Search for:
  • Home/
  • ରାଜ୍ୟ/
  • ଧନ୍ଦାମୂଳକ ଶିକ୍ଷକଙ୍କ ଲୋୟର ପିଏମଜି ରେ ପ୍ରତିବାଦ।ତିନି ଦଫା ଦାବି ନେଇ ଆନ୍ଦୋଳନ

ଧନ୍ଦାମୂଳକ ଶିକ୍ଷକଙ୍କ ଲୋୟର ପିଏମଜି ରେ ପ୍ରତିବାଦ।ତିନି ଦଫା ଦାବି ନେଇ ଆନ୍ଦୋଳନ

Spread the love

Loading

ଭୁବନେଶ୍ୱର: ଧନ୍ଦାମୂଳକ ଶିକ୍ଷକଙ୍କ ଲୋୟର ପିଏମଜି ରେ ପ୍ରତିବାଦ।ତିନି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ହଜାର ହଜାର ଧନ୍ଦାମୂଳକ ଶିକ୍ଷକ।ଡିସେମ୍ବର 2016 ରୁ NSOF ପ୍ରକଳ୍ପ ଅଧୀନରେ ଥିବା ବିଭିନ୍ନ ମାଧ୍ଯମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକ ମାନେ ପ୍ରତିବାଦକୁ ଉହ୍ଲାଇଛନ୍ତି।ଏହାପୂର୍ବରୁ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି ପୁରଣ ସମ୍ପର୍କରେ ଅନେକ ଅଭିଯୋଗ ଦାଖଲ କରିବା ସହିତ ଲୋୟର ପିଏମଜିରେ ଧାରଣା ଦେଇ ଆସୁଛନ୍ତି ଛଟେଇ ହୋଇଥିବା ଭୋକେସନାଲ୍ ପ୍ରଶିକ୍ଷକ ମାନଙ୍କର ପୁନଃ ଅବସ୍ଥାପନ, ଭୋକେଶନାଲ ପ୍ରଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ଏବଂ ଭୋକେଶନାଲ କୋଡିନେଟରଙ୍କୁ DEO ଙ୍କ ଅଧୀନରେ ପ୍ରୋଜେକଟ ମନିଟରିଙ୍ଗ ପାଇଁ ନିଯୁକ୍ତ କରାଯାଉ। ଏଭଳି ତିନି ଦଫା ଦାବି ରେ ଧାରଣାରେ ବସିରହି ଛନ୍ତି ଶିକ୍ଷକ।

Leave A Comment

All fields marked with an asterisk (*) are required