ରାମ ମନ୍ଦିରରେ “ସ୍ୱଚ୍ଛତା ଶ୍ରମଦାନ” କଲେ ରାଜ୍ୟ ସଭାପତି
ରାମ ମନ୍ଦିରରେ “ସ୍ୱଚ୍ଛତା ଶ୍ରମଦାନ” କଲେ ରାଜ୍ୟ ସଭାପତି “ସ୍ୱଚ୍ଛ ଭାରତ ଅଭିଯାନ”ଏକ ଆନ୍ଦୋଳନରେ ପରିଣତ ହୋଇଛି : ମନମୋହନ ସାମଲ ଦୀର୍ଘ ୫୦୦ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ଜାନୁୟାରୀ ୧୪ ରୁ ୨୨ ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ‘ଶ୍ରମଦାନ’ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମଭକ୍ତଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ [...]