ବେଦାନ୍ତୁ ଭୁବନେଶ୍ୱରରେ ତାହାର ନବୀନତମ ଅଫ୍ଲାଇନ ଲଣ୍ଡିଂ ସେଣ୍ଟର ଶୁଭାରମ୍ଭ
ବେଦାନ୍ତୁ ଭୁବନେଶ୍ୱରରେ ତାହାର ନବୀନତମ ଅଫ୍ଲାଇନ ଲଣ୍ଡିଂ
ସେଣ୍ଟର ଶୁଭାରମ୍ଭ କରୁଛି
ପ୍ରମୁଖ ଏଡ୍-ଟେକ୍ ସଂସ୍ଥା ବେଦାନ୍ତୁ ଅଲାଇନ ଶିକ୍ଷା କ୍ଷେତ୍ରକୁ ପ୍ରବେଶ କଲା, ରାଷ୍ଟ୍ରବ୍ୟାପୀ
ବେଦାନ୍ତୁ ଲର୍ଡିଂ ସେଣ୍ଟର ଖୋଲୁଛି
ଭୁବନେଶ୍ବର: ଏଠାରେ ମାର୍ଚ ୧୭ରେ ବେଦାନ୍ତୁ ଲଣ୍ଠି” ସେଣ୍ଟର ଉଦ୍ଘାଟନ ସହିତ ଏକ-ଟେଳ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅଫଲାଇନ କୋଚିଂରେ ବିପ୍ଲବ ଆଣିବାକୁ ଯାଉଛି। ଭୁବନେଶ୍ଵରରେ ଲଣ୍ଠି ସେଣ୍ଟର ଚଳିତ ମାର୍ଚ ୧୭ରୁ କାର୍ଯ୍ୟାରମ୍ଭ କରୁଛି ଏବଂ ଏହା ଅଫଲାଇନ ଚାନେଲରେ ବିଶେଷଭାବରେ ଜେଇଲା ଏନ୍ଇଇଟି ପରୀକ୍ଷାଗୁଡିକ ନିମନ୍ତେ ଅଫ୍ଲାଇନ ଚାନେଲଗୁଡିକ ଜରିଆରେ ଗୁଣାତ୍ମକ ଶିକ୍ଷା ସୁଯୋଗ ପରିବ୍ୟାପ୍ତ କରିବା ଦିଗରେ ଏହା ବେଦାନ୍ତୁର ଇଣକୌଶଳାତ୍ମକ ପଦକ୍ଷେପ ହୋଇଛି।
ଚଳିତ ମାସ ୧୭ ତାରିଖରେ ଏହି ସେଣ୍ଟର ଶୁଭାରମ୍ଭ ଉପଲକ୍ଷେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ହେବାକୁ ଯାଉଛି, ଯେଉଁଥିରେ ସବିଶେଷ କ୍ୟାରିୟର ମାର୍ଗଦର୍ଶନ ଆଲୋଚନାଚକ୍ର ସ୍ଥାନପାଇବ ଯାହା ଏହି ସେଣ୍ଟରରୁ ମିଳିବାକୁ ଥିବା ଫାଇବାକୁ ପ୍ରଦର୍ଶିତ କରିବ ।
ବେଦାନ୍ତୁ ଲଣ୍ଠି ସେଣ୍ଟରଗୁଡିକ ବ୍ୟକ୍ତିଗତ ଶିକ୍ଷା ଆହରଣ ପ୍ରତି ନବୋନ୍ମେଷୀ ଆଲିମୁଖ୍ୟ ପ୍ରଚଳନ କରୁଛି, ଯାହା କେସର, ଏନ୍ଇଇଟି ଏବଂ ଫାଉଣ୍ଡେସନ ପାଠ୍ୟକ୍ରମଗୁଡିକ ନିମନ୍ତେ ଅତ୍ୟନ୍ତ ବୁଦ୍ଧିମତ୍ତାର ସହିତ ଡିଳାଇନ କରାଯାଇଛି । ଦଶବର୍ଷର ପ୍ରଯୁକ୍ତିଗତ ନବସୃଜନକୁ ଉପଯୋଗ କରି ବେଦାନ୍ତୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଶିକ୍ଷାଆହରଣ ଅନୁଭୂତି ଉଭୟ ଫିଜିକାଲ କ୍ଲାସରମ୍ ଏବଂ ତାହାର ଉନ୍ନତ ଅନ୍ଲାଇନ ପ୍ଲାଟଫର୍ମରେ ସୁନିଶ୍ଚିତ କରାଉଛି। ମାଷ୍ଟର ଶିକ୍ଷକ, ସନ୍ଦେହ ମୋଚନକାରୀ ଏବଂ ଶିକ୍ଷାଗତ ମାର୍ଗଦର୍ଶକଗଣ ଏହି କେନ୍ଦ୍ରଗୁଡିକରେ ବ୍ୟକ୍ତିଗତ ଦୃଷ୍ଟି ଦେବାସହିତ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଶିକ୍ଷାଦାନ ପଦ୍ଧତିକୁ କାର୍ଯ୍ୟକାରୀ କରୁଥିବାବେଳେ ବେଦାନ୍ତୁର ପ୍ରଯୁକ୍ତିଗତ ଭିରିଭୂମି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ରହି ସ୍ବାଚ୍ଛନ୍ଦ୍ୟରେ ସେମାନଙ୍କର ଆବଶ୍ୟକତା ପୂରଣ କରୁଛି ।
ଏକ ଯୁଗାନ୍ତକାରୀ ସଂଯୁକ୍ତ ହେଉଛି ବେଦାନ୍ତୁ ଇମ୍ପୁରମେଣ୍ଟ ପ୍ରମିଜ୍ (ରିଆଇପି), ଯାହା ବେଦାନ୍ତୁର ନିଜସ୍ୱ ଶିକ୍ଷାଗତ ମଡେଲର ଏକ ନିଦର୍ଶନ ହୋଇଛି। ଏହି ପ୍ରତିବଦ୍ଧତା ନିଶ୍ଚିତ କରାଉଛି ଯେ, ଛାତ୍ରଛାତ୍ରୀ ଯଦି ସେମାନଙ୍କୁ ପରାମର୍ଶ ଦିଆଯାଉଥିବା ଶିକ୍ଷାଗତ ବିଧବ୍ୟବସ୍ଥାକୁ ଆପଣାନ୍ତି ଏବଂ ତଥାପି କୌଣସି ଉନ୍ନତି ଲକ୍ଷ୍ୟ ନକରତ୍ତି, ତେବେ ବେଦାନ୍ତୁ ସେମାନଙ୍କ ଦେୟ ଫେରସ୍ତ କରିବ । ଅଭିଜ୍ଞ ଶିକ୍ଷାଦାନ ଏବଂ ନବୋନ୍ଵେଷୀ ପ୍ରଯୁକ୍ତିର ଏହି ଅନନ୍ୟ ସମ୍ମିଶ୍ରଣ ଛାତ୍ରଛାତ୍ରୀଙ୍କ ସଫଳତା ପ୍ରତି ବେଦାନ୍ତରୁ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ବେଦାନ୍ତୁ ଲର୍ଡିଂ ସେଣ୍ଟରଗୁଡିକ ସର୍ବାଧୁନିକ ଭିଭିଭୂମିରେ ସୁସଜ୍ଜିତ ହୋଇଛି, ଯେଉଁଠି ହାଇ-ଟେକ୍ କ୍ଳାସରୁମ୍ ଏବଂ ସମନ୍ବିତ ବ୍ୟବସ୍ଥା ରହିଛି। ଖେଳରେ ଖେଳରେ, ନିୟୋଜନକାରୀ ଏବଂ ଅଂଶଗ୍ରହଣକାରୀ ଶିକ୍ଷା ଆହରଣ ପରିବେଶ
ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟକ୍ତିଗତସ୍ତରରେ ତଥ୍ୟ ସଂଗ୍ରହକୁ ସୁଗମ କରୁଛି, ଏବଂ ଶ୍ରେଣୀରେ ଅଂଶଗ୍ରହଣ, ପରୀକ୍ଷା ଏବଂ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟାବଳୀକୁ ତ୍ରୁଟିଶୂନ୍ୟ ଭାବରେ ନିରୀକ୍ଷଣ କରାଯାଉଛି। ଏହି ସକ୍ରିୟ ଆଭିମୁଖ୍ୟ ଏହା ସୁନିଶ୍ଚିତ କରୁଛି ଯେ ପିତା ମାତା ସେମାନଙ୍କ ପିଲାର ପ୍ରଗତି ସମ୍ପର୍କରେ ଭଲ ଭାବରେ ସୂଚନା ପାଇବେ । ବେଦାନ୍ତୁରୁ ପ୍ରତିଷ୍ଠାତାଙ୍କ କହିବା ଅନୁଯାୟୀ, “ଆମେ ଛାତ୍ରଛାତ୍ରୀଙ୍କୁ କେବଳ ପରୀକ୍ଷା ପାଇଁ କୋଚିଂ ଦେଉନାହୁଁ, ଆମେ ସେମାନଙ୍କୁ ଜୀବନ ପାଇଁ ପ୍ରସ୍ତୁତ କରୁଛୁ। ସମଗ୍ର ଭାରତରେ ଆମର ସେବାକୁ ଅଫଲାଇନ ସେଣ୍ଟରଗୁଡିକୁ ସମ୍ପ୍ରସାରିତ କରିବା ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଇଁ ସୁଲଭ୍ୟ କରିବା ଦିଗରେ ଆମର ଯାତ୍ରା ଏକ ସ୍ଵାଭାବିକ ଅଗ୍ରସରତା ହୋଇଛି। ଏହି ଯାତ୍ରା କାଳରେ ଆମେ ସେମାନଙ୍କ ସହିତ ଛିଡା ହେବା, ମଜଭୁତ ସମର୍ଥନ ଯୋଗାଇଦେବା ଏବଂ ସେମାନଙ୍କୁ ସେମାନଙ୍କର ପ୍ରକୃତ ସାମର୍ଥ୍ୟର ପରିପ୍ରକାଶ ଦିଗରେ ପ୍ରେରଣା ଦେବାକୁ ପ୍ରତିଶୃତି ଦେଇଛୁ। ସାମ୍ପ୍ରତିକ ଦିଗ୍ବଳୟ ଠାରୁ ଆମର ଦୂରଦୃଷ୍ଟି ଯଥେଷ୍ଟ ଉର୍ଦ୍ଧ୍ବରେ ରହିଛି, ଯାହା ଛାତ୍ରଚାତ୍ରୀଙ୍କୁ ଆମ ରାଷ୍ଟ୍ରର ଦୁର୍ଗମତମ ଅଞ୍ଚଳରେ ମଧ୍ୟ ସମର୍ଥନ ଯୋଗାଇଦେବା ଲକ୍ଷ୍ୟ ରଖୁଛି ।”
ରାଷ୍ଟ୍ରବ୍ୟାପୀ ସମ୍ପ୍ରସାରଣ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଚ୍ଚ ଗୁଣମାନର ଶିକ୍ଷାକୁ ସୁଗମ କରାଇବା ବ୍ୟବସ୍ଥାର ଗଣତାନ୍ତ୍ରିକୀକରଣ କରିବା ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି, ଯାହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ଵଳତର ଏବଂ ଅଧିକ ସମାବେଶୀ ଭବିଷ୍ୟତ ନିମନ୍ତେ ପଥ ସୁଦୃଢ କରୁଛି।