Search for:
  • Home/
  • Month: July 2023

ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ – ଧର୍ମେନ୍ଦ୍ର ପ୍ରଧାନ

ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ – ଧର୍ମେନ୍ଦ୍ର ପ୍ରଧାନ • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଜାଞ୍ଜିବରର ମାନ୍ୟବର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ • ଉଚ୍ଚ ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଆଇଆଇଟି ମାଡ୍ରାସ – ଜାଞ୍ଜିବର କ୍ୟାମ୍ପସ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି • ଜାତୀୟ ଶିକ୍ଷା ନୀତି ଜ୍ଞାନକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ଅଂଶରେ ପରିଣତ କରିବା ସହିତ ବିଶ୍ୱର କଲ୍ୟାଣ [...]

ସଦଭାବନା ତଥା ଭାଇଚାରା ପ୍ରତିଷ୍ଠା ନିବେଦନ କରି ରାଜ୍ୟପାଳଙ୍କୁ ସାକ୍ଷାତ

ଭୁବନେଶ୍ୱର:ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ଲୋହିଆ ଏକାଡେମୀ, ଲୋକସ୍ଵରାଜ ଓଡ଼ିଶା ତଥା ଉନ୍ନତ ଦେଶ ଓ ଦୁନିଆ ନିମନ୍ତେ ମହିଳାଗଣ ପକ୍ଷରୁ ମଣିପୁରରେ ଶାନ୍ତି, ସଦଭାବନା ତଥା ଭାଇଚାରା ପ୍ରତିଷ୍ଠା ନିବେଦନ କରି ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଗଲା। [...]

ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ, ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ ଯୁବତୀ: ମୁଖ୍ୟମନ୍ତ୍ରୀ

  ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ   ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ,ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ ଯୁବତୀ ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳର ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିବ ଆମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରଷା ଆମକୁ ସବୁ କ୍ଷେତ୍ରରେ ଦକ୍ଷ କରିଛି – ମିଶନ ଶକ୍ତିର ମା [...]

କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ

କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ  ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଜୁ ପୋଖରୀ ଯୋଜନା କରିଥିଲେ, ଏବେ ସେହି ଯୋଜନା କୁଆଡେ ଗଲା  ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ  ବିଜୁ ଜନତା ଦଳ ରିୟଲଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ପୋଖରୀ ଟେକି ଦେଇଛନ୍ତି [...]

“ସିଏମଓ” କହିଲେ ଲୋକେ “କରପସନ୍ ମୋବିଲାଇଜେସନ ଅଫିସ” ବୋଲି ଭାବୁଛନ୍ତି : ଅନିଲ ବିଶ୍ୱାଳ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ” କହିଲେ ଲୋକେ “କରପସନ୍ ମୋବିଲାଇଜେସନ ଅଫିସ” ବୋଲି ଭାବୁଛନ୍ତି : ଅନିଲ ବିଶ୍ୱାଳ  ଦୁର୍ନୀତି ଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ନିବିଡ ସର୍ମ୍ପକ ଦିନକୁ ଦିନ ସୂଦୃଢ ହେଉଛି  ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ  ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ  ବିଜୁ ଜନତା [...]

ରେଳ ଦୁର୍ଘଟଣା ଏବଂ କୋଭିଡ୍ ସମୟ ରେ ଯୁବକ ମାନଙ୍କ ର ସେବା କାର୍ଯ୍ୟ ପ୍ରଶଂସନୀୟ: ପ୍ରଣବ

ଭୁବନେଶ୍ବର :ସ୍ଥିତ ବିଜେଡିର ମୂଖ୍ଯ କାର୍ଯ୍ଯାଳୟ ଶଙ୍ଖ ଭବନ ଠାରେ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ ହୋଇଯାଇଛି।ବିଜୁଯୁବ ଜନତା ଦଳର ରାଜ୍ଯ ସଭାପତି ତଥା ମାନ୍ୟବର ବିଧାୟକ ଡକ୍ଟର ବ୍ୟେମକେଶ ରାୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଆଭାସି ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ଯ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦେଶ ଏବଂ ରାଜ୍ଯ [...]

ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ।

ଡିଏନ୍ ଗ୍ରୁପ ଉପରେ ଆଇଟି ଚଢ଼ାଉକୁ ନେଇ ବିଜେପି ଡାର୍ଟି ପଲିଟିକ୍ସ କରୁଛି: ବିଜେଡି ଭୁବନେଶ୍ୱର: ସ୍ପର୍ଶକାତର ମାମଲାରେ ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ତେଣୁ ଏବେ ଡିଏନ୍ ଗ୍ରୁପ ଉପରେ ଆୟକର ଚଢ଼ଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ପୁଣିଥରେ ଡାର୍ଟି ପଲିଟିକ୍ସ କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ଆଜି ବିଜୁ ଜନତା ଦଳ [...]

+୨ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ।

ଭୁବନେଶ୍ୱର:+୨ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ +୨ପରିଷଦ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସ୍ଥିତ ୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନେ ଓ ପରିଷଦର ପଦାଧିକାରୀ ଏବଂ କାର୍ଯ୍ୟକର୍ତା ମାନେ ଜୋଗ ଦାନ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା, ପରିଷଦର ଅଧ୍ୟକ୍ଷ [...]

ଡିଏନ୍ ହୋମ୍ସରେ ଆୟକର ବିଭାଗର ଚଢ଼ାଉ ଘଟଣା

ଭୁବନେଶ୍ୱର: ଡିଏନ୍ ହୋମ୍ସରେ ଆୟକର ବିଭାଗର ଚଢ଼ାଉ ଘଟଣା। କୋଟିଏ ଟଙ୍କା ପାଖାପାଖି ଜାଲ୍‌ ନୋଟ୍‌ ମିଳିଥିବା ଆଇଟି ସୂତ୍ରରୁ ସୂଚନା। ଜାଲ୍‌ ନୋଟ୍‌କୁ ଛାନବିନ ଆରମ୍ଭ କଲା ଆୟକର ବିଭାଗ। ଏକ୍ସପର୍ଟ ମାନେ ପହଁଚି ଚିହ୍ନଟ କଲେ ଏହି ନୋଟ୍‌। ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଜାଲ୍‌ ନୋଟ୍‌। ସବୁଠାରୁ ବଡ଼କଥା ହେଉଛି ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ମିଳିଲା କ୍ୟାସ ରିସପଟ। ବିଭିନ୍ନ ଲୋକଙ୍କ ଠାରୁ [...]