Search for:
  • Home/
  • Month: February 2024

ଦ୍ଵିତୀୟ ସନ୍ଧ୍ୟାରେ ଖଣ୍ଡଗିରି ଉଦୟଗିରି ମହୋତ୍ସବ

ଦ୍ଵିତୀୟ ସନ୍ଧ୍ୟାରେ ଖଣ୍ଡଗିରି ଉଦୟଗିରି ମହୋତ୍ସବ ଆଜି ଖଣ୍ଡଗିରି ପାନ୍ଥିକା ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉତ୍ସବରେ ଆର ଡି ଏସ୍କ ଡାନ୍ସ ଗ୍ରୁପ ର କଳାକାରମାନଙ୍କ ଦ୍ବାରା ଗଣେଶ ବନ୍ଦନା ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଓଡ଼ିଶୀ ନୃତ୍ୟଙ୍ଗନା ଶ୍ରାବଣୀ [...]

୧୨ତମ ବାର୍ଷିକ ଭକ୍ତି ରସାତ୍ମକ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ “ସମର୍ପଣ

୧୨ତମ ବାର୍ଷିକ ଭକ୍ତି ରସାତ୍ମକ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ “ସମର୍ପଣ’ ଏକ ବର୍ଣ୍ଣାଢ୍ୟ ପରିବେଶରେ ରବୀନ୍ଦ୍ର ମଣ୍ଡପରେ ଉଦ୍ଘାଟିତ ଭୁବନେଶ୍ୱର : ୧୯.୦୨.୨୦୨୪ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୨ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଉଦ୍ଘାଟିତ [...]

ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ 21 ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ବସ୍‌ ଚାଲିଲା, ୪୪ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ ସୁବର୍ଣ୍ଣପୁରର ୧୦୨ଟି ପଞ୍ଚାୟତରେ ୫୮ଟି ବସ୍‌, ୫ ଲକ୍ଷ ୭୩ ହଜାର ଲୋକ ଉପକୃତ [...]

ବିଜେପି ଓ କଂଗ୍ରେସ ଛାଡି ତିନି ଶହ କର୍ମୀ ନେତା ବିଜେଡିରେ ମିଶିଲେ

ବିଜେପି ଓ କଂଗ୍ରେସ ଛାଡି ତିନି ଶହ କର୍ମୀ ନେତା ବିଜେଡିରେ ମିଶିଲେ ଭୁବନେଶ୍ୱର:ବାଲିଗୁଡା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ସୁନା ଗାଁ ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା,ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତୁମୁଡ଼ିବନ୍ଧ ବ୍ଲକର ଗୁମା, ବେଲଘର, ମୁଣ୍ଡିଗଡ଼, ତୁମୁଡ଼ିବନ୍ଧ ପଞ୍ଚାୟତର ୩ସହ ରୁ ଉର୍ଦ୍ଧ୍ବ ନେତା କର୍ମୀ ବିଜେପି [...]

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ 15000 ଟଙ୍କା କୁ ବୃଦ୍ଧି

  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ 15000 ଟଙ୍କା କୁ ବୃଦ୍ଧି କରାଗଲା. କାର୍ଯ୍ୟରତ ସମୟରେ ମୃତ୍ୟୁ କ୍ଷେତ୍ରରେ ଦୁଇ ଲକ୍ଷ ଅନୁକମ୍ପା ମୂଳକ ସହାୟତା. କାର୍ଯ୍ୟ ନିବୃତ୍ତ ହେବା ସମୟରେ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ଭୁବନେଶ୍ବର 18/2/24 ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ [...]

୫-ଟି ଅଧ୍ୟକ୍ଷଙ୍କ ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ପରିଦର୍ଶନ

  ୫-ଟି ଅଧ୍ୟକ୍ଷଙ୍କ ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ପରିଦର୍ଶନ ମେ ୨୦୨୪ରୁ ବ୍ୟବସାୟିକ ଭାବେ ଟିକା ଉତ୍ପାଦନ ଆରମ୍ଭ ହେବ । ବିଶ୍ୱ ଜନସଂଖ୍ୟାର ୧୦ ଗୁଣ ଟିକା ଓଡ଼ିଶାରୁ ପ୍ରସ୍ତୁତ ହେବ । ଭୁବନେଶ୍ୱର ୧୮.୦୨.୨୦୨୪ ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି [...]

ଦେଶବ୍ୟାପୀ ହରତାଳ ଭୁବନେଶ୍ୱର ରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ

କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ- ସ୍ୱାଧୀନ ଫେଡେରେସନ ସମୁହ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ହରତାଳ ଭୁବନେଶ୍ୱର ରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ ଭୁବନେଶ୍ୱର, ତାରିଖ :18.02.2024 ଦିଲ୍ଲୀ-ହରିୟାଣା ର ଶମ୍ଭୁ ସୀମାରେ ମୋଦି ସରକାର ଏବଂ ହରିୟାଣା ର ବିଜେପି ସରକାର କୃଷକ ଆନ୍ଦୋଳନ ର ଦମନ ବିରୋଧ ରେ ପ୍ରତିବାଦ ସହିତ 21ଦଫା ସମ୍ବଳିତ ଦାବି ନେଇ ଦେଶଵ୍ୟାପୀ [...]

ଖଣ୍ଡଗିରି କୁମ୍ଭମେଳା; ଭିଡ଼ ଜମାଇଲେଣି ରାଜ୍ୟ ବାହାରର ସାଧୁସନ୍ଥ

ଖଣ୍ଡଗିରି କୁମ୍ଭମେଳା; ଭିଡ଼ ଜମାଇଲେଣି ରାଜ୍ୟ ବାହାରର ସାଧୁସନ୍ଥ ଭୁବନେଶ୍ୱର: ଖଣ୍ଡଗିରି ଉଦୟଗିରି ପାଦଦେଶରେ ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘ ମେଳା। ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ସାଧୁସନ୍ଥମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଯଜ୍ଞ ଲାଗି କୁଣ୍ଡ ମଧ୍ୟ ପ୍ରସ୍ତୁତ [...]

ଖଣ୍ଡଗିରି ଉଦୟଗିରି ମହୋତ୍ସବ

ଖଣ୍ଡଗିରି ଉଦୟଗିରି ମହୋତ୍ସବ ଭୁବନେଶ୍ୱର:ଆଜି ଖଣ୍ଡଗିରି ପାନ୍ଥିକା ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ର ପ୍ରଥମ ସନ୍ଧ୍ୟାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ଉତ୍ସବରେ କୋକିଳା ଡାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ସଡ଼ଋତୁ ଏବଂ କୁନି କୁନି ପିଲାମାନଙ୍କ ଦ୍ଵାରା ଦେଶାତ୍ମକ ବୋଧ ନୃତ୍ୟ ପରିବେଷଣ କରିଥିଲେ। ପରେ ସୁର ସାଗର ମୂଜିକାଲ ଗ୍ରୁପ [...]

BMC’s Special Budget Assembly Concludes with Unprecedented Discipline.

BMC’s Special Budget Assembly Concludes with Unprecedented Discipline. Bhubaneswar, February 17, 2024 – The Bhubaneswar Municipal Corporation’s Fiscal Year Budget Assembly concluded today with exemplary discipline, marking a significant milestone in the city’s governance. The FY 2024-25 budget, amounting to an estimated expenditure of ₹1027 crore, was passed and unanimously [...]