Search for:
  • Home/
  • Month: September 2023

୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟା

୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟସଂଧ୍ୟା ଭାରତନାଟ୍ୟମ ନୃତ୍ୟ ସହିତ ସୀତାର ବାଦନ ଭୁବନେଶ୍ୱର (ତା ୭.୯.୨୦୨୩) : ସୃଜନ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ତୃତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥାସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ପି ପରବିନ୍‍ କୁମାରଙ୍କ ଦ୍ୱାରା ଭରତନାଟ୍ୟମ୍‌ ପ୍ରଦର୍ଶନରେ ଆରମ୍ଭ ହୋଇଥିଲା ଏବଂ ନୀଳାଦ୍ରୀ [...]

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ଯୋଡ଼ ପଦଯାତ୍ରାର ୧ବର୍ଷ ପୂର୍ତି ଉତ୍ସବ ପାଳିତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ଯୋଡ଼ ପଦଯାତ୍ରାର ୧ବର୍ଷ ପୂର୍ତି ଉତ୍ସବ ପାଳିତ ଭୁବନେଶ୍ୱର ତା. ୦୭.୯- ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜନନାୟକ ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡ଼ ଯାତ୍ରାର ୧ବର୍ଷ ପୂର୍ତି ଓଡ଼ିଶା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଅପରାହ୍ନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଶ୍ରୀଯୁକ୍ତ ଗାନ୍ଧୀଙ୍କର ପଦଯାତ୍ରା ସମ୍ବଳିତ [...]

ଆପେକ୍ସ କୋର୍ଟ ସଡକ ସୁରକ୍ଷା କମିଟି ସଚିବ ଓଡିଶା ସରକାରଙ୍କ ସଡକ ସୁରକ୍ଷା କାର୍ଯ୍ୟକୁ ପ୍ରଶଂସା

  ଆପେକ୍ସ କୋର୍ଟ ସଡକ ସୁରକ୍ଷା କମିଟି ସଚିବ ଓଡିଶା ସରକାରଙ୍କ ସଡକ ସୁରକ୍ଷା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି | ଭୁବନେଶ୍ୱର: ସଡକ ସୁରକ୍ଷା ଉପରେ ନିଆଯାଇଥିବା ଓଡିଶା ସରକାରଙ୍କ ଉଦ୍ୟମକୁ ସୁପ୍ରିମକୋର୍ଟ କମିଟି (SCCoRS) ପ୍ରଶଂସା କରିଛି | ରାଜ୍ୟ ସଡ଼କ ସୁରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅନୁଧ୍ୟାନ କରିବା ଏବଂ ଅଡ଼ିଟ୍ କରିବା ପାଇଁ ସଚିବ ଶ୍ରୀ ସଞ୍ଜୟ ମିତଲ, (SCCoRS) ୫ ଦିନିଆ ଓଡିଶା ଗସ୍ତରେ [...]

ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୨୨ତମ ପୂଣ୍ୟତିଥିରେ ବୃକ୍ଷପୂଜା ଓ ଶାନ୍ତି ଯଜ୍ଞ

ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୨୨ତମ ପୂଣ୍ୟତିଥିରେ ବୃକ୍ଷପୂଜା ଓ ଶାନ୍ତି ଯଜ୍ଞ ଭୁବନେଶ୍ୱର, ୬.୯ : ଓଡ଼ିଶାରେ ଆର୍ଯ୍ୟ ସମାଜର ମହାନ୍‌ ପ୍ର·ରକ ଓ ଗୁରୁକୂଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୨୨ତମ ପୂଣ୍ୟତିଥି ବୁଧବାର ପୂର୍ବାହ୍ନରେ ସ୍ୱାମୀ ବ୍ରହ୍ମାନନ୍ଦ ସେବା ଟ୍ରଷ୍ଟ ଓ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ସ୍ମୃତିବୃକ୍ଷକୁ ପୂଜା ଅର୍ଚ୍ଚନା ସହ ଓଡ଼ିଶାରେ ସଂସ୍କୃତ [...]

ଓଡିଶା ଟେଲିକମ୍ ପ୍ରଦର୍ଶନ ର ସମୀକ୍ଷା ବୈଠକ

ଭୁବନେଶ୍ୱର:ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜ୍), ଶ୍ରୀ ଭି ରମେଶ ବର୍ତ୍ତମାନ ଓଡିଶା ଦୂରସଂଚାର ପରିମଣ୍ଡଳ ଗସ୍ତରେ ଅଛନ୍ତି। ତାଙ୍କର ଚାଲିଥିବା ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରର BSNL ଭବନରେ 07-09-2023 ପୂର୍ବାହ୍ନ 10.30 ରେ ଓଡିଶା ଟେଲିକମ୍ ପ୍ରଦର୍ଶନ ର ସମୀକ୍ଷା ବୈଠକ ରେ ଓଡିଶା ବିଏସ୍ଏନ୍ଏଲ୍ ମୂଖ୍ୟ ମହାପ୍ରବନ୍ଧକ ଶ୍ରୀ ରୁଦ୍ର ନାରାୟଣ ପଲାଇ, ଓଡିଶା ଦୂରସଂଚାର ବ୍ୟବସାୟ କ୍ଷେତ୍ରର ର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ [...]

ଓଡିଶା ପାଇଁ ଦୁଇଟି ଭିତ୍ତିଭୂମି ସମ୍ପର୍କିତ ରେଳ ପ୍ରକଳ୍ପର ଅନୁମୋଦନ

ଓଡିଶା ପାଇଁ ଦୁଇଟି ଭିତ୍ତିଭୂମି ସମ୍ପର୍କିତ ରେଳ ପ୍ରକଳ୍ପର ଅନୁମୋଦନ : ● 5.43 କୋଟି ଟଙ୍କା ମୂଲ୍ୟରେ ସମ୍ବଲପୁର ସିଟି ରେଳ ଷ୍ଟେସନରେ ଦ୍ରୁତ ଜଳ ଯୋଗାଣ ପ୍ରଣାଳୀ ସୁବିଧା ସ୍ଥାପନ କରାଯିବ | ● ବାଲେଶ୍ୱର ରେଳ ଷ୍ଟେସନର ପଶ୍ଚିମ ପାର୍ଶ୍ୱରେ 6.49 କୋଟି ଟଙ୍କା ବ୍ୟୟରେ ଡ୍ରେନେଜ ବ୍ୟବସ୍ଥା | ► ସମ୍ବଲପୁର ସିଟି ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ: ରେଳବାଇ ବୋର୍ଡ [...]

ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ

ପୂର୍ବ ତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ : ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୁହାରୀ ମହତାବ (ସାଂସଦ / ଲୋକସଭା / କଟକ), [...]

ସମାଜସେବୀ ତଥା ଛାତ୍ରନେତା ସତ୍ୟ ସାରଥୀ ମହାନ୍ତି ବିଜେପିରେ ହେଲେ ସାମିଲ

ମିଶ୍ରଣ ପର୍ବ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ତଥା ଛାତ୍ରନେତା ସତ୍ୟ ସାରଥୀ ମହାନ୍ତି ବିଜେପିରେ ହେଲେ ସାମିଲ  ରାଜ୍ୟ ସଭାପତି ମନମୋହନ ସାମଲ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ କଲେ ସ୍ୱାଗତ  ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ବିଜେପିରେ ହେଲେ ସାମିଲ ଭୁବନେଶ୍ୱର,ତା.୦୭/୦୯: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଜଗତସିଂହପୁର ଜିଲ୍ଲା [...]

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ : • ହରିଦାସପୁର ଏବଂ ବୈରୀ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ | • ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ନିକଟରେ ତୃତୀୟ ଲାଇନର କାର୍ଯ୍ୟ ନୀରିକ୍ଷଣ କରିଥିଲେ | • 92 କିମି ମଧ୍ୟରୁ 25.3 କିମି ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଛି | ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଥିବାବେଳେ ହରିଦାସପୁର ଏବଂ ବୈରୀ [...]

ଶାଳଗଛ ଉପୁଡି ରେଳଧାରଣାରେ ପଡିଲା ରୁପସା-ବାଙ୍ଗିରିପୋଷି ମେମୁ ଟ୍ରେନ ଜଙ୍ଗଲରେ ଅଟକିଛି

ଶାଳଗଛ ଉପୁଡି ରେଳଧାରଣାରେ ପଡିଲା ରୁପସା-ବାଙ୍ଗିରିପୋଷି ମେମୁ ଟ୍ରେନ ଜଙ୍ଗଲରେ ଅଟକିଛି ଭୁବନେଶ୍ୱର:ବାରିପଦା,ଗୁରୁବାର ସକାଳେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଳଷ୍ଟେସନରୁ ୨୦୦ମିଟର ଦୂରରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡିଛି । ଫଳରେ କିଛି ସମୟ ପୂର୍ବରୁ ସେହି ସ୍ଥାନ ଅତିକ୍ରମ କରି ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି । ଶାଳଗଛ ପଡିବା ଫଳରେ ବିଦ୍ୟୁତ ତାର ଛିଣ୍ଡିବାରୁ ବିଦ୍ୟୁତ ସରବରାହ [...]