Search for:
  • Home/
  • Month: August 2023

ବିଶ୍ୱ ଫଟୋଗ୍ରାଫି ଦିବସରେ ରାଜଧାନୀରେ ଫଟୋ ପ୍ରଦର୍ଶନୀ

ବିଶ୍ୱ ଫଟୋଗ୍ରାଫି ଦିବସରେ ରାଜଧାନୀରେ ଫଟୋ ପ୍ରଦର୍ଶନୀ ଭୁବନେଶ୍ୱର : ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଘାଟିତ ହୋଇ ଯାଇଛି | ସ୍ଥାନୀୟ ଜୟଦେବ ଭବନ ପରିସରରେ NBN ସୂତ୍ରଧର (ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ) ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀକୁ ସମ୍ବାଦ ଗ୍ରୁପର ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ [...]

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ ଭୁବନେଶ୍ୱର:କଟକ ତା ୧୮.୦୮.୨୦୨୩ – ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ୤ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ୤ [...]

ନିଆଳୀ ବ୍ଲକ ଘେରାଉ ଆନ୍ଦୋଳନରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ

ନିଆଳୀ ବ୍ଲକ ଘେରାଉ ଆନ୍ଦୋଳନରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଭୁବନେଶ୍ୱର ତା. ୧୮/୦୮ : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ୯ ଦଫା ଦାବି ନେଇ ୩୧୪ ବ୍ଲକ ଘେରାଉ କରିଥିଲା କଂଗ୍ରେସ । ଆଜି କଂଗ୍ରେସ ନେତା ତଥା ପିସିସି ସମ୍ପାଦକ ଶଶୀକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ [...]

ଅର୍ଣ୍ଣବ ପ୍ରଡ଼କସନ୍ସ ର ଦୁଇଟି ନୂଆ କମେଡି ୱେବ ସିରିଜ୍ ର ଶୁଭମୁକ୍ତି

ଅର୍ଣ୍ଣବ ପ୍ରଡ଼କସନ୍ସ ର ଦୁଇଟି ନୂଆ କମେଡି ୱେବ ସିରିଜ୍ ର ଶୁଭମୁକ୍ତି ଭୁବନେଶ୍ୱର:ଚିରାଚରିତ ଧାରା ଠାରୁ ଟିକେ ଅଲଗା ଚିନ୍ତା କରିବା, ଯାହା ଚାଲିଛି ତା’ଠାରୁ ଟିକେ ଅଲଗା ଦେଖାଯିବା, ଏମିତି ଏକ ଚିନ୍ତାଧାରା କୁ ନେଇ ଅର୍ଣ୍ଣବ ପ୍ରଡ଼କସନ୍ସ ର ପ୍ରଯୋଜକ ଅଶୋକ ଦାସ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି l ଅର୍ଣ୍ଣବ ପ୍ରଡ଼କସନ୍ସ ସବୁବେଳେ ନୂଆ ଚିନ୍ତାଧାରା ର କଥା କୁ ବିଶ୍ୱାସ [...]

ଭବିଷ୍ୟବାଣୀ ପୁସ୍ତକ ପ୍ରକାଶିତ

ଭବିଷ୍ୟବାଣୀ ପୁସ୍ତକ ପ୍ରକାଶିତ ଭୁବନେଶ୍ୱର:ସ୍ଥାନୀୟ ଗୁରୁ କେଲୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ବର୍ଣ୍ଣାଢ୍ୟ ପରିବେଶ ରେ ବିଶିଷ୍ଟ ଲେଖକ, ଚିନ୍ତକନାୟକ ତଥା ସର୍ବ ଭାରତୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ବିଶ୍ୱଭବିଷ୍ୟବାଣୀ’ ର ଉନ୍ମୋଚନ ହେବା ସଙ୍ଗେ ସଙ୍ଗେ ଲୋକାର୍ପିତ ହୋଇଯାଇଛି l ଏହି ଅବସରରେ ପ୍ରାରମ୍ଭରେ ସାଗରିକା ମହାନ୍ତି ଓ ସୋନାଲ ଆଚାର୍ଯ୍ୟ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l [...]

5T Secretary visits Puri District

  5T Secretary visits Puri District -*Visited Kamaleswar Temple, Krushnaprasad. Master Plan to be prepared for overall development and provision of pilgrim/ tourist amenities*. – *Reviewed the progress of ongoing Mega Piped Water Supply Schemes at a cost of Rs. 1075 Crores in Krushnaprasad, Brahmagiri, Pipili, Delang, Puri, Gop, Satyabadi [...]

ମର୍ସିଡିଜ୍‌-ବେଞ୍ଜ୍‌ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ

ଭୁବନେଶ୍ୱରରେ ମର୍ସିଡିଜ୍‌–ବେଞ୍ଜ୍‌ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ   ଭୁବନେଶ୍ୱର : ଭାରତର ସବୁଠାରୁ ଆକର୍ଷଣୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍‌ ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍‌-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି । ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକ୍‌ଜରୀ ଏସ୍‌ୟୁଭି । ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି । ନୂଆ ଜିଏଲ୍‌ସି [...]

ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ମାତା ସାବିତ୍ରୀ ଦେବୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ମାତା ସାବିତ୍ରୀ ଦେବୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର,ତା.୧୮/୦୮: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ପୂଜ୍ୟା ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ଆଜି ପ୍ରାତଃ ବ୍ରହ୍ମ ମୁହୂର୍ତରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ସାବିତ୍ରୀ ଦେବୀ ଜଣେ ଧର୍ମପରାୟଣ ମହିଳା ଥିଲେ । ଶେଷ ସମୟରେ ତାଙ୍କ ପାଖରେ ସପରିବାର ଉପସ୍ଥିତ ଥିଲେ । [...]

ରାଜ୍ୟର ସର୍ବାଙ୍ଗିନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ବିଫଳ ରାଜ୍ୟ ସରକାର: ସତ୍ୟବ୍ରତ ପଣ୍ଡା

ରାଜ୍ୟର ସର୍ବାଙ୍ଗିନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ବିଫଳ ରାଜ୍ୟ ସରକାର: ସତ୍ୟବ୍ରତ ପଣ୍ଡା  ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି ଫମ୍ଫା ଆବାଜ  ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍‌  କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ ପ୍ରକଳ୍ପର ଠିକା ପ୍ରଦାନ କରିବା ଓ ବଡ ବଡ ପାଣି ଟ୍ୟାଙ୍କରକୁ ନିଜ ଦଳୀୟ ଚିହ୍ନରେ [...]