Search for:
  • Home/
  • Month: July 2023

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷରୋପଣ। ଭୁବନେଶ୍ୱର:୦୬.୦୭ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ “ଜୟ ଓଡ଼ିଶା” ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଶ୍ରୀ ଅମୀୟ [...]

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର ”  ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି

ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନିମନ୍ତେ ବିଜୁ ଛାତ୍ର ଜନତା ଦଳର “ହେଲ୍ପ ଡେସ୍କ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର “ହେଲ୍ପ ଡେସ୍କ” ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି ଭୁବନେଶ୍ୱର :୦୬.୦୭ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା | ପରୀକ୍ଷା ଦେବାକୁ ସାରା ରାଜ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଟି ଆସୁଛନ୍ତି ସାରା ରାଜ୍ୟର ଛାତ୍ରଛାତ୍ରୀ | ୪୦୦ ଏକର ବିଶିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ୫୦ରୁ [...]

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

ଋଣ କାରଣରୁ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ  ରାଜ୍ୟ ସରକାରଙ୍କ ଗାଇଡଲାଇନ ପ୍ରସ୍ତୁତ ନକରିବା ପର୍ଯ୍ୟନ୍ତ ଋଣ କେହି ନସୁଝନ୍ତୁ  ଆରବିଆଇ ଗାଇଡ ଲାଇନ ଉଲଘଂନ କରାଯାଉଛି  ରାଜ୍ୟ ସରକାର ଓ ଘରୋଇ ଋଣ ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା କ’ଣ?  ଚଳିତ ସପ୍ତାହରେ ୫ମୃତ, ଲକ୍ଷାଧିକ ଠକେଇ  ମୃତକଙ୍କ [...]

ହାଇକୋର୍ଟଙ୍କ ନୋଟିସ୍‌, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗ ହାଇକୋର୍ଟଙ୍କ ନୋଟିସ୍‌, ତୁରନ୍ତ ଜବାବ୍ ରଖନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି  ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ  ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଜନସ୍ୱାର୍ଥ ମାମଲାରେ ଶୁଣାଣୀ କରି ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ଜାରୀ କରିଲେ ନୋଟିସ  [...]

5T ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼।

5T_ସଚିବଙ୍କ_ଗାଡ଼ିକୁ_ଅଣ୍ଡାମାଡ଼. ଭୁବନେଶ୍ୱର:ବୌଦ୍ଧ: 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କଚେରୀ ଛକ ନିକଟରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ ବିରୋଧୀ ପକ୍ଷର ଜଣେ କର୍ମୀଙ୍କୁ ଉଠାଇ ନେଲା ପୋଲିସ [...]

Secretary (5T) visits Boudh District

  Secretary (5T) visits Boudh District Bhubaneswar:05.07 Reviews the Rs 770 crore Mega Piped water supply projects in Boudh district. The water supply to Kantamal and Boudh blocks to be operationalised by September, 2023*. – *Reviews the Rs 247 crore Parbati Giri Mega Lift irrigation projects in Boudh district, to [...]

ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ଗିରଫ

ଗିରଫ ହେଲେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ବିଜେପି କର୍ମୀ, ଅଭିଯୁକ୍ତଙ୍କ ଘରେ ଚାଲିବ ବୁଲଡୋଜର। ଭୁବନେଶ୍ୱର:ଭୋପାଳ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ଏହା ସହ ତାଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା । ଅଭିଯୁକ୍ତ ବିରୋଧରେ ଆଇପିସିର [...]

ଭୁବନେଶ୍ୱରର ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍।

ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ। ଭୁବନେଶ୍ୱର: ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ ହୋଇଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୫ ରୁ ଅଧିକ ଜାଗାରେ ଆଜି ବଡ଼ି ସକାଳୁ ଏକକାଳୀନ ଚଢ଼ଉ ଚାଲିଛି । ୟୁନିଟ୍-୪ରେ ଭଡ଼ାରେ ରହୁଥିବା ସଂସ୍ଥାର [...]

ହା ହା ହୋଇବଢ଼ିଲା କଞ୍ଚା ପରିବା ସିବିଆଇ ତଦନ୍ତ କରାଯାଉ:ଜନତା

ଭୁବନେଶ୍ୱର:୦୫.୦୭ଗତ କିଛି ଦିନ ହେଲା  ଧରି ରାଜଧାନୀରେ ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର [...]