ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’ ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ
ଧାମରାରେ ଅନୁଷ୍ଠିତ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଲେ ରାଜ୍ୟ ସଭାପତି ‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’ ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ: ମନମୋହନ ସାମଲ ଓଡ଼ିଶାର ସାଧବ ପୁଅ କାର୍ଯ୍ୟ ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଉଛି କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ସାଧବପୁଅ କୀର୍ତିକୁ ମନେ ପକାଯାଏ ଶିକ୍ଷା, ଦୀକ୍ଷ୍ୟା, ସଂସ୍କୃତି, ପରମ୍ପରା, [...]