୍ଧ: 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କଚେରୀ ଛକ ନିକଟରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ ବିରୋଧୀ ପକ୍ଷର ଜଣେ କର୍ମୀଙ୍କୁ ଉଠାଇ ନେଲା ପୋଲିସ [...]

Secretary (5T) visits Boudh District

  Secretary (5T) visits Boudh District Bhubaneswar:05.07 Reviews the Rs 770 crore Mega Piped water supply projects in Boudh district. The water supply to Kantamal and Boudh blocks to be operationalised by September, 2023*. – *Reviews the Rs 247 crore Parbati Giri Mega Lift irrigation projects in Boudh district, to [...]

ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ଗିରଫ

ଗିରଫ ହେଲେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ବିଜେପି କର୍ମୀ, ଅଭିଯୁକ୍ତଙ୍କ ଘରେ ଚାଲିବ ବୁଲଡୋଜର। ଭୁବନେଶ୍ୱର:ଭୋପାଳ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ଏହା ସହ ତାଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଅଭିଯୁକ୍ତ ବିରୋଧରେ ଆଇପିସିର [...]

ଭୁବନେଶ୍ୱରର ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍।

ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ। ଭୁବନେଶ୍ୱର: ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ ହୋଇଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୫ ରୁ ଅଧିକ ଜାଗାରେ ଆଜି ବଡ଼ି ସକାଳୁ ଏକକାଳୀନ ଚଢ଼ଉ ଚାଲିଛି । ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର [...]

ହା ହା ହୋଇବଢ଼ିଲା କଞ୍ଚା ପରିବା ସିବିଆଇ ତଦନ୍ତ କରାଯାଉ:ଜନତା

ଭୁବନେଶ୍ୱର:୦୫.୦୭ଗତ କିଛି ଦିନ ହେଲା  ଧରି ରାଜଧାନୀରେ ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର [...]

ଆସିଲା ମୌସୁମୀ ବର୍ଷିଲା ବର୍ଷା

ଆସିଲା  ମୌସୁମୀ; କାଚିଲା ବର୍ଷା ଭୁବନେଶ୍ୱର : ୦୫.୦୭ ରାଜ୍ୟରେ ବଢ଼଼ିବ ବର୍ଷାର ପରିମାଣ। ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ବୁଧବାର ବର୍ଷାର ପ୍ରକୋପ ବଢ଼ିବା ସହିତ ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ତ୍ତମାନ ମୌସୁମୀ ନିମ୍ନ ଚାପରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ଼, [...]

ବୁଧବାର ରାଶିଫଳ ପଢନ୍ତୁ।

ବୁଧବାର ରାଶିଫଳ (୦୫-୦୭-୨୦୨୩) ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ପ୍ରତ୍ୟେକ ଦିଗରୁ ହତୋତ୍ସାହ ହେବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରନ୍ତୁ। ପରିବାର ଲୋକ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। ବୃଷ: ପରିବାର ସଦସ୍ୟଙ୍କ ସହାୟତା ଯୋଗୁଁ ଅଟକି ଥିବା କାମକୁ ପୂରା କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ତରବରିଆ ଭାବେ ଗୁରୁତ୍ବପୂର୍ଣ୍ଣ କାମ କରିବା ଅନୁଚିତ। ବ୍ୟୟ ଅଧିକ ହେବ। ମିଥୁନ: କୌଣସି କାମରେ [...]

ଦିଲ୍ଲୀରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ କୁଶଳୀ ମା’ ଭଉଣୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସିଲାଇ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା- ଧର୍ମେନ୍ଦ୍ର ପ୍ରଧାନ • ଆଇଆରଏମଏ ଓ ଏଲଆଇସି ହାଉସିଂ ଫାଇନାନ୍ସର ମିଳିତ ଭାଗିଦାରୀରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ • ଅମୃତ କାଳରେ ଭାରତ ନୂଆ ଦିଶା ଓ ଦୃଷ୍ଟିକୋଣ ରଖିଛି • ଆମର ପାରମ୍ପରିକ ସାମଗ୍ରୀକୁ ବୈଶ୍ୱିକ ବଜାରରେ [...]