Search for:
  • Home/
  • Month: August 2023

ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ

ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ ଭୁବନେଶ୍ୱର- ତା ୨୯/୮/୨୩ ରିଖ:-ବର୍ତମାନ ଓଡ଼ିଶାରେ ଗୋଟିଏ ନୂଆ ପ୍ରକାର ପ୍ରଥା ଦେଖିବାକୁ ମିଳୁଛି ଯାହା କେବେବି ଓଡ଼ିଶାରେ କିମ୍ବା ଅନ୍ୟ କୌଣସି ରାଜ୍ୟରେ ପରିଲକ୍ଷିତ ହୋଇନଥିବ । ୫ଟି ସଚିବ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇ ବିଭିନ୍ନ ସ୍ଥାନକୁ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ହେଲିକପ୍ଟରରେ ଗସ୍ତକରି ପ୍ରଥମ ଥର [...]

ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ କାର୍ଯ୍ୟକ୍ରମର ଲୋଗ ଉନ୍ମୋଚନ

ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ କାର୍ଯ୍ୟକ୍ରମର ଲୋଗ ଉନ୍ମୋଚନ ଭୁବନେଶ୍ୱର ତା. ୨୯/୦୮ : ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଏକ କର୍ମଶାଳା ସହିତ ନୂତନ କାର୍ଯ୍ୟକ୍ରମ ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡଆ ଲୋଗ ଉନ୍ନୋଚନ ହୋଇଥିଲା । ଭାରତୀୟ ଛାତ୍ର କଂଗ୍ରେସ ଏନ୍‌.ଏସ୍‌.ୟୁ.ଆଇ.ର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶ ତଥା ରାଜ୍ୟର ଛାତ୍ର ଛାତ୍ରୀ, ମାନଙ୍କ ସମସ୍ୟା, ଶିକ୍ଷା ବ୍ୟବସ୍ଥାରେ ସୁଧାର, ଛାତ୍ର ସଂସଦ ନିର୍ବାଚନ ଏବଂ ଅନ୍ୟାନ୍ୟ [...]

ସୃଜନୀ ପକ୍ଷରୁ ବୃକ୍ଷ ରୋପଣ

ଆଜିର ସୃଜନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଭୁବନେଶ୍ୱର(୨୯/୦୮) : ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ‘ମେରୀ ମାଟି ମେରା ଦେଶ’ ଅଭିଯାନର ଅଂଶ ବିଶେଷ ‘ଅମୃତ ବାଟିକା’ ସୃଷ୍ଟି ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସହଯୋଗ ଓ ଆଦିତ୍ୟ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ‘ଆଜିର ସୃଜନୀ’ ପକ୍ଷରୁ ପୂର୍ବାହ୍ନ ୧୧ ଟା ସମୟରେ, ଭୁବନେଶ୍ବର [...]

ପ୍ରକାଶକ ସଂଘ ସହ ଓସେପା ନିର୍ଦେଶକଙ୍କ ବୈଠକ ବିଦ୍ୟାଳୟ ପୁସ୍ତକ ବିତରଣରେ ଆସିବ ସ୍ବଚ୍ଛତା

ପ୍ରକାଶକ ସଂଘ ସହ ଓସେପା ନିର୍ଦେଶକଙ୍କ ବୈଠକ ବିଦ୍ୟାଳୟ ପୁସ୍ତକ ବିତରଣରେ ଆସିବ ସ୍ବଚ୍ଛତା ଭୁବନେଶ୍ବର, ୨୯/୮: ରାଜ୍ୟର ସର୍ବ ବୃହତ୍‌ ପ୍ରକାଶକ ସଂଘ “ଉତ୍କଳ ପବ୍ଲିଶର୍ସ ଆଣ୍ଡ ବୁକ୍‌‌ସେଲର୍ସ ଆସୋସିଏସନ୍”ର ସଦସ୍ୟମାନଙ୍କ ସହ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୁସ୍ତକ ବିତରଣ ପାଇଁ ସରକାରଙ୍କ ପକ୍ଷରୁ ଆହୁତ ଆଗ୍ରହ ଅଭିବ୍ୟକ୍ତି [...]

ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି: ସାଂସଦ ସସ୍ମିତ

ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି ଭୁବନେଶ୍ବର: ବିଜେଡିରୁ ବିତାଡ଼ିତ ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳେଇ ନେଉଛି ବିଜେପି । ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ଏହି ପନ୍ଥା ଆପଣାଇଛି । ଏହା କରି ଆପଣ ଓଡ଼ିଶାବାସୀଙ୍କୁ କିଭଳି ସମ୍ମୁଖୀନ ହେବେ ବୋଲି ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ସାଂସଦ ସସ୍ମିତ ପାତ୍ର। ବିଜେଡି କୌଣସି ପ୍ରକାର ହିଂସାକୁ ବିଶୃଙ୍ଖଳାରେ ବିଶ୍ୱାସ ରଖେନି [...]

ଅହଙ୍କାର ଦେଖାଉଛନ୍ତି ସାଂସଦ ଅପରାଜିତା: ବିଜେଡି

ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି ସାଂସଦ ଅପରାଜିତା ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀ ଆପଣ ଏତେ ଅହଂକାରୀ ହୋଇଯାଇଛନ୍ତି ଯେ ଗତକାଲି ଆପଣ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ଗୁଣ୍ଡା ବୋଲି କହିଲେ । ଆଜି ଭୁବନେଶ୍ୱରର ମହିଳାମାନେ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।ଶ୍ରୀମତୀ ମିଶ୍ର ଅପରାଜିତାଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ ସେମାନେ [...]

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ପୁନଃ ଯୋଗଦେଲେ ମହମ୍ମଦ ଶାହା ନୱାଜ

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ପୁନଃ ଯୋଗଦେଲେ ମହମ୍ମଦ ଶାହା ନୱାଜ ଭୁବନେଶ୍ୱର, ତା. ୨୮/୦୮ : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବରିଷ୍ଠ ସଂଖ୍ୟାଲଘୁ ନେତା ମହମ୍ମଦ ଶାହା ନୱାଜ ନିଜର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ପୁନଃ ଯୋଗଦେଇଛନ୍ତି ।ଏହି ଉପଲକ୍ଷେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତରୀୟ [...]

ରାଜ୍ୟ ଆଇନଜୀବୀ ପରିଷଦର ନୂତନ ସଦସ୍ୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ରାଜ୍ୟ ଆଇନଜୀବୀ ପରିଷଦର ନୂତନ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର,୨୮/୮ : ରାଜ୍ୟ ଆଇନଜୀବୀ ପରିଷଦର ନବ ନିର୍ବାଚିତ ୨୫ସଦସ୍ୟଙ୍କୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ । ଏଥିରେ ଅଧ୍ୟକ୍ଷତା କରଥିଲେ ସଂଘର ସଭାପତି ଧନେଶ୍ୱର ମହାନ୍ତି [...]

ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନର ସ୍ବଚ୍ଛତା ଉପରେ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପ୍ରଶ୍ନ

ଭୁବନେଶ୍ୱର:ତା୨୮.୦୮.୨୦୨୩ ରିଖ ଭୁବନେଶ୍ଵର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ୫ଟି ମହାନଗର ନିଗମ ମାନଙ୍କରେ ୮୭୫ ବସ୍ତି ରେ ୬୫୦୦୦ ପରିବାର ଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନର ସ୍ବଚ୍ଛତା ଉପରେ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପ୍ରଶ୍ନ ଉଠାଯାଇଛି। ବସ୍ତି ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ବସ୍ତି ବାସିନ୍ଦା, ବିଭିନ୍ନ ବସ୍ତି ସଙ୍ଗଠନ ଏବଂ ହଜାର ହଜାର ସଂଖ୍ୟାରେ ବସ୍ତି ବାସିନ୍ଦା ଙ୍କର ଘର ବୁଲଡୋଜର ମାଡ଼ରେ [...]