Search for:
  • Home/
  • Month: July 2023

ସୁନ୍ଦରୀ ଓ କଳା ପ୍ରତିଯୋଗିତା ।

ଜାଗୃତି ଏକାଡେମୀ ପକ୍ଷରୁ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ୧୫ରେ ଗ୍ରାଣ୍ଡ ଅଡିସନ୍,୧୬ ରେ ଗ୍ରାଣ୍ଡ ଫାଇନାଲ୍ ଭୁବନେଶ୍ୱର:୧୧.୦୭  ଭୁବନେଶ୍ୱରରେ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା। ଆସନ୍ତା ୧୬-୦୭-୨୦୨୩ ଅର୍ଥାତ ରବିବାର ଭୁବନେଶ୍ୱର ର ସତ୍ୟ ନଗର ଦୁର୍ଗାପୂଜା ମଣ୍ଡପ ନିକଟ ଦି ପାର୍କ ପ୍ରିମୀୟମ ଠାରେ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିବାକୁ ଯାଉଛି ଜାଗୃତି ଏକାଡେମୀ। ପ୍ରଥମ ଥର ପାଇଁ ଜାଗୃତି [...]

ଆମ ଓଡ଼ିଶା ୫୦ % ପିସି ଓଡ଼ିଶା : ସମୀର ମହାନ୍ତି

ଆମ ଓଡ଼ିଶା, ୫୦ % ପିସି ଓଡ଼ିଶା : ସମୀର ମହାନ୍ତି  ଆମେ କହୁଛୁ, ଆମ ଓଡ଼ିଶା- ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି ନବୀନ ସରକାର  ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’  ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା  ରାଜ୍ୟ କ୍ୟାବିନେଟରେ [...]

ମମତାଙ୍କୁ ଜିଲ୍ଲା ପ୍ରଶାସନର ସହାୟତା।

ମମତାଙ୍କୁ ଜିଲ୍ଲା ପ୍ରଶାସନର ସହାୟତା ଭୁବନେଶ୍ୱର:ମାଲକାନଗିରି:୧୧.୦୭ ମାଲକାନଗିରି ଜିଲ୍ଲାର ମେଧାବୀ ଛାତ୍ରୀ ମମତା ପ୍ରଧାନୀଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ମାଥିଲି ବ୍ଲକର ଉଦୁଲିବେଡା ଗ୍ରାମପଞ୍ଚାୟତର ବାଲିଗୁଡା ନିବାସୀ ମମତା ପ୍ରଧାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିରିଶି ହଜାର ଟଙ୍କାର ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି । କଠୋର ପରିଶ୍ରମ କରି ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରିବାକୁ ଜିଲ୍ଲାପାଳ ଶୁଭେଚ୍ଛା [...]

ସୁଦର୍ଶନ ପ୍ରଧାନଙ୍କ ମୃତ୍ୟୁ ରେ ସି ପି ଆଇ(ଏମ) ର ଗଭୀର ଶୋକ ପ୍ରକାଶ

ସୁଦର୍ଶନ ପ୍ରଧାନଙ୍କ ମୃତ୍ୟୁ ରେ ସି ପି ଆଇ(ଏମ) ର ଗଭୀର ଶୋକ ପ୍ରକାଶ ଭୁବନେଶ୍ୱର:୧୧.୦୭ ସମାଜବାଦୀ ପାର୍ଟି ଓଡିଶା ସାଧାରଣ ସମ୍ପାଦକ ଙ୍କ ଆକସ୍ମିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରେ ସିପିଆଇ(ଏମ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ lଛାତ୍ର ଜୀବନ ରୁ ରାଜନୀତି ସହ ସମ୍ପୃକ୍ତ ସୁଦର୍ଶନ ପ୍ରଧାନ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣ ଜନତା,ସାମାଜିକ ନ୍ୟାୟ ଗରିବ, [...]

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା  

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା   ଫକୀରମୋହନ ବିଶ୍ଵବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ- ଧର୍ମେନ୍ଦ୍ର ପ୍ରଧାନ • ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ • ବାଲେଶ୍ୱର ଜିଲ୍ଲା ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଉତ୍କଳ ଜନନୀଙ୍କର ମୁଖ ଉଜ୍ଜ୍ୱଳ କରିଛି • ଫକୀରମୋହନ ହେଉଛନ୍ତି ଆଧୁନିକ ଓଡ଼ିଆ [...]

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ମାନ୍ୟବର ରାଷ୍ଟ୍ରପତି

ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ମାନ୍ୟବର ରାଷ୍ଟ୍ରପତି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯାଉ- ମାନ୍ୟବର ରାଷ୍ଟ୍ରପତି ଆଗାମୀ ଦିନରେ ବିଶ୍ୱର ଜ୍ଞାନର ମହାଶକ୍ତି ହେବ ଭାରତ – ଧର୍ମେନ୍ଦ୍ର ପ୍ରଧାନ • ମାର୍ଗଦର୍ଶନ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ • ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ରୂପ ଦିଆଯାଇଛି • ଭାରତରେ ପ୍ରଥମ ଥର ପାଇଁ [...]

ପ୍ରଚାର  ଛାଡି ରାଜ୍ୟ ସରକାରଙ୍କ ଗୁଣାତ୍ମକ ଶିକ୍ଷାଦାନକୁ ଫୋକସ

ପ୍ରଚାର  ଛାଡି ରାଜ୍ୟ ସରକାରଙ୍କ ଗୁଣାତ୍ମକ ଶିକ୍ଷାଦାନକୁ ଫୋକସ ଓ ମିଳିତ କମିଟି ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ପରାମର୍ଶ ସହ ଜୋରଦାର ଉଦ୍ୟମ ପାଇଁ ନିଷ୍ପତି  ଶିକ୍ଷା ସୂଚକlଙ୍କରେ ଓଡିଶାର ୨୪ ତମ ସ୍ଥାନକୁ ନେଇ ଓଡିଶା ଅଭିଭାବକ ମହାସଂଘର ସର୍ବଦଳୀୟ ବୈଠକ ଭୁବନେଶ୍ୱର;୧୦.୦୭  ସାରା ଦେଶରେ ଶିକ୍ଷା ସୂଚକlଙ୍କ କ୍ଷେତ୍ରରେ ( ପିଜି ଆଇ )ଓଡିଶା 24 ତମ ସ୍ଥାନରେ ରହିଛି l ପୂର୍ବରୁ 10ମ ସ୍ଥାନରେ [...]

ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି।

ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି. . ଭୁବନେଶ୍ବର,୧୦।୭:ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକ ମାନଙ୍କୁ ଅତ୍ୟାବଶକୀୟ ସହରୀ ଭିତ୍ତିଭୂମି ଏବଂ ସେବା ଯୋଗାଇବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି” କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ [...]

ଏକାମ୍ର ରେ ୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଏକାମ୍ର ରେ ୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ୱର:୧୦.୦୭ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ ଗୋଟି ୱାର୍ଡରେ ପ୍ରାୟ ଚାରି କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ଶିଳାନ୍ୟାସ ଓ ଉଦଘାଟନ ହୋଇଯାଇଛି। ସେଥିମଧ୍ୟରୁ ୱାର୍ଡ ନଂ ୫୬ ରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନ ରେ କଳ୍ପନା ପାଣିଟାଙ୍କି ବିଜୁ ଆଦର୍ଶ କଲୋନୀର [...]

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ଏଣିକି ପ୍ରତି ପଞ୍ଚାୟତକୁ ମିଳିବ

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ। ଭୁବନେଶ୍ୱର:୧୦.୦୭ ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତବ  ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଆରମ୍ଭ ହେଲା ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶା। ଏହି ପ୍ରସ୍ତାବରେ କ୍ୟାବିନେଟରେ ମୋହର ମରାଯାଇଛି । ନୂଆ ଯୋଜନା ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ [...]