Search for:
  • Home/
  • Month: September 2023

ବିଜୁ ଶ୍ରମିକ ସାମୁଖ୍ୟ, ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଶ୍ରମିକ ସାମୁଖ୍ୟର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଟା ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଦେବାଶିଷ ସାମନ୍ତରାୟ ଓ ପ୍ରଭାସ କୁମାର ସିଂଙ୍କୁ ସାମୁଖ୍ୟର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇ [...]

ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଅଞ୍ଚଳରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବାବୁ ସିଂ।

ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଅଞ୍ଚଳରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବାବୁ ସିଂ।   ଭୁବନେଶ୍ୱର,ତା.୧୬/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଅଞ୍ଚଳରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନର ଶୁଭାରମ୍ଭ କରିଥିଲେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି [...]

ଜୟପୁରରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

ଜୟପୁରରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ବିଜେଡି ସରକାରର ଏକଛତ୍ରବାଦ ଶାସନକୁ ବରଦାସ୍ତ କରିବେ ନାହିଁ ଓଡ଼ିଶାବାସୀ: ମନମୋହନ ସାମଲ  ଓଡ଼ିଶାରେ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିବାବେଳେ ଗଣତନ୍ତ୍ର ବ୍ୟବସ୍ଥା ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି ଜୟପୁର (କୋରାପୁଟ) /ଭୁବନେଶ୍ୱର, ତା.୧୬/୦୯: ଓଡ଼ିଶାରେ ମୁକ, ବଧିର ଓ ପଙ୍ଗୁ ସରକାର ଚାଲିଛି । ଓଡ଼ିଶାବାସୀ ଯାହାକୁ ଭୋଟଦେଇ ଶାସନ ଗାଦିରେ ବସାଇଥିଲେ, ସେ ଆଜି ନିଜ ଛାଇକୁ ଦେଖି ଡରୁଛନ୍ତି [...]

କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

  5T ଉପକ୍ରମରେ ରୂପାନ୍ତରର ଉଜ୍ଜଳ ନିଦର୍ଶନ କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟର୍ମିନାଲରେ ଆନ୍ତର୍ଜାତୀୟ ସ୍ତରର ସୁବିଧା ପାଇବେ ଯାତ୍ରୀ ରହିପାରିବ ୧୯୨ଟି ବସ, ଓଡିଶାର ସର୍ବବୃହତ ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ କଟକରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ- ୩୪୧ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ଓ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପିତ [...]

ବିଲଡର ତପନ ମହାନ୍ତି ଇଓଡବ୍ଲୁ ଜାଲରେ।

ଭୁବନେଶ୍ୱର:ଘର ବିକ୍ରି ପରେ ବି ମାଲିକାନା ସତ୍ତ୍ୱ ଦିଆଯାଉନି । ବିକ୍ରି ବେଳେ ରହିଥିବା ସର୍ତ୍ତ ପାଳନ ହେଉନି ।ମାତ୍ର ତାହାର ହିସାବ ଦେଉନି ସଂସ୍ଥା ।ସୂଚନାଥାଉକି, ଠକେଇ ଓ ପ୍ରତାରଣା ଅଭିଯୁକ୍ତ ଜେଡ୍ ୱାନ୍ ସଂସ୍ଥାର ମାଲିକ ତପନ ମହାନ୍ତି ହେଉଛନ୍ତି ସମ୍ବାଦ ଖବରକାଗଜ ମାଲିକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ସମୁଦି ଇଓଡବ୍ଲୁ ଜାଲରେ ବିଲଡର ତପନ ମହାନ୍ତି ଠକେଇ ଓ ପ୍ରତାରଣାର ସଙ୍ଗୀନ ଅଭିଯୋଗ ଆର୍ଥିକ [...]

୧୮ରୁ ପୁଣି ବର୍ଷିବ।

୧୮ରୁ_ପୁଣି_ବର୍ଷିବ ! ରାଜ୍ୟରେ ୧୮ ତାରିଖରୁ ପୁଣି ୩ ଦିନ ବର୍ଷା ସମ୍ଭାବନା* -୧୮ରେ ଘଡ଼ଘଡି ସହ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି -ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକକୁ ୟେଲୋ ୱାର୍ଣ୍ଣି -ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମକୁ ୟେଲୋ ୱାର୍ଣ୍ଣି [...]

ବିଜେଡି ଯୁବ ସଭାପତି ଆଶିଷ କୁମାର ଚେଟୀ ଓ ଜିଲ୍ଲାପରିଷଦ ସଭାପତି କୋରାପୁଟ ସସ୍ମିତା ମିଲେକା ପରିଦର୍ଶନ

ଭୁବନେଶ୍ୱର:ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଦଶମନ୍ତପୁର ବ୍ଲକ୍ ଲୁଲ୍ଲା ଗ୍ରାମପଞ୍ଚାୟତ ରେ ବିଜେଡି ଯୁବ ସଭାପତି ଆଶିଷ କୁମାର ଚେଟୀ ଓ ଜିଲ୍ଲାପରିଷଦ ସଭାପତି କୋରାପୁଟ ସସ୍ମିତା ମିଲେକା ପରିଦର୍ଶନ କରିଥିଲେ ଓ ସେଠାକାର ଗୁଲିମୁଷା ଗ୍ରାମ ର ଏକ ଘର ଉପରେ ଗଛ ପଡ଼ିଯାଇଥିବା ଜାଣି ସେଠାରେ ମଧ୍ୟ ପହଞ୍ଚି ସମସ୍ୟା ସମସ୍ତ ଉପରେ ଆଲୋଚନା କରିଥିଲେ, ପୁହଁଚ ଦଶମନ୍ତପୁର ମେଡିକାଲ ରେ ପହଞ୍ଚି ସମସ୍ତ ରୋଗୀ ମାନଙ୍କୁ [...]

ଜିଲ୍ଲା ମୁଖ୍ୟ ମୁଖପାତ୍ର ନିଯୁକ୍ତି ଘୋଷଣା

ଜିଲ୍ଲା ମୁଖ୍ୟ ମୁଖପାତ୍ର ନିଯୁକ୍ତି ଘୋଷଣା ଭୁବନେଶ୍ୱର ତା. ୧୬.୯- ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଜିଲ୍ଲା ମୁଖ୍ୟମୁଖପାତ୍ର ମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଏକ ପ୍ରେସ ଇସ୍ତାହାରରେ ଜଣାଇବା ସହ ଶ୍ରୀ ବେହେରା ନବନିଯୁକ୍ତି ଜିଲ୍ଲା ମୁଖ୍ୟ ମୁଖପାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନୁଗୁଳ ଜିଲ୍ଲା ପାଇଁ ଶ୍ରୀ ଗୋପାଳ ଚନ୍ଦ୍ର ନାଥ, ବାଲେଶ୍ୱର-ସୁଧାଂଶୁ [...]

ଆଜି ଓଡ଼ିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ :

ଆଜି ଓଡ଼ିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ : ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସୁଛନ୍ତି | ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏମଏସଏମଇ କାର୍ଯ୍ୟକ୍ରମରେ ପୂର୍ବାହ୍ନ 10 ଘ.୧୫ ମି. ସମୟରେ ଯୋଗଦେବେ | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ [...]

ଓଡ଼ିଶା ନିର୍ମାଣ କରିଛି ଦେଶର ଅନ୍ୟତମ ଶ୍ରେଷ୍ଠ ସେପ୍ଟେଜ୍ ଭିତ୍ତିଭୂମି : ନିର୍ଦ୍ଦେଶକ, ସି.ଏସ୍.ଇ

ଜୈବ-କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଉପରେ ଆଞ୍ଚଳିକ କର୍ମଶାଳା ଓଡ଼ିଶା ନିର୍ମାଣ କରିଛି ଦେଶର ଅନ୍ୟତମ ଶ୍ରେଷ୍ଠ ସେପ୍ଟେଜ୍ ଭିତ୍ତିଭୂମି : ନିର୍ଦ୍ଦେଶକ, ସି.ଏସ୍.ଇ ଭୁବନେଶ୍ୱର ୧୬ ସେପ୍ଟେମ୍ବର ୨୦୨୩ :ସମଗ୍ର ଦେଶରେ ମଳ ନିର୍ଗମନ ଓ ପରିଚାଳନା କ୍ଷେତ୍ରରେ ସର୍ବଶ୍ରେଷ୍ଠ ମଡେଲ୍ ମାନଙ୍କ ମଧ୍ୟରୁ ଓଡ଼ିଶାର ସେପ୍ଟେଜ୍ ଓ ସ୍ବେୱେଜ୍ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ସେପ୍ଟେଜ୍ ଏବଂ ସ୍ବେୱେଜ୍ ରୁ [...]