Search for:
  • Home/
  • Month: October 2023

ବରିଷ୍ଠ ନାଗରିକ ରାଷ୍ଟ୍ର ଓ ଦେଶର ମାର୍ଗଦର୍ଶକ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ବରିଷ୍ଠ ନାଗରିକ ରାଷ୍ଟ୍ର ଓ ଦେଶର ମାର୍ଗଦର୍ଶକ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ଭୁବନେଶ୍ୱର, ୩୧୦ : ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପଟିଆସ୍ଥିତ କ୍ରିଷ୍ଟାଲ କୋର୍ଟୟାଡ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ଡ଼ ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ [...]

ବି.ଜେ.ଇ.ଏମ୍‌. ସ୍କୁଲ ଓ ବରଗଡ଼ ହାଇ ସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବି.ଜେ.ଇ.ଏମ୍‌. ସ୍କୁଲ ଓ ବରଗଡ଼ ହାଇ ସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ଭୁବନେଶ୍ୱର, ତା: ୦୨.୧୦.୨୦୨୩ : ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ବରଗଡ଼ ହାଇ ସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ପିଲାମାନଙ୍କ ମଧ୍ୟରେ ଗାନ୍ଧି ଆଦର୍ଶ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଷ୍ଟୁଡେ୍‌ସ୍‌ ରିମେମ୍ବର ମହାତ୍ମା ଗାନ୍ଧି (ଏସ୍‌.ଆର୍‌.ଏମ୍‌.ଜି) କାର୍ଯ୍ୟକ୍ରମ [...]

ଏଚ୍‌ଆଇଭି/ଏଡସ୍‌ ସଚେତନତା ଉପଲକ୍ଷେ ଆନ୍ତଃବିଦ୍ୟାଳୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା

ଏଚ୍‌ଆଇଭି/ଏଡସ୍‌ ସଚେତନତା ଉପଲକ୍ଷେ ଆନ୍ତଃବିଦ୍ୟାଳୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଭୁବନେଶ୍ୱର, ୩.୧୦ : ଜିଲ୍ଲା ଏଡସ୍‌ ନିୟନ୍ତ୍ରଣ ବିଭାଗ, ଖୋର୍ଦ୍ଧା ତରଫରୁ ଛାତଛାତ୍ରୀମାନଙ୍କ ମଧ୍ୟରେ ଏଚ୍‌ଆଇଭି/ଏଡସ୍‌ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧାଜିଲ୍ଲାର ପ୍ରାୟ ୧୦ଟି ବିଦ୍ୟାଳୟ ତରଫରୁ ୧୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି [...]

ପିସିସି ସଂପାଦକ ସତ୍ୟସ୍ମିତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ପିସିସି ସଂପାଦକ ସତ୍ୟସ୍ମିତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ ଭୁବନେଶ୍ୱର ତା. ୦୨.୧୦- ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ତଥା ବିଶିଷ୍ଟ ଯୁବ ନେତା ଶ୍ରୀ ସତ୍ୟସ୍ମିତ ମହାନ୍ତିଙ୍କ ଅକାଳ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଜି ସକାଳେ ଶ୍ରୀ ପଟ୍ଟନାୟକଙ୍କ ସ୍ୱର୍ଗତ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ତାଙ୍କର ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ [...]

ସଚେତନତା ଓ ସତର୍କତା ଦ୍ଵାରା ହିଁ ସାଇବର ଅପରାଧକୁ ରୋକିହେବ

ସଚେତନତା ଓ ସତର୍କତା ଦ୍ଵାରା ହିଁ ସାଇବର ଅପରାଧକୁ ରୋକିହେବ କ୍ଷ ଏହି ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖିଛି କ୍ଷ ଆଜି ଦ୍ଵିତୀୟ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର [...]

ମାଲକାନଗିରି ଜ଼ିଲ୍ଲା କାଲିମେଳା ବ୍ଲକ ମୋଟୁ ପଞ୍ଚାୟତ ମୋଟୁ ଠାରେ ବିଜୁ ପଟ୍ଟନାୟକ ବସ୍ ଷ୍ଟାଣ୍ଡ ର ଉଦ୍ଘାଟନ

ମାଲକାନଗିରି ଜ଼ିଲ୍ଲା କାଲିମେଳା ବ୍ଲକ ମୋଟୁ ପଞ୍ଚାୟତ ମୋଟୁ ଠାରେ ବିଜୁ ପଟ୍ଟନାୟକ ବସ୍ ଷ୍ଟାଣ୍ଡ ର ଉଦ୍ଘାଟନ ଭୁବନେଶ୍ୱର:ଆଜି ୨୨/୧୧/୨୦୨୨ ରେ ହୋଇଥିବାବେଳେ ଆଜି ୩/୧୦/୨୦୨୩ ରିଖ ବିଜୁ ପଟ୍ଟନାୟକ ବସ୍ ଷ୍ଟାଣ୍ଡ ,ମୋଟୁ କୁ ବସ୍ ଚଳା ଚଳ ଶୁଭ ଆରମ୍ଭ କାର୍ଯ୍ୟ ଶିଳ କରାଗଲା | ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି, ଜନପ୍ରିୟ ନେତା ତଥା ପୁର୍ବତନ [...]

ମହିଳା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ମହିଳା ସାଙ୍ଗଠନିକ ବୈଠକ

ଭୁବନେଶ୍ୱର:କୋରାପୁଟ ସର୍କିଟ ହାଉସ ଠାରେ ମହିଳା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ମହିଳା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ପର୍ଯ୍ୟବେକ୍ଷିକା ଶ୍ରୀମତୀ ମୀରା ପରିଡ଼ାଙ୍କ ଅଧ୍ୟକ୍ଷତା ବୈଠକରେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳର ଭୂମିକା ନେଇ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ପ୍ରତୈକଟି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ନେଇ ଆଲୋଚନା କରାଯାଇଛି। [...]

ଶବର ସାଥି ରୋହିତଙ୍କ ମୃତଶରୀରକୁ ଜନ୍ମମାଟିକୁ ସ୍ଥାନାନ୍ତର କଲା ଓଡ଼ିଶା-ମୋ ପରିବାର

ଶବର ସାଥି ରୋହିତଙ୍କ ମୃତଶରୀରକୁ ଜନ୍ମମାଟିକୁ ସ୍ଥାନାନ୍ତର କଲା ଓଡ଼ିଶା-ମୋ ପରିବାର ଭୁବନେଶ୍ୱର:କୋଭିଡ଼ ମହାମାରୀରେ ଶବର ସାଥି ସାଜିଥିଲେ ରୋହିତ, ଆଜି ସେ ନିଜେ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ସହକର୍ମୀମାନେ । ସମସ୍ତଙ୍କୁ ସାହାଯ୍ୟ କରୁଥିବା ଏହି ରୋହିତଙ୍କ ଶେଷକୃତ୍ୟ ସସମ୍ମାନେ ସମ୍ପନ୍ନ କଲା ଓଡ଼ିଶା-ମୋ ପରିବାର । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳର ବାସିନ୍ଦା ରୋହିତ ନାୟକ(୪୮ବର୍ଷ) ଭୁବନେଶ୍ଵରସ୍ଥିତ ସତ୍ୟନଗର [...]

ଲକ୍ଷ୍ମୀପୁର ଖେରୀକୃଷକ ଗଣହତ୍ୟାର ପ୍ରତିବାଦ

ଲକ୍ଷ୍ମୀପୁର ଖେରୀକୃଷକ ଗଣହତ୍ୟାର ପ୍ରତିବାଦ ରେ ଭୁବନେଶ୍ୱର ରେ କଳା ଦିବସ ପାଳନ ଭୁବନେଶ୍ୱର ତାରିଖ:୩.୧୦.୨୦୨୩ ସଂଯୁକ୍ତ କିଷାନ ମୋର୍ଚ୍ଚା,ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ ସମୁହ ତରଫରୁ ୨୦୨୧ ଅକ୍ଟୋବର ୩ ତାରିଖ ରେ ଉତ୍ତର ପ୍ରଦେଶ ର ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ବିରୋଧ ରେ ଆହୁତ ଦେଶବ୍ୟାପୀ କଳାଦିବସ ପ୍ରବଳ ବର୍ଷା ସତ୍ୱେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ [...]

ଓଡ଼ିଶାରେ ଗରିବ ଲୋକଙ୍କ ବିକାଶ ପାଇଁ ମୋଦି ସରକାର ସମର୍ପିତ : ଅନୁରାଗ ଠାକୁର

  ଓଡ଼ିଶାରେ ଗରିବ ଲୋକଙ୍କ ବିକାଶ ପାଇଁ ମୋଦି ସରକାର ସମର୍ପିତ : ଅନୁରାଗ ଠାକୁର  ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର  ମୋଦିଙ୍କ ୯ବର୍ଷ ସରକାରରେ ଓଡ଼ିଶାକୁ ୧୮ଲକ୍ଷ କୋଟି ଟଙ୍କାରୁ ଅଧିକ କେନ୍ଦ୍ରୀୟ ଅନୁଦାନ ଆସିଛି  “ନାରୀ ଶକ୍ତି ବନ୍ଦନ ଅଧିନିୟମ” ଏକ ଯୁଗାନ୍ତକାରୀ ନିର୍ଣ୍ଣୟ  ବିଜେପିକୁ ଯଦି କେହି ଜନବିରୋଧୀ କହୁଥିବେ ତାହା ସେମାନଙ୍କର ହତାଶାଭାବର [...]