ମା’ମାନଙ୍କ ସଶକ୍ତିକରଣ କେବଳ ପରିବାରକୁ ନୁହେଁ, ସାରା ସମାଜକୁ ସଶକ୍ତ କରେ – ମୁଖ୍ୟମନ୍ତ୍ରୀ
କୃଷି ଓଡିଶା-୨୦୨୪ ଉଦ୍ଘାଟିତ ଏବର୍ଷର ମୁଖ୍ୟ ପ୍ରସଙ୍ଗ- କୃଷି ପ୍ରଗତିରେ ମହିଳା କୃଷି ଉଦ୍ୟୋଗ ଭବନ ଏବଂ IMAGEର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ସ୍ଥାପନ ସଫଳ ପୋର୍ଟାଲର ଶୁଭାରମ୍ଭ, ଚାଷୀଙ୍କୁ ଶୀଘ୍ର ଓ ସୁବିଧାରେ ମିଳିବ ଋଣ ମା’ମାନଙ୍କ ସଶକ୍ତିକରଣ କେବଳ ପରିବାରକୁ ନୁହେଁ, ସାରା ସମାଜକୁ ସଶକ୍ତ କରେ – ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି କୃଷି ଉଦ୍ୟୋଗରେ [...]