Search for:
  • Home/
  • Month: March 2024

କଂଗ୍ରେସ ର ଅଧିରାଜ ପାଣିଗ୍ରାହୀ ବିଜେଡି ରେ ସାମିଲ।

ବିଜେଡିରେ ମିଶିଲେ ଅଧିରାଜ ପାଣିଗ୍ରାହୀ। ଭୁବନେଶ୍ୱର: ୩ ବ୍ଲକ୍ ଅଧ୍ୟକ୍ଷ, ୪୦ ସରପଞ୍ଚ , ୩୪ ସମିତି ସଭ୍ୟ ବି ବିଜେଡ଼ିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । [...]

ସିଲଭର ଗାନ୍ଧୀ ଇଣ୍ଡିଆ ପୁସ୍ତକ ଲୋକାର୍ପିତ ।

ସିଲଭର ଗାନ୍ଧୀ ଇଣ୍ଡିଆ ପୁସ୍ତକ ଲୋକାର୍ପିତ । Bhubaneswar l- ସ୍ଵଛ ଭାରତ ଅଭିଯାନ ର ବାର୍ତ୍ତା ଦେଇ ସାରା ଭାରତ ବର୍ଷ ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଓରଫ ସିଲଭର ଗାନ୍ଧୀ ଉପରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକର ଜୟଦେଵ ଭବନ ପ୍ରଦର୍ଶନୀ କକ୍ଷଠାରେ ଲୋକାର୍ପିତ ହୋଇଯାଇଛି । ଓଡିଶା [...]

ବିଜେପିରେ ସାମିଲ ହେଲେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ

  ବିଜେପିରେ ସାମିଲ ହେଲେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ  ନୂତନ ସଦସ୍ୟଙ୍କୁ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ଭୁବନେଶ୍ୱର,ତା.୧୮/୦୩: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି [...]

‘ରାଜ୍ୟ ନିର୍ବାଚନ କମିଟି ବୈଠକ’

ରାଜ୍ୟ କାର୍ଯ୍ୟାଳୟରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’  ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହେଲା ବିସ୍ତୃତ ଆଲୋଚନା  ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଂଚାଇବା ପାଇଁ ବିସ୍ତୃତ ଯୋଜନା କରାଯାଇଛି ଭୁବନେଶ୍ୱର,ତା.୧୭/୦୩: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି । [...]

ଆପଣ କେତେ ତାରିଖରେ ଦେବେ ଭୋଟ? ଜାଣନ୍ତୁ

ଆପଣ କେତେ ତାରିଖରେ ଦେବେ ଭୋଟ? ଜାଣନ୍ତୁ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ କେବେ ହେବ ଭୋଟ ଗ୍ରହଣ…. ଭୁବନେଶ୍ବର : ଦେଶର ସମସ୍ତ ଲୋକସଭା ସହ ଓଡ଼ିଶା ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରୁ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ [...]

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ।

ଭୁବନେଶ୍ୱର:ରାଜଧାନିରେ ହତ୍ୟାକାଣ୍ଡ । ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ଲକ୍ଷ୍ମୀସାଗର ଥାନା ଚିନ୍ତମଣୀଶ୍ୱରରେ ହୋଇଛି ହତ୍ୟାକାଣ୍ଡ । ଭଦ୍ରକ ଅଞ୍ଚଳରୁ ଆସି କ୍ୟାପିଟାଲ ଥାନା କେଶରିନଗରରେ ରହୁଥିବା ଅଞ୍ଜନ କୁମାର ବେହେରାଙ୍କୁ ହତ୍ୟା । ତ୍ରିକୋଣିୟ ପ୍ରେମ ପାଇଁ ହତ୍ୟା କାଣ୍ଡ ହୋଇଥିବା ପୋଲିସର ସୂଚନା । ଗତକାଲି ରାତି 2 ଟା ବେଳେ ଅଞ୍ଜନ ଓ ତାଙ୍କ ସାଙ୍ଗ ଗୌତମଙ୍କ ସହ ଚିନ୍ତାମଣିସ୍ୱର୍ ଯାଇଥିଲେ । ଗୌତମ [...]

ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ

  ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ, ୩୪ଟି ନୂତନ ପଦବୀ ଭୁବନେଶ୍ବର,16.03.24 ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ [...]

ପୂର୍ବତନ ଆଇ ଆଇ ସି ଧନେଶ୍ୱର ସାହୁ ଗିରଫ,

ଭୁବନେଶ୍ୱର: ଜଳେଶ୍ଵର ପୂର୍ବତନ ଆଇ ଆଇ ସି ଧନେଶ୍ୱର ସାହୁ ଗିରଫ, କଟକ ସ୍ଥିତ ବାସଭବନ ରୁ ଗିରଫ କଲା କଟକ କ୍ରାଇମବ୍ରାଞ୍ଚ , ୨୦୨୦ ରେ ବ୍ରାଉନ ସୁଗାର ବେପାରୀଙ୍କ ସହ ଲିପ୍ତ ରହି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବାର ଅଡିଓ ହୋଇଥିଲା ଭାଇରାଲ୍ , ଅଡିଓ ଭାଇରାଲ୍ ପରେ ଚାକିରିରୁ ନିଲମ୍ବିତ ପରଠାରୁ ଥିଲେ ଫେରାର ଆଇଆଇ ସି ଧନେଶ୍ଵର ସାହୁ , ୩ ବର୍ଷ [...]

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର *-୨୦ଟି କ୍ରୀଡ଼ା ବର୍ଗରେ କ୍ରୀଡ଼ାବିତଙ୍କୁ ୫୬ ଲକ୍ଷ ୯୩ ହାଜର ଟଙ୍କାର ପୁରସ୍କାର ରାଶି* ଭୁବନେଶ୍ୱର, ୧୪.୦୩.୨୦୨୪- ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଅର୍ଥରାଶି ପୁରସ୍କାରରେ ସମ୍ମାନିତ କରାଯାଇଛି I ଏଥିରେ ୨୬୯ ପଦକ ପାଇଁ କୃତ୍ତି କ୍ରୀଡ଼ାବିତଙ୍କୁ ମୋଟ [...]

ଭାଗବତ ଟୁଙ୍ଗୀ କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି

  5T ଅଧ୍ୟକ୍ଷଙ୍କୁ ଭେଟିଲେ ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ଶହ ଶହ ସଦସ୍ୟ ସହାୟତା ପାଇଁ ଜଣାଇଲେ କୃତଜ୍ଞତା ଆଧୁନିକତା ସହ ଆଧ୍ୟାତ୍ମିକତାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ, ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ଉଦ୍ୟମରେ ସହଯୋଗ କରନ୍ତୁ- 5T ଅଧ୍ୟକ୍ଷ ଭୁବନେଶ୍ଵର୧୪ ମାର୍ଚ୍ଚ ୨୦୨୪ ରାଜ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂସ୍କୃତିର ପ୍ରସାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗୀ [...]