ଚୈତନ୍ୟଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା ପରିବାର ବି.ଏସ୍.କେ.ୱାଇ. ରେ ଅନ୍ତର୍ଭୁକ୍ତ
ଚୈତନ୍ୟଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା ପରିବାର ବି.ଏସ୍.କେ.ୱାଇ. ରେ ଅନ୍ତର୍ଭୁକ୍ତ ଭୁବନେଶ୍ୱର, ୨୮/୦୭ ଧର୍ମଶାଳା ବ୍ଲକ୍ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋତୁଅ ଗ୍ରାମର ୫୬ ବର୍ଷ ବୟସ୍କ ଚୈତନ୍ୟ ନାୟକଙ୍କ ଦୁଃଖ କଥା ଚଳିତ ମାସ ୧୭ ତାରିଖ ଦିନ ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ତାଙ୍କର ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର [...]