ଭୁବନେଶ୍ୱର ରେ ନାରୀଙ୍କୁ ଅସମାନ |
ଭୁବନେଶ୍ୱର ରେ ନାରୀମାନଙ୍କୁ ଅସମାନ |
ଭୁବନେଶ୍ୱର : ମହିଳା ମାନଙ୍କର ଭୁବନେଶ୍ୱର ରେ କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ନପଡିବ ସେଥିପାଇଁ ସରକାର ସବୁବେଳେ ତତ୍ପର ଦେଖାଇ ଆସିଛି | ମୋ ବସ ଷ୍ଟାଣ୍ଡ ନିକଟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଶୌଚାଳୟ ମାନ ତିଆରି କରାଯିବାକୁ ମଧ୍ୟ ନିଷ୍ପତି ହୋଇଥିଲା | ମାତ୍ର ବର୍ତମାନ ତାହାଯେମିତି ଯେଇ କିଛି ଅଧିକାରୀ ଓ କିଛି ଠିକାଦାର ଙ୍କ ପାଖରେ ଅଟକି ରହିଯାଇଛି | ବର୍ତମାନ ସାଧାରଣରେ ଚର୍ଚ୍ଚା ଜୋରଧରିବାରେ ଲାଗିଛି ଏଭଳି ଅଧାଗଢା ଶୌଚାଳୟ କାହାପାଇଁ ଏପରିକି ସେଠାରେ ଅସାମାଜିକ ଯୁବକ, ନିଶାଡୀ ଓ କିନର ମାନଙ୍କ ପ୍ରାଦୃଭାବ ବଢିବାରେ ଲାଗିଛି | ଜନସାଧାରଣ ଓ ଖାସ୍କରୀ ମହିଳା ମାନଙ୍କ ର ସୁବିଧା ପାଇଁ ସରକାରଙ୍କ ଏଭଳି ପଦକ୍ଷେପ କୁ ସବୁ ମହଲ୍ଲରୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ଦେଖିବାକୁ ବାକିରହିଲା କି ସତରେ ମହିଳା ମାନଙ୍କ ର ସୁବିଧା ପାଇଁ ମୋ ବସ ଷ୍ଟାଣ୍ଡ ନିକଟରେ ଶୌଚାଳୟ ଗୁଡିକ କେବେ କାର୍ଯ୍ୟକ୍ଷମ ହେଉଛି ?