Search for:
  • Home/
  • Month: November 2023

ଅସୀମା ପଣ୍ଡା ଙ୍କ ଗୀତରେ ଝୁମିଲେ ଦର୍ଶକ।

ସଂସ୍କୃତି ଓ ଅସ୍ମିତାକୁ ବଞ୍ଚାଏ ମହୋତ୍ସବ ମୟୂରଭଞ୍ଜ କଳା ସଂସ୍କୃତିର ପାଓ୍ବାରହାଉସ ଷଷ୍ଠ ବାର୍ଷିକ ମୟୂରଭଞ୍ଜ ମହୋତ୍ସବ ଉଦଘାଟିତ ଅସୀମା ପଣ୍ଡା ଙ୍କ ଗୀତରେ ଝୁମିଲେ ଦର୍ଶକ ମା କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଏଥରର ଆକର୍ଷଣ ବାରିପଦା:ସଂସ୍କୃତି ଓ ଅସ୍ମିତାକୁ ବଞ୍ଚାଏ ମହୋତ୍ସବ । ଆତ୍ମା ନଥିଲେ ଶରୀର ମୃତ । ସେହିପରି କଳା, ସଂସ୍କୃତି ଓ ପରମ୍ପରା ନଥିଲେ ଦେଶ ମୃତ । ମୟୂରଭଞ୍ଜ ଜିଲ୍ଲା କଳା [...]

ଘରୋଇ ସ୍କୁଲ ରେ ଛାତ୍ରଙ୍କ ଆତ୍ମହତ୍ୟା

ଘରୋଇ ସ୍କୁଲ ରେ ଛାତ୍ରଙ୍କ ଆତ୍ମହତ୍ୟା ଖୋର୍ଦ୍ଧା: ସ୍କୁଲ ପରିସର ର ରେ ଥିବା ହଷ୍ଟେଲ ନିକଟସ୍ଥ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ର ର ମୃତ ଦେହ ଉଦ୍ଧାର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ପବ୍ଲିକ ସ୍କୁଲ ପରିସର ରେ। ସେଇ ସ୍କୁଲ ରେ ପଢୁଥିବା ଦଶମ ଶ୍ରେଣୀ ର ଛାତ୍ର ର ମୃତ ଦେହ [...]

କିମ୍‍ସ ଡାକ୍ତରଙ୍କ ସଫଳତା ୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର

କିମ୍‍ସ ଡାକ୍ତରଙ୍କ ସଫଳତା ୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର ଭୁବନେଶ୍ୱର, ୩ ।୧୧: କନ୍‍ଜେନିଟାଲ୍‍ ଗ୍ଲୁକୋମା ଥିବା ଜଣେ ୯ମାସ ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରି କିମ୍‍ସ ଡାକ୍ତରମାନେ ସଫଳତା ପାଇଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ଦେଖିପାରୁଛି । ଟ୍ରାବେକ୍ୟୁଲୋଟୋମି ଓ ଟ୍ରାବେକ୍ୟୁଲେକ୍ଟୋମି ଭଳି ଅତ୍ୟାଧୁନିକ ପଦ୍ଧତିରେ ଏତେ କମ୍‍ ବୟସର ଜଣେ ଶିଶୁର ଏହି ଗ୍ଲୁକୋମା ଅସ୍ତ୍ରୋପଚାର  ସଫଳତା ମିଳିଛି [...]

ଅମୃତ କଳସ ଯାତ୍ରାରେ #ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତିଙ୍କ ହାତ ତିଆରି କଳସ

ଅମୃତ କଳସ ଯାତ୍ରାରେ #ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତିଙ୍କ ହାତ ତିଆରି କଳସ ଭୁବନେଶ୍ୱର:ଦିଲ୍ଲୀର #କର୍ତ୍ତବ୍ୟପଥରେ ‘ମୋ ମୋଟି #ମୋ ଦେଶ’ ଅଭିଯାନର ଅମୃତ କଳସର ଯାତ୍ରାର ସମାପନ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ହାତରେ ଧରିଥିବା କଳସ ପ୍ରସ୍ତୁତି ପଛରେ ଥିଲା ଜଣେ ଓଡ଼ିଆ ଝିଅଙ୍କ ହାତ । ଅର୍ଥାତ୍ କଳସରେ ହୋଇଥିବା କଳାକୃତି ଆଙ୍କିଥିଲେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତି । ଅତି ସୁନ୍ଦର ଭାବରେ ସେ [...]

ଓଡିଶା ପରିବାର ସହଯୋଗରେ ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର

ଓଡିଶା ପରିବାର ସହଯୋଗରେ ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର ଓଡିଶା ଫେରିବା ପରେ ଭୁବନେଶ୍ଵର ରେଳଷ୍ଟେସନରେ ସ୍ବାଗତ ଭୁବନେଶ୍ଵର- ତା୩.୧୧.୨୦୨୩- ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ନେଇ ଖବର ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ସେମାନଙ୍କୁ [...]

ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଭୁବନେଶ୍ୱର- ତା.୩.୧୧.୨୦୨୩- ଓଡିଶା ଲାଇବ୍ରେରୀ ଏକାଡେମୀ ପକ୍ଷରୁ ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ରାଜ୍ଯ ଗ୍ରନ୍ଥାଗାରର କର୍ମଚାରୀ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଆଭାସୀ ମାଧ୍ୟ୍ୟମରେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାଜ୍ଯ ଗ୍ରନ୍ଥାଗାର ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଉକ୍ତ ବୈଠକରେ ସମସ୍ତଙ୍କୁ ସ୍ୱାଗତ [...]

National Drinking Water Conference by ICC

  National Drinking Water Conference by ICC Bhubaneswar :National Drinking Water Summit by Indian Chamber of Commerce (ICC) has been inaugurated at Bhubaneswar.This Two day conclave is presided by ICC Expert Committee on Water whose Chairman Ankur Patni, in his welcome address mentioned about the good progress made for enhancing [...]

ରାଉରକେଲାଠାରେ ଅନୁଷ୍ଠିତ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ ରାଜ୍ୟ ସଭାପତି

ରାଉରକେଲାଠାରେ ଅନୁଷ୍ଠିତ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ ରାଜ୍ୟ ସଭାପତି ଦୁର୍ନୀତି ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାର ବିରୋଧରେ ଲଢ଼େଇକୁ ଶାଣିତ କରିବ ଯୁବମୋର୍ଚ୍ଚା: ମନମୋହନ ସାମଲ  ଲୋକଙ୍କ ଆକ୍ରୋଶକୁ ଆନ୍ଦୋଳନର ରୂପ ଦେବ ଯୁବମୋର୍ଚ୍ଚା : ଅଭିଳାଷ ପଣ୍ଡା  ଯୁବ ଓ ଓଡ଼ିଆ ବିରୋଧୀ ବିଜେଡି ସରକାର  ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ସାଂପ୍ରତିକ, ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ବିସ୍ତୃତ [...]

ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପିଆଜ ବିକିଲା ୩୦ ଟଙ୍କାରେ

ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପିଆଜ ବିକିଲା ୩୦ ଟଙ୍କାରେ ଭୁବନେଶ୍ୱର, ୦୨.୧୧ : ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଠାରେ ପିଆଜି କେ.ଜି ପ୍ରତି ୩୦ ଟଙ୍କାରେ ବ୍ରିକି କଲେ । [...]

ଅପରାଧୀକ ସାମ୍ରାଜ୍ୟ ତିଆରି କରିଛି ବିଜେଡି: ଡ.ଲେଖାଶ୍ରୀ

ଅପରାଧୀକ ସାମ୍ରାଜ୍ୟ ତିଆରି କରିଛି ବିଜେଡି: ଡ.ଲେଖାଶ୍ରୀ  ୧୩ନଂ ମୁଦାଲା ବିଜୁ ଜନତା ଦଳର କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ  ରାଜ୍ୟ ସରକାର ନିଜ ଦଳର ଅପରାଧୀ ନେତାଙ୍କୁ ଘଂଟ ଘୋଡାଉଛନ୍ତି  ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସମୀର ଦାସ, ବିଜୟ ଶଙ୍କର ଦାସ ଆଇନରେ ସମ୍ମୁଖୀନ ନହେବା ପର୍ଯ୍ୟନ୍ତ ଓଡ଼ିଶାବାସୀ ବାରମ୍ବାର ପ୍ରଶ୍ନ ପଚାରିବେ  ଜେଏମ୍‌ଏଫସି କୋର୍ଟରେ ଏଯାଏଁ ହାଜର ହେଲେନି ପ୍ରତାପ [...]