Search for:
  • Home/
  • Month: August 2023

Flood Protection embankment and Ring road project in Baripada at a cost of Rs 154 crores and other projects for Mayurbhanj District

Office of the Chief Minister, Odisha 5T Secretary visits Mayurbhanj District Chief Minister sanctioned Budhabalanga river – Flood Protection embankment and Ring road project in Baripada at a cost of Rs 154 crores and other projects for Mayurbhanj District Reviewed the progress of ongoing Mega Piped Water Supply Schemes at [...]

BMC Implements Stringent Measures for Stray Cattle Management

BMC Implements Stringent Measures for Stray Cattle Management Bhubaneswar, 11.8.23 – In its continuous efforts to enhance the beauty and cleanliness of Bhubaneswar, the Bhubaneswar Municipal Corporation (BMC) has taken significant measures. Addressing persistent concerns about stray cattle causing traffic disruptions, BMC officials have been actively engaging with citizens in [...]

ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କ ବଳିଦାନ ଯୁବପିଢ଼ୀଙ୍କୁ ଦେଶପ୍ରେମରେ ସର୍ବଦା ଉଦବୁଦ୍ଧ କରିବ

ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କ ବଳିଦାନ ଯୁବପିଢ଼ୀଙ୍କୁ ଦେଶପ୍ରେମରେ ସର୍ବଦା ଉଦବୁଦ୍ଧ କରିବ ଭୁବନେଶ୍ୱର – ତା. ୧୧.୦୮.୨୦୨୩- ଖୋର୍ଦ୍ଧା ପାଇକ ବିଦ୍ରୋହର ଅଗ୍ରଣୀ ଯୋଦ୍ଧା, ଦାରୁଠେଙ୍ଗ ମାଟିର ବୀରପୁତ୍ର ଶହୀଦ ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କ ୨୦୨ତମ ବଳିଦାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପିଣ୍ଡିକୀ ସ୍ମୃତି ସଂସଦ, ପିଣ୍ଡିକୀ ୟୁଥ କ୍ଳବ, ଦାରୁଠେଙ୍ଗ ଗ୍ରାମପଞ୍ଚାୟତ, ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆଜି ପ୍ରତ୍ୟୁଷରେ ଶହୀଦଙ୍କ ଜନ୍ମମାଟି ଦାରୁଠେଙ୍ଗ ପିଣ୍ଡିକୀ [...]

ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ହେବ ରୂପାନ୍ତର, ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨ କୋଟି କୋଟି ଟଙ୍କା,

  ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ହେବ ରୂପାନ୍ତର, ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨ କୋଟି କୋଟି ଟଙ୍କା, ନିର୍ମାଣ ହେବ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ, ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ ହେବ,ବର୍ଷକୁ ଏକ ଲକ୍ଷ ପର୍ଯ୍ୟଟକ ଆସିବାର ସମ୍ଭାବନା   ଭୁବନେଶ୍ୱର:ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ [...]

ମଶା ମାରିବ ଡ୍ରୋନ ।

  ଭୁବନେଶ୍ବର:୧୧.୦୮ ମଶା ମାରିବ ଡ୍ରୋନ । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ। ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ। ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। [...]

ଭୁବନେଶ୍ୱରରେ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ଶୁଭାରମ୍ଭ,

ଭୁବନେଶ୍ୱରରେ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ଶୁଭାରମ୍ଭ,ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚାର ବିଶାଳ ବାଇକ ଶୋଭାଯାତ୍ରା। ଭୁବନେଶ୍ୱର; ତା ୧୧/୦୮: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେଇ ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ [...]

ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଡିବିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଡିବିଟି ମାଧ୍ୟମରେ ବୃତ୍ତିରାଶି ଗ୍ରହଣ କରିଥିବା ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଲେ   • ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ • ଏନ୍ଏପିଏସରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଲାଭାର୍ଥୀ ହୋଇଥିବା ବେଳେ [...]

୧୭ଟି ମିଳିତ ବିରୋଧି ଦଳର ରଣହୁଙ୍କାର ମୋଦୀ ହଟାଅ, ଦେଶ ବଂଚାଅ

୧୭ଟି ମିଳିତ ବିରୋଧି ଦଳର ରଣହୁଙ୍କାର ମୋଦୀ ହଟାଅ, ଦେଶ ବଂଚାଅ ନବୀନ ହଟାଅ, ଓଡ଼ିଶା ବଂଚାଅ ଭୁବନେଶ୍ୱର ତା. ୧୧.୮- ଆଜି ୧୭ଟି ମିଳିତ ବିରେଧୀ ଦଳର ଏକ ରାଜନୈତିକ ସମ୍ମିଳନୀ ଭୁବନେଶ୍ୱର ଠାରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅଣବିଜେଡ଼ି ଓ ଅଣବିଜେପି ଦଳମାନେ ସାମ୍ପ୍ରତିକ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ଦୀର୍ଘ ଆଲୋଚନା [...]

ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଅପୂରଣୀୟ କ୍ଷତି: ମନମୋହନ ସାମଲ

ନିବେଦିତା ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଅପୂରଣୀୟ କ୍ଷତି: ମନମୋହନ ସାମଲ ଭୁବନେଶ୍ୱର, ତା.୧୧/୦୮: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା)ଙ୍କ ଆଜି ଅପରାହ୍ନରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ମର ଶରୀରକୁ କଟକସ୍ଥିତ ବାସଭବନକୁ ନିଆଯାଇଥିଲା [...]