Search for:
  • Home/
  • Month: September 2023

୭କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

୭କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ଭୁବନେଶ୍ୱର:ବେତନଟୀ/ମାଣତ୍ରୀ:ମୟୂରଭଞ୍ଜ ଜିଲ୍ଲା ଅଧୀନ ବେତନଟୀ ଅବକାରୀ ଥାନା ପକ୍ଷରୁ ଗୁରୁବାର ବଡ଼ସାହି ଥାନା ଅଧୀନ କୋଲକୋଠା ଗ୍ରାମରେ ଚଢ଼ାଉକରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ଏହି ବେଆଇନ କାରବାରରେ ସମ୍ପୃକ୍ତ ଗଞ୍ଜେଇ ବେପାରୀକୁ ଗିରଫକରାଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଗ୍ରାମର ରବୀନ୍ଦ୍ର ମହାଳିକର ପୁଅ ବାପି ଓରଫ କ୍ଷୀରୋଦ l ସୂଚନା ମୁତାବକ କ୍ଷୀରୋଦ ଗଞ୍ଜେଇ [...]

ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ”କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା: ବାବୁ ସିଂ

ଜାଗାମିଶନ ପ୍ରସଙ୍ଗ ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ”କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା: ବାବୁ ସିଂ  ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ କାହିଁକି ଗଣମାଧ୍ୟମରେ କହୁଛନ୍ତି ?  ବିଏମ୍‌ସି କମିଶନ ଚିଟିଙ୍ଗ କରି ପଟ୍ଟା ବଂଟନ କରୁଛନ୍ତି ତାହା ପ୍ରତିବଦଳରେ ଟଙ୍କା ନେଉଛନ୍ତି  ଆଇପିସି ଧାରା-୪୨୦ ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ  ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ [...]

ହୋମିଓପ୍ୟାଥି ଓ ଆୟୁର୍ବେଦ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଏମ୍‌.ଏସ୍‌.ସି.ର ସମର୍ଥନ

ହୋମିଓପ୍ୟାଥି ଓ ଆୟୁର୍ବେଦ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ଏମ୍‌.ଏସ୍‌.ସି.ର ସମର୍ଥନ ଭୁବନେଶ୍ୱର:ତା.୭/୯/୨୩: ୩୧ ଅଗଷ୍ଟ ଠାରୁ ଅଲ୍ ଓଡିଶା ଆୟୁଷ ଷ୍ଟୁଡେଣ୍ଟସ୍ ଆସୋସିଏସନ ପକ୍ଷରୁ ଆମ ରାଜ୍ୟର ୪ଟି ସରକାରୀ ହୋମିଓପ୍ୟାଥିକ ଓ ୩ଟି ସରକାରୀ ଆୟୁର୍ବେଦିକ ମେଡିକାଲ୍ କଲେଜରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ମେଡିକାଲ ସର୍ଭିସ ସେଣ୍ଟର(ଏମ୍‌.ଏସ୍‌.ସି.) ଓଡିଶା ରାଜ୍ୟ କମିଟି ତରଫରୁ ଦୃଢ ସମର୍ଥନ ଜଣାଯାଉ ଅଛି । ପ୍ରକାଶ ଥାଉକି ରାଜ୍ୟରେ ୨୦୦୨ ମସିହା ପରଠାରୁ ଦୀର୍ଘ [...]

ଦଦିବଂଗତ ସାମ୍ବାଦିକ ରବି ନାରାୟଣ ମହାନ୍ତିଙ୍କ ତ୍ରୟୋଦଶତମ ଶ୍ରାଦ୍ଧଦିବସ ସମାରୋହ

ଦଦିବଂଗତ ସାମ୍ବାଦିକ ରବି ନାରାୟଣ ମହାନ୍ତିଙ୍କ ତ୍ରୟୋଦଶତମ ଶ୍ରାଦ୍ଧଦିବସ ସମାରୋହ ସୁସ୍ଥ ସମାଜ ଗଠନରେ ସାମାଜିକ ଗଣମାଧ୍ୟମର ଗୁରୁଦାୟିତ୍ୱ ରହିଛି ଭୁବନେଶ୍ୱର, ୬.୯ : ସୁସ୍ଥ ସମାଜ ଗଠନରେ ସାମାଜିକ ଗଣମାଧ୍ୟମର ଗୁରୁଦାୟିିତ୍ୱ ରହିଛି ବୋଲି ଦିବଂଗତ ବିଶିଷ୍ଟ ସାମ୍ବାଦିକ ରବିନାରାୟଣ ମହାନ୍ତିଙ୍କର ତ୍ରୟୋଦଶତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବକ୍ତା ମତପ୍ରକାଶ କରିଛନ୍ତି । ଦୈନିକ ନ୍ୟାୟବତୀ ଓ ‘ଏ.ଏମ୍‌.ଆଇ.ଟି’ ମହାବିଦ୍ୟାଳୟର ସାମ୍ବାଦିକ [...]

କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର (୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସଂଧ୍ୟା) ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପରେ ଦେଖିବାକୁ ମିଳିଥିଲା । [...]

ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟା ଏବଂ ରାଜ୍ୟ ସଂଯୋଜିକା ନାମ ତାଲିକା ଘୋଷଣା

ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟା ଏବଂ ରାଜ୍ୟ ସଂଯୋଜିକା ନାମ ତାଲିକା ଘୋଷଣା  ୬ ଜଣ ଉପସଭାନେତ୍ରୀ, ୨ ଜଣ ସାଧାରଣ ସଂପାଦିକା, ୫ ଜଣ ସଂପାଦିକା, ୧ କାର୍ଯ୍ୟାଳୟ ସଂପାଦିକା, ୧ କୋଷାଧ୍ୟକ୍ଷା ପଦାଧିକାରୀ ନାମ ତାଲିକା ଘୋଷଣା  ୮ଟି ବିଭାଗର ସଂଯୋଜିକାଙ୍କ ନାମ ତାଲିକା ଘୋଷଣା  ୨୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ୧୭ ଜଣ ସ୍ଥାୟୀ ନିମନ୍ତ୍ରିତ [...]

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ “ଗ୍ରୀନ୍‌ ହିରୋ ଅଫ୍‌ ଓଡ଼ିଶା”ସମ୍ମାନ

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ “ଗ୍ରୀନ୍‌ ହିରୋ ଅଫ୍‌ ଓଡ଼ିଶା”ସମ୍ମାନ ଭୁବନେଶ୍ୱର, ୬.୯ : ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ଜୈବ ବିବିଧତା ସୁରକ୍ଷା,ଚିଲିକାର ପକ୍ଷୀ ସୁରକ୍ଷା ଆଦି ବହୁବିଧ କାର୍ଯ୍ୟକ୍ରମ ଯାହାକି ପରିବଶେ ସୁରକ୍ଷା, ଉତ୍ତାପ ହ୍ରାସ, ଜଳବାୟୁ ପରିବର୍ତ୍ତନ ଆଦିର ପ୍ରଭାବକୁ ରୋକିବା ପାଇଁ ଉଦ୍ଦିଷ୍ଟ ସେହିସବୁ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ଧରି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍‌ ଆର୍ମିର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ତଥା ପୂର୍ବତନ ବିଧାୟକ ଡକ୍ଟର [...]

ବେନାମୀ ଲେଖି କମିସନରେଟ ପୋଲିସ ର ସିପାହୀ ସସ୍ପେଣ୍ଡ

ଭୁବନେଶ୍ୱର:ବେନାମୀ ଲେଖି କମିସନରେଟ ପୋଲିସ ର ସିପାହୀ ସସ୍ପେଣ୍ଡ ଏସ୍ ଏସ ବଟାଲିଅନ , କମିସନରେଟ ପୋଲିସ ଭୁବନେଶ୍ୱର ର ସିପାହୀ ନମ୍ୱର 187 ଶ୍ରୀ ଦୀପକ କୁମାର ମହାରଣା ଉଚ୍ଚ ପାହ୍ୟାର ଅଫିସରଙ୍କ ନାମରେ ଅନେକ ଦିନ ହେଲା ବେନାମୀ ପିଟିସନ ଲେଖି ଆସୁଥିଲେ। ଗତ ଅଗଷ୍ଟ ମାସରେ ଆଦିଶିନାଲ ଡିସିପି (ସିକୁରିଟି ) ଲୋକସେବା ଭବନ ର ଶ୍ରୀ ସୁଜିତ୍ ଦଳାଇ ଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ [...]

ଉଦୟନିଧିଙ୍କ ଗିରଫ ଦାବିରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ।

  ଜୋର ଧରିଲା ଉଦୟନିଧିକୁ ଗିରଫ ସହ ଦଣ୍ଡ ଦାବି : ରାଜଧାନୀରେ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ତାତି ଉଦୟନିଧିଙ୍କ ଗିରଫ ଦାବିରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିକ୍ଷୋଭ । ଭୁବନେଶ୍ବର : ସାରା ଦେଶର ଜନ ମାନସରେ ଘୃଣା ସୃଷ୍ଟିକାରୀ ବୟାନ ଦେଇ ସନାତନ ଧର୍ମକୁ ଅପମାନିତ କରିଥିବା ଉଦୟାନିଧିଙ୍କ ଗିରଫ ସମେତ ସନାତନ ଧର୍ମ ଉଚ୍ଛେଦ ସମ୍ମିଳନୀ ଆୟୋଜନ କରିଥିବା ସଙ୍ଗଠନ ବିରୁଦ୍ଧରେ ଦୃଢ଼ [...]

ସେପ୍ଟେମ୍ବର ୧୦କୁ ଵିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ଘୋଷଣା – WHO

ସେପ୍ଟେମ୍ବର ୧୦କୁ ଵିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ଘୋଷଣା – WHO ଭୁବନେଶ୍ୱର:WHO,10 ସେପ୍ଟେମ୍ବର କୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ ଘୋଷଣା କରିଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆତ୍ମହତ୍ୟାର ସଚେତନତା ବାଣ୍ଟିବା ଏବଂ ଏକାଠି ମିଶି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନଙ୍କର ମାନସିକତା ଓ ବ୍ୟବହାରକୁ ପରିବର୍ତ୍ତନ କରିବା । ତେଣୁ ପ୍ରଥମେ ନିଜେ ଓ ନିଜର ପରିବାରବର୍ଗଙ୍କ ସାମାଜିକ ଏବଂ ମାନସିକ ଭାରସାମ୍ୟରୁ ନିବୃତ ରଖିଲେ [...]