Search for:
  • Home/
  • Month: August 2023

କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ: ମହେଶ୍ୱର ସାହୁ

ଚାଷିକୂଳଙ୍କ ଦୁଃଖ ବିମୋଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଲା ବିଜେପି କୃଷକମୋର୍ଚ୍ଚା କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ: ମହେଶ୍ୱର ସାହୁ  ଚାଷ ଓ ଚାଷୀ ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରାଥମିକତା ନାହିଁ  ପିଏମ୍ କିଷାନ ଯୋଜନାରୁ ଓଡ଼ିଶା ଚାଷୀ ବଂଚିତ  ରାଜ୍ୟ ସରକାର ବୀମା କାରବାରରେ ସ୍ୱଚ୍ଛତା ଓ ଘରୋଇ କମ୍ପାନୀ ଉପରେ ନିୟନ୍ତ୍ରଣ ପାଇଁ [...]

ଗଞ୍ଜାମ ବୋରିଗାଁ ରେ ଚାଲିଛି ତାଲିବାନୀ ଶାସନ ଓଡ଼ିଶା ମାନବାଧିକାର କମିଶନର ଦ୍ବାରସ୍ଥ ହେଲେ ବୋରିଗାଁ ପୀଡ଼ିତ।

ଗଞ୍ଜାମ ବୋରିଗାଁ ରେ ଚାଲିଛି ତାଲିବାନୀ ଶାସନ ଓଡ଼ିଶା ମାନବାଧିକାର କମିଶନର ଦ୍ବାରସ୍ଥ ହେଲେ ବୋରିଗାଁ ପୀଡ଼ିତ। ଭୁବନେଶ୍ୱର:ଆଜି ୧୮.୦୮.୨୦୨୩ ରିଖରେ ସମାଜ ବିଜ୍ଞାନୀ, ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଙ୍କ ନେତୃତ୍ୱରେ, ଗଞ୍ଜାମ ଜିଲ୍ଲାର, ବୋରିଗାମ ଗ୍ରାମର ୬ ପରିବାର ର ପୀଡ଼ିତ ଯିଏ ଦୀର୍ଘ ୧୬ ବର୍ଷ ହେଲା ସାମାଜିକ ବାସନ୍ଦ ଏବଂ ବିଚ୍ଛିନ୍ନତା ର ଶିକାର ହୋଇଥିଲେ, ମାନ୍ୟବର ଓଡ଼ିଶା ମାନବାଧିକାର କମିଶନ ଆୟୁକ୍ତ* [...]

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ I

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ I ଭୁବନେଶ୍ୱର:ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ବରସ୍ଥିତ ରେଳ ସଦନ ଓ ଏହାର ସମସ୍ତ ରେଳ ମଣ୍ଡଳ ଠାରେ ସଦଭାବନା ଦିବସ ପାଳନ କରାଯାଇଅଛି I ରେଳ ସଦନ ଠାରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ବରେ ରେଳବାଇ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର [...]

ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ୍ ଜବତ ।

ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ୍ ଜବତ ।   ଭୁବନେଶ୍ୱର:କୋଇଡା -ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ରେଳଷ୍ଟେସନ ନିକଟ ରେଳଧରଣା ପାର୍ଶ୍ଵରୁ ଡିଭିଏଫ ଯବାନ ମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ବୋମା ନିଷ୍କ୍ରିୟ ଟିମ ଜବତ ଲ୍ୟାଣ୍ଡମାଇନ କୁ [...]

୨୬ କିଲୋ ମାଛ ର ଦାମ୍ ୫ ଲକ୍ଷ ୩୩ ହଜାର ଟଙ୍କା।

୨୬ କିଲୋ ମାଛ ର ଦାମ୍ ୫ ଲକ୍ଷ ୩୩ ହଜାର ଟଙ୍କା। ଭୁବନେଶ୍ୱର:ଚାନ୍ଦବାଲି : ଧାମରା ମଝି ସମୁଦ୍ରରୁ ଏକ ଧୀବର ଙ୍କ ଜାଲରେ ପଡ଼ିଛି ବିରଳ ମାଛ, ମାଛ ଗୋଟିକର ଦାମ ଆପଣ ଶୁଣିଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ ନିଶ୍ଚିତ । ଏ କଥାଟି କାହାରିକୁ ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ । ତେବେ ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିମି [...]

ବାପର ଟାଙ୍ଗିଆ ଚୋଟ ରେ ପୁଅ ମୃତ୍ୟୁ l

ବାପର ଟାଙ୍ଗିଆ ଚୋଟ ରେ ପୁଅ ମୃତ୍ୟୁ l ଭୁବନେଶ୍ୱର:କୋଇଡା…ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଗତକାଲି ରାତିରେ ବାପ ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨) ଙ୍କ ମଧ୍ୟରେ ସାମାନ୍ୟ ବାଚଶା କୁ ନେଇ କଳହ ସୃଷ୍ଟି ହୋଇଥିଲା l ପୁଅର ଗୋଇଠା ମାଡ଼ରେ ଖିପ୍ର ହୋଇ ପାଖରେ ଥିବା ଏକ ଟାଙ୍ଗିଆରେ [...]

ବସ ଦୁର୍ଘଟଣା, ଚାଳକ ଗୁରୁତର ଆହତ

ବସ ଦୁର୍ଘଟଣା, ଚାଳକ ଗୁରୁତର ଆହତ ଭୁବନେଶ୍ୱର:ବାରିପଦା,ଜାତୀୟ ରାଜପଥ ୧୮ନଂ ର ବେତନଟୀ ଥାନା ଅଧୀନ ନଣ୍ଡାଶୋଳ ନିକଟରେ ବାସୁଦେବ ନାମକ ଏକ ଯାତ୍ରୀ ବାହୀବସ ଡମ୍ଫରକୁ ପଛପଟୁ ଧକ୍କା ଦେବା ଫଳରେ ଚାଳକ ଜଣଙ୍କ ଗୁରତର ଆହାତ ହୋଇଥିବା ଜଣାପଡିଛି । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସ୍ଥାନୀୟ ଲୋକେ ବାରିପଦା ପିଆରଏମ ମେଡିକାଲକୁ ପଠାଇଛନ୍ତି । ବସଟି ବାଲେଶ୍ଵରରୁ ବାରିପଦା ଆସିବା ସମୟରେ ଦୁର୍ଘଟଣା ଘଟିଛି [...]

ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ।ସୋଇଛି ବିଏମ୍ସି।

ସୋଇଛି ବିଏମ୍ସି କୁମ୍ଭକନ୍ନ ନିଦ୍ରାରେ। ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ। ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା ବେଳେ ଘରେ ଘରେ ଜ୍ବର ମାଡିଗଲାଣି। ଏପରି ପରିସ୍ଥିତି ହୋଇଛି ଯେ ଡେଙ୍ଗୁ ପାଇଁ ହଟସ୍ପଟ ପାଲଟି ଯାଇଛି ଭୁବନେଶ୍ୱର। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୧୧୬୪ ଡେଙ୍ଗୁ [...]

୯ ଦଫା ଦାବିକୁ ନେଇ ୧୮ ରେ ବ୍ଲକ ଘେରାଉର ଆହ୍ୱନ ଦେଲେ ଶରତ

ଅଗଷ୍ଟ ୧୮ ରେ ରାଜ୍ୟର ୩୧୪ ବ୍ଲକ ଘେରିବ କଂଗ୍ରେସ ୯ ଦଫା ଦାବିକୁ ନେଇ ୧୮ ରେ ବ୍ଲକ ଘେରାଉର ଆହ୍ୱନ ଦେଲେ ଶରତ ଭୁବନେଶ୍ୱର ତା. ୧୮.୮- ଆଜି କଂଗ୍ରେସ ଭବନଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇ ଆଗାମୀ ଅଗଷ୍ଟ ୧୮ ରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କାଯିବାର ଘୋଷଣା କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ [...]

ପୁଣି ବିଜେଡିକୁ ମିଳିବ ବିପୁଳ ସମର୍ଥନ, କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

ଟାଇମ୍ସ ନାଓ-ଇଟିଜି’ର ପ୍ରାକ୍‌‌ ନିର୍ବାଚନୀ ଆକଳନ: ପୁଣି ବିଜେଡିକୁ ମିଳିବ ବିପୁଳ ସମର୍ଥନ, କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର: ପୁଣି ବିଜୁ ଜନତା ଦଳକୁ ମିଳିବ ବିପୁଳ ସମର୍ଥନ। କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ବୃଦ୍ଧି ପାଇବ। ଦୁଇ ସପ୍ତାହ ତଳେ ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟ ପରେ ଏବେ ଟାଇମ୍ସ ନାଓ [...]