ଭାରତର ସଂସ୍କୃତିରେ ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ
ଭାରତର ସଂସ୍କୃତିରେ ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ
ଭୁବନେଶ୍ୱର:କାଁହୁ ବହୁ ପୁରାତନ ଯୁବରୁ ରହିଆସିଅଛି ଭାରତ ଦ୍ୱିତୀୟ ରାଷ୍ଟ୍ରପତି ସ୍ବର୍ଗତ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପୂର୍ଣ୍ଣ ଜନ୍ମତିଥିକୁ ଗୁରୁଦିବସ ରୂପେ ସାର ଭାରତ ବର୍ଷରେ ପାଳନ କରାଯାଏ।ଆଜି ମହାନ ଆତ୍ମଙ୍କ ଜନ୍ମଦିନ ତଥା ଗୁରୁଦିବସକୁ ପାରମ୍ପରିକ ରୀତି ଅନୁଯାଇ ଚନ୍ଦନ, ପୁଷ୍ପ, ଦୀପ ପ୍ରଜ୍ୱଳନକରି ବନ୍ଦାପନା ସହ ମିଠା ବଣ୍ଟନ କରି ବହୁ ବଡ଼ ଆଡମ୍ବରରେ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ମହାବିଦ୍ୟାଳୟର ଅଧ୍ୟକ୍ଷ,ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ସବୁ ବିଭାଗ ଯାଇ ପାଳନ କରାଯାଇଛି।