Search for:
  • Home/
  • Month: August 2023

ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ।

ରାଜ୍ୟରେ ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି : ସତ୍ୟବ୍ରତ ପଣ୍ଡା  ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବା କାରଣରୁ ୯୦୦୦ରୁ ଉର୍ଦ୍ଧ୍ୱ ଅଦାଲତ୍ ଅବମାନନା ମକଦ୍ଦମାର ସମ୍ମୁଖୀନ ହେଉଛନ୍ତି ରାଜ୍ୟ ସରକାର  ମାନ୍ୟବର ହାଇକୋର୍ଟଙ୍କ ପ୍ରତିକୁଳ ରାୟ ବିରୁଦ୍ଧରେ ନିର୍ଦ୍ଧାରିତ ସମୟ ଭିତରେ ସୁପ୍ରିମକୋର୍ଟ ଯିବାରେ ବିଫଳ ହେଇଛନ୍ତି ରାଜ୍ୟ ସରକାର  ରାଜ୍ୟ ସରକାର ବିଧି ବ୍ୟବସ୍ଥାକୁ ଦଳିମକଚି ବାରମ୍ବାର ଟ୍ରେଜେରୀରୁ [...]

ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍‌” ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍‌” ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ସମସ୍ତେ ମିଳିମିଶି ଆମର ମହାନ ଓ ଅନନ୍ୟ ସଂସ୍କୃତିକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା- ଧର୍ମେନ୍ଦ୍ର ପ୍ରଧାନ • ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ • “ସମ୍ବଲପୁରୀ ଦିନ୍‌” ଏବେ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଛି • ଏହି ସାଂସ୍କୃତିକ ଆନ୍ଦୋଳନରେ ନୂଆପିଢିର ପିଲାମାନେ ଉତ୍ସାହର ସହ [...]

मारवाड़ी महिला समिति भुवनेश्वर द्वारा दो दिवसीय सावन मेला का आयोजन

मारवाड़ी महिला समिति भुवनेश्वर द्वारा दो दिवसीय सावन मेला का आयोजन स्थानीय क्लब में मारवाड़ी महिला समिति भुवनेश्वर के द्वारा दो दिवसीय सावन मेला का आयोजन किया गया। यह सावन मेला समिति विगत 22 वर्षों से लगातार करती जा रही है। जिसका मुख्य उद्देश्य घर पर जो महिलाएं अपना रोजगार [...]

୩ଲକ୍ଷରୁ ଉର୍ଦ୍ଧ୍ବ ଚାକିରି ଖାଲି।

ଭୁବନେଶ୍ୱର:ଓଡ଼ିଶାରେ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଚାକିରି ଖାଲି ପଡିଛି । କିନ୍ତୁ ପିଲା ମାନଙ୍କରେ ପାଖରେ ଚାକିରିର ବ୍ୟବସ୍ଥା ନାହିଁ । ଏହା ପରେ ପ୍ରଶ୍ନ ପତ୍ର ଲିକ୍, ମେରିଟ ଲିଷ୍ଟରେ ନା ନଥାଇ ମଧ୍ୟ ଟଙ୍କା କାରବାର ଦ୍ବାରା ଅନେକ ଚାକିରି ହାତେଇ ନେଉଛନ୍ତି । ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ଥାଇ ମେରିଟ୍ ଲିଷ୍ଟ ବାହାର କରିବାର ଅର୍ଥ କଣ? ଷ୍ଟାପ ସିଲେକ୍ସନ ହେଉ ଅବା ପବ୍ଲିକ ସିଲେକ୍ସନ [...]