ପାଣ୍ଡିଆନଙ୍କୁ କ୍ଷମତା ଦେବା ପାଇଁ ନବୀନ ବାବୁ ୨ଟି ଆସନରୁ ଲଢ଼ୁଛନ୍ତି : ସମୀର ମହାନ୍ତି
ପାଣ୍ଡିଆନଙ୍କୁ କ୍ଷମତା ଦେବା ପାଇଁ ନବୀନ ବାବୁ ୨ଟି ଆସନରୁ ଲଢ଼ୁଛନ୍ତି : ସମୀର ମହାନ୍ତି ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନଙ୍କୁ ଓଡିଶା ବିଧାନସଭାକୁ ଆଣିବା, ତାଙ୍କ ହାତରେ ଓଡିଶା ଶାସନ ଦେବା । ଏହା ଓଡିଆ ସ୍ୱାଭିମାନର ଅପମାନ ୫ଟି ନାଁରେ ଯେଭଳି ଭାବରେ ଗଣତନ୍ତ୍ରର ହତ୍ୟା ହେଲା ତାହା ଓଡିଶା ଲୋକେ ଭୁଲି ନାହାନ୍ତି ବିଧାୟକ, ସାଂସଦମାନଙ୍କୁ ଅସମ୍ମାନିତ କରାଗଲା, [...]