Search for:
  • Home/
  • Month: August 2023

ନବମ କିଟ୍‍-ଟିବିଆଇ ବାୟୋଟେକ୍‍ କନ୍‍କ୍ଲେଭ ଉଦ୍‍ଘାଟିତ

ନବମ କିଟ୍‍-ଟିବିଆଇ ବାୟୋଟେକ୍‍ କନ୍‍କ୍ଲେଭ ଉଦ୍‍ଘାଟିତ   ଭୁବନେଶ୍ୱର,୨୫ ।୮: କିଟ୍‍ ବିଶ୍ୱବିଦ୍ୟାଳୟରେ କିଟ୍‍-ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର (କିଟ-ଟିବିଆଇ)ର ନବମ ବାୟୋଟେକ୍‍ ଶିଳ୍ପ ସମାବେଶ-୨୦୨୩ ଶୁକ୍ରବାର ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମାବେଶର ବିଷୟବସ୍ତୁ ବାୟୋଟେକ୍ନୋଲୋଜି  ଏବଂ ଏହାର ପରିବର୍ଦ୍ଧିତ କ୍ଷେତ୍ର ରହିଥିବା ବେଳେ ଏଥିରେ ୩୦ରୁ ଉର୍ଦ୍ଧ ଶିଳ୍ପସଂସ୍ଥାର ମୁଖ୍ୟ ଯୋଗଦେଇଛନ୍ତି। ଏହି ଦୁଇଦିନିଆ ସମାବେଶରେ ୫ ପ୍ୟାନେଲ୍‍ ଆଲୋଚନା ଏବଂ ଶିଳ୍ପ ଏବଂ [...]

ଧଉଳି ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଧଉଳି ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ୱର:ଆଜି ଧଉଳି ଗ୍ରାମପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ ପାତ୍ର ପ୍ରଥମେ ଧବଳେଶ୍ଵର ମନ୍ଦିରର ଚଟାଣରେ ପଥର ବିଛା କାର୍ଯ୍ୟ ର ଶିଳାନ୍ୟାସ କରିଥିଲେ। ପରେ ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ଧଉଳି ଗ୍ରାମ କଂକ୍ରିଟ ରାସ୍ତା,ଖଟୁଆ ପଡ଼ା [...]

ଶାସନ ବ୍ୟବସ୍ଥା ‘ହାଇଜାକ୍‌’ କରିଥିବା ପ୍ରଶାସନିକ

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡପ୍‌ : ଅପରାଜିିତା ଷଡଙ୍ଗୀ  ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଥିବା ଜମି ଦୁର୍ନୀତି ପଛରେ ତୃତୀୟ ମହଲା ଲିଙ୍କ୍‌ରେ ଥିବା ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକମାନଙ୍କ ହାତ ରହିଛି  ଶାସନ ବ୍ୟବସ୍ଥା ‘ହାଇଜାକ୍‌’ କରିଥିବା ପ୍ରଶାସନିକ ଅଧିକାରୀଙ୍କ ଏହା ଆଉ ଏକ ରୂପ [...]

ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର   ଭୁବନେଶ୍ୱର:ଭୁବନେଶ୍ବର [...]

ଜେଏମଏମ ପକ୍ଷରୁ ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼କରାର ମିଶ୍ରିତ ପ୍ରଭାବ

ଜେଏମଏମ ପକ୍ଷରୁ ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼କରାର ମିଶ୍ରିତ ପ୍ରଭାବ ଭୁବନେଶ୍ୱର:ବାରିପଦା,ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମମ) ଦଳ ପକ୍ଷରୁ ୧୫ଦଫା ଦାବି ପୂରଣ ନେଇ ଆଜି ୨୪ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡ଼କରା ଦିଆଯାଇଥିବା ବେଳେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ବାରିପଦା ଠାରେ ଦଳ ପକ୍ଷରୁ ସକାଳୁ ପିକେଟିଂ କରି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। [...]

ଭଦ୍ରକ କଂଗ୍ରେସ ର ଦୁଇ ଗୋଷ୍ଟି ମୁହାଁମୁହିଁ

ପ୍ରେସମିଟ ବେଳେ ଭଦ୍ରକ କଂଗ୍ରେସ ର ଦୁଇ ଗୋଷ୍ଟି ମୁହାଁମୁହିଁ ଭୁବନେଶ୍ୱର:ଭଦ୍ରକ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ବେଳେ ଗଣ୍ଡଗୋଳ ।ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ବେଳେ ଗୋଷ୍ଠୀ କନ୍ଦଳ। ଯୁବ କଂଗ୍ରେସଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ରାଜ୍ୟ ଯୁବସଭାପତି ଓ ଭଦ୍ରକ ନିର୍ବାଚନୀର ଯୁବ ସଭାପତି ଙ୍କ ମଧ୍ୟରେ ହାତାହାତି. । ଗୋଟିଏ ଗୋଷ୍ଠୀର ସାମ୍ବାଦିକ ସମ୍ମିଳନୀ କୁ ଅନ୍ୟ ଗୋଷ୍ଠୀ ଭଣ୍ଡୁର କରିବାରୁ [...]

ପାତେଳିରେ ହାତୀ ଆକ୍ରମଣ ରେ ଦୁଇ ଜଣଙ୍କର, ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଙ୍କୁ ମେଡିକାଲ ରେ ଭର୍ତି ।

  ପାତେଳିରେ ହାତୀ ଆକ୍ରମଣ ରେ ଦୁଇ ଜଣଙ୍କର, ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଙ୍କୁ ମେଡିକାଲ ରେ ଭର୍ତି । ଭୁବନେଶ୍ୱର:ଅନୁଗୋଳ–ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜରେ ଆଜି ସକାଳୁ ଗ୍ରାମର ଶଙ୍କର ବିଶ୍ୱାଳ , ଆଉ ଜଣେ ମ‌ହିଳା ଦିଲିପ୍ ମାଝୀ ଙ୍କ ସ୍ତ୍ରୀ ଝିଲି ମାଝୀ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକ ଗୁରୁତର ହୋଇଥିବା ଜଣାପଡିଛି। [...]

ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ

ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ୩୩କୋଟି ଟଙ୍କା ବିନିଯୋଗରେ ନେବ ନୂଆରୂପ ପ୍ରଥମ ପର୍ଯ୍ୟାୟରେ ୩୫ଟି କଲେଜକୁ ମିଳିଥିଲା ୨୭.୭୫କୋଟି ଟଙ୍କା ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ ଭୁବନେଶ୍ୱର:ବାରିପଦା, ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢୁଛି ‘ନୂଆ ଓଡ଼ିଶା’। ୫-ଟି ଉପକ୍ରମରେ ରୂପାନ୍ତରିତ ହେଉଛି ଶିକ୍ଷା ଭିତ୍ତିଭୂମି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ [...]

 ‘ପ୍ରତୀକ୍ଷା’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

‘ପ୍ରତୀକ୍ଷା’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି। ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ [...]

ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ଓଡିଶାରେ କମିଛି |

  ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ଓଡିଶାରେ କମିଛି | କଟକ: 2022 ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ 2023 ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା 7.56% ହ୍ରାସ ପାଇଥିବାବେଳେ ମୃତ୍ୟୁହାର 6.24% ହ୍ରାସ ପାଇଛି। ରାଜ୍ୟ ଦ୍ୱିତୀୟ ତ୍ରୈମାସିକରେ 2897 ସଡ଼କ ଦୁର୍ଘଟଣା ରେକର୍ଡ କରିଛି ଯେଉଁଥିରେ 1397 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୂର୍ବ ବର୍ଷର ଦ୍ୱିତୀୟ [...]