Search for:
  • Home/
  • ରାଜ୍ୟ/
  • ବିଜେଡି ଯୁବ ସଭାପତି ଆଶିଷ କୁମାର ଚେଟୀ ଓ ଜିଲ୍ଲାପରିଷଦ ସଭାପତି କୋରାପୁଟ ସସ୍ମିତା ମିଲେକା ପରିଦର୍ଶନ

ବିଜେଡି ଯୁବ ସଭାପତି ଆଶିଷ କୁମାର ଚେଟୀ ଓ ଜିଲ୍ଲାପରିଷଦ ସଭାପତି କୋରାପୁଟ ସସ୍ମିତା ମିଲେକା ପରିଦର୍ଶନ

Spread the love

Loading

ଭୁବନେଶ୍ୱର:ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଦଶମନ୍ତପୁର ବ୍ଲକ୍ ଲୁଲ୍ଲା ଗ୍ରାମପଞ୍ଚାୟତ ରେ ବିଜେଡି ଯୁବ ସଭାପତି ଆଶିଷ କୁମାର ଚେଟୀ ଓ ଜିଲ୍ଲାପରିଷଦ ସଭାପତି କୋରାପୁଟ ସସ୍ମିତା ମିଲେକା ପରିଦର୍ଶନ କରିଥିଲେ ଓ ସେଠାକାର ଗୁଲିମୁଷା ଗ୍ରାମ ର ଏକ ଘର ଉପରେ ଗଛ ପଡ଼ିଯାଇଥିବା ଜାଣି ସେଠାରେ ମଧ୍ୟ ପହଞ୍ଚି ସମସ୍ୟା ସମସ୍ତ ଉପରେ ଆଲୋଚନା କରିଥିଲେ, ପୁହଁଚ ଦଶମନ୍ତପୁର ମେଡିକାଲ ରେ ପହଞ୍ଚି ସମସ୍ତ ରୋଗୀ ମାନଙ୍କୁ ଦେଖା କରିଥିଲେ, ସେଠାକାର ଡକ୍ଟର ମାନଙ୍କ ସହିତ ବ୍ୟାପୁଥିବା ଝାଡ଼ା ବାନ୍ତି ରଗକୁ କିପରି ଭାବେ ରକା ଯାଇପାରିବ ଓ ମେଡିକାଲ ର ସମସ୍ୟା ଉପରେ ଆଲୋଚନା କରିଥିଲେ।

Leave A Comment

All fields marked with an asterisk (*) are required