Search for:
  • Home/
  • ରାଜ୍ୟ/
  • ମହିଳା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ମହିଳା ସାଙ୍ଗଠନିକ ବୈଠକ

ମହିଳା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ମହିଳା ସାଙ୍ଗଠନିକ ବୈଠକ

Spread the love

Loading

ଭୁବନେଶ୍ୱର:କୋରାପୁଟ ସର୍କିଟ ହାଉସ ଠାରେ ମହିଳା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ମହିଳା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ପର୍ଯ୍ୟବେକ୍ଷିକା ଶ୍ରୀମତୀ ମୀରା ପରିଡ଼ାଙ୍କ ଅଧ୍ୟକ୍ଷତା ବୈଠକରେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳର ଭୂମିକା ନେଇ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ପ୍ରତୈକଟି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ନେଇ ଆଲୋଚନା କରାଯାଇଛି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଝିନ୍ନ ହିକକା, ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ପାର୍ବତୀ ମସ୍ତି , ପୌର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ସାଂସଦ ପାର୍ଥିନୀ ଶ୍ରୀମତୀ କୌଶଲ୍ୟା ହିକକା , ରାଜ୍ୟ ମହିଳା ଉପ ସଭାନେତ୍ରୀ ଶ୍ରୀମତୀ ରିତା ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ କିର୍ଷାନି, ଜିଲ୍ଲା ମହିଳା ସୋସିଆଲ ମିଡିଆ ସେଲ ସୁଶ୍ରୀ କାଦମ୍ବିନୀ ସେଠୀ, ଶ୍ରୀମତୀ ଇନ୍ଦିରା ନନ୍ଦ, ଶ୍ରୀମତୀ ବି ସୁନିତାଙ୍କ ସହ କୋରାପୁଟ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀ, ବ୍ଲକ ସଭାନେତ୍ରୀ,ମୁନିସିପାଲିଟି ସଭାନେତ୍ରୀ,ଏବଂ ପଦପଦବୀ ନେତ୍ରୀ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required