Search for:
  • Home/
  • Month: September 2023

ଘରୋଇ ଯାତ୍ରୀବାହୀବସ ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର:ବାରିପଦା,୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜଛକ ଅନତି ଦୂରରେ ଏକ ଘରୋଇ ଯାତ୍ରୀବାହୀବସ ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସର ୬/୭ଜଣ ଯାତ୍ରୀ ଆହତ ହୋଇଛନ୍ତି l ସୂଚନା ମୁତାବକ ଓଆର-୧୧କେ- ୩୪୫୧ ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଆସୁଥିଲା l ତେବେ ରାଗ୍ଧା କଲେଜଛକରୁ ବସ [...]

ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ

ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ ଭୁବନେଶ୍ୱର,  : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀକୃଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ସ୍କୁଲର ଛାତ୍ର ଛାତ୍ରୀମାନେ ଶିକ୍ଷକ, ଶକ୍ଷୟିତ୍ରୀଙ୍କୁ ଓଡିଆ ସଂସ୍କୃତିର ପାରମ୍ପରିକ ପୂଜା ଅନୁସାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହା ପରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା । ବାଳକୃଷ୍ଣଙ୍କୁ ଯଥାବିଧି ରୀତିନୀତି ଅନୁସାରେ [...]

୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର।ଓଡ଼ିଶୀ ନୃତ୍ୟ ସାଙ୍ଗକୁ ବେହେଲା ବାଦନର ଯୁଗଳବନ୍ଧି

ଓଡ଼ିଶୀ ନୃତ୍ୟ ସାଙ୍ଗକୁ ବେହେଲା ବାଦନର ଯୁଗଳବନ୍ଧି (୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଘାଟିତ) ଭୁବନେଶ୍ୱର  : ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏକ ଭବ୍ୟ ସମାରୋହରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଘାଟିତ ହୋଇଯାଇଅଛି । ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର [...]

ପିଲାଙ୍କ ଭିତରେ ଥିବା ବିଶେଷ କ୍ଷମତାକୁ ଜାଣିବା ଓ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଓ ଅଭିଭାବକଙ୍କ କର୍ତ୍ତବ୍ୟ- ମାନ୍ୟବର ରାଷ୍ଟ୍ରପତି

ପିଲାଙ୍କ ଭିତରେ ଥିବା ବିଶେଷ କ୍ଷମତାକୁ ଜାଣିବା ଓ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଓ ଅଭିଭାବକଙ୍କ କର୍ତ୍ତବ୍ୟ- ମାନ୍ୟବର ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଶିକ୍ଷକଙ୍କ ଅଭିନବ ଶୈଳୀରେ ପାଠପଢା ପ୍ରେରଣାର ସ୍ରୋତ- ଧର୍ମେନ୍ଦ୍ର ପ୍ରଧାନ • ‘ଗୁରୁ ଦିବସ’ରେ ଦେଶର ୭୫ ଜଣ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର • ଓଡ଼ିଶାର ଶିକ୍ଷକ ଶଶି ଶେଖର କର ଶର୍ମା, ସୁଭାଷ [...]

ବିଦ୍ୟୁତ୍‌ ସଂଶୋଧନ ବିଲ୍‌-୨୦୨୨ ପ୍ରତ୍ୟାହାର ଓ ପ୍ରିପେଡ୍‌ ବିଦ୍ୟୁତ୍‌ ମିଟର ବିରୁଦ୍ଧରେ ରାଜ୍ୟସ୍ତରୀୟ ବିଦ୍ୟୁତ୍‌ ଉପଭୋକ୍ତା କନ୍‌ଭେନସନ

ବିଦ୍ୟୁତ୍‌ ସଂଶୋଧନ ବିଲ୍‌-୨୦୨୨ ପ୍ରତ୍ୟାହାର ଓ ପ୍ରିପେଡ୍‌ ବିଦ୍ୟୁତ୍‌ ମିଟର ବିରୁଦ୍ଧରେ ରାଜ୍ୟସ୍ତରୀୟ ବିଦ୍ୟୁତ୍‌ ଉପଭୋକ୍ତା କନ୍‌ଭେନସନ ଭୁବନେଶ୍ୱର,  : ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ ଓଡ଼ିଶା ରାଜ୍ୟ ୟୁନିଟ୍‌ ଉଦ୍ୟୋଗରେ ରବିବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ରାଜ୍ୟସ୍ତରୀୟ ବିଦ୍ୟୁତ୍‌ ଉପଭୋକ୍ତା କନଭେନସନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ୍‌ କ୍ଷେତ୍ରରେ ଘରେଇକରଣ ବନ୍ଦ କରିବା, ଜନବିରୋଧୀ ବିଦ୍ୟୁତ୍‌ ଆଇନ-୨୦୦୩ ଓ ବିଦ୍ୟୁତ୍‌ ସଂଶୋଧଦନ ବିଲ୍‌-୨୦୨୨କୁ ପ୍ରତ୍ୟାହାର କରିବା, ପ୍ରିିପେଡ୍‌ [...]

ବିଧାନସଭା ଅଧିବେସନରେ ବିଜେପି ଏହାର କଡାଗଣ୍ଡା ହିସାବ ମାଗିବ: କୁସୁମ ଟେଟେ

୫-ଟି ସଚିବଙ୍କର ଜିଲ୍ଲା ବୁଲା କାର୍ଯ୍ୟକ୍ରମରେ ପାଖାପାଖି ୫୦୦କୋଟି ଟଙ୍କା ଅର୍ଥ ବରବାଦ ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ବିଜେପି ବିଧାୟିକାଙ୍କ ଚ୍ୟାଲେଂଜ ବିଧାନସଭା ଅଧିବେସନରେ ବିଜେପି ଏହାର କଡାଗଣ୍ଡା ହିସାବ ମାଗିବ: କୁସୁମ ଟେଟେ  “ସଚିବ ବଡ ନା ମନ୍ତ୍ରୀ ବଡ” ପ୍ରଶ୍ନର ଜବାବରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପ୍ରମାଣ କରିଛି ‘ସଚିବ ବଡ’  ଦୁଇଟି ବିଭାଗର ମନ୍ତ୍ରୀ ଭାବରେ ଆପଣ କେତେଥର ସରକାରୀ ହେଲିକ୍ୟାପ୍ଟର ବ୍ୟବହାର [...]

ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩

ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩ ଦେଶର ସାମୂହିକ ନୌବାଣିଜ୍ୟ ଆକାଂକ୍ଷାକୁ ବୃଦ୍ଧି କରିବା ପାଇଁ ମଂଚ ପ୍ରସ୍ତୁତ କରିଛି ଭୁବନେଶ୍ୱର ରୋଡ୍‌ଶୋ’ ଭୁବନେଶ୍ୱର : ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍‌ଆଇଏସ୍‌) ୨୦୨୩ର ୩ୟ ସଂସ୍କରଣ ପୂର୍ବରୁ କେନ୍ଦ୍ର ବନ୍ଦର, ନୌପରିବହନ ଓ ଜଳପଥ (ଏମ୍‌ଓପିଏସ୍‌ଡବ୍ଲ୍ୟୁ) ଏବଂ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନ୍‌ୱାଲ ଭୁବନେଶ୍ୱରର ହୋଟେଲ୍ ମେଫେୟାର କନ୍‌ଭେନ୍‌ଶନଠାରେ ଆୟୋଜିତ ରୋଡ୍‌ଶୋ’ରେ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରିଛନ୍ତି [...]

କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ

କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ ଭୁବନେଶ୍ୱର, : ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରିଥିବା ୩୮୮ କ୍ରୀଡ଼ାବିତ୍‍ଙ୍କୁ ଓଡ଼ିଶା ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ କ୍ରୀଡ଼ାରେ ସଫଳତା ଲାଭ କରିଥିବା କିସ୍‌ର ୫୫ ଛାତ୍ରଛାତ୍ରୀ ଚଳିତବର୍ଷ କ୍ରୀଡ଼ା ପ୍ରୋତ୍ସାହନ ପାଇଛନ୍ତି । ସେଥି ମଧ୍ୟରୁ କେବଳ ରଗ୍‌ବୀରେ ସର୍ବାଧିକ ୪୧ଜଣ କ୍ରୀଡ଼ାବିତ୍ [...]

କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା  ୬ ଜଣ ଉପସଭାପତି, ୨ ଜଣ ସାଧାରଣ ସଂପାଦକ, ୫ ଜଣ ସଂପାଦକ, ୧ କାର୍ଯ୍ୟାଳୟ ସଂପାଦକ, ୧ କୋଷାଧ୍ୟକ୍ଷ, ୧ ସାମାଜିକ ଗଣମାଧ୍ୟମ ସଂଯୋଜକ, ୨ ସହ-ସଂଯୋଜକ ପଦାଧିକାରୀ ନାମ ତାଲିକା ଘୋଷଣା  ୩୪ ସାଗଠନିକ ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା  ୪୮ ଜଣ ରାଜ୍ୟ [...]

ହିଜେପି ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ

ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଂଚାୟତସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ହେବ : ମନମୋହନ ସାମଲ  ଓଡ଼ିଶାକୁ କେନ୍ଦ୍ର ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ବାଟମାରଣା ହୋଇଛି, ତାହାର ପର୍ଦ୍ଦାଫାଶ କରିବ ବିଜେପି  ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଲେ ଆହ୍ୱାନ [...]