ତନିସ୍କ ମାଷ୍ଟର କ୍ୟାଣ୍ଟିନ୍ ଭୁବନେଶ୍ୱର ଷ୍ଟୋରର ୨୫ ବର୍ଷ ପୂର୍ତି – ପ୍ରତି କ୍ରୟ ଉପରେ ଏକ ମାଗଣା ସୁନା ମୁଛା
ତନିସ୍କ ମାଷ୍ଟର କ୍ୟାଣ୍ଟିନ୍ ଭୁବନେଶ୍ୱର ଷ୍ଟୋରର ୨୫ ବର୍ଷ ପୂର୍ତି
– ପ୍ରତି କ୍ରୟ ଉପରେ ଏକ ମାଗଣା ସୁନା ମୁଛା
ଭୁବନେଶ୍ଵର, ୫୩; ଦେଶର ସର୍ବବୃଳର ଗହଣା ମିନେଇ ହାଣ୍ଡ ତନିଷ୍ଠ ଏହାର ଷ୍ଟେସନ ଗୋଷa, a ke ଭୁବନେଶ୍ୱର ୱାରର ୨୫ ବର୍ଷ ପୂର୍ଲିକ୍ସ ପାଳନ କରୁଛି I ଭୁବନେଶ୍ଵରରେ ତନିସ୍କର ଯାତ୍ରା ଏହାର କନ୍ଦ୍ରମା, ସଠିସଖୀ ଏବଂ କାଳଳୟ ସୁନ୍ଦରତାର ପ୍ରକୃତ ପ୍ରତିଫଳନ । ନିଜର ବହୁ ମୂଲ୍ୟବାନ ଗ୍ରାହକଙ୍କ ନିରନ୍ତର ସହଯୋଗ ଏବଂ ବିଶ୍ଵାସ ଅର୍ଜନ କରିବାରେ ଏହା ସହାୟକ ହୋଇଛି । ଷ୍ଟେସନ ସୋସାଇ ଆରର ୨୫ ବର୍ଷ ପୂଇଁ ଅବସରରେ ତନିସ୍କ ପକ୍ଷରୁ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଇଛି । ଏହା ମାଧ୍ୟମରେ ଗ୍ରାହକ ପ୍ରତି ଭୂୟ ଉପରେ ଏକ ମାଗଣା ସୁଳା ମୁଦ୍ରା ପାଇପାରିବେ । ଏ ଅଫର ୨୦୨୫ ମାର୍ଚ ୭ରୁ ୧୦ ଯାଏ ଉପଲବ୍ଧ ।
ଏହି ମାଇଲ ଖୁଣ୍ଡକୁ ପାଳନ କରିବା ପାଇଁ ତନିସ୍କ ଭୁବନେଶ୍ଵର ସ୍କୋର ସେଲିବ୍ରେଶନ୍ର ଏକ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରୁଛି । ଗ୍ରାହକଙ୍କୁ ତନିସ୍କର ଆକର୍ଷଣାୟ ରେଞ୍ଜ ଗହଣାକୁ ଦେଖିବାକୁ ଏହା ଆମନ୍ତ୍ରଣ କରୁଛି । ୫000 ବର୍ଗଫୁଟ୍ ସ୍ଥାନରେ ନିର୍ମିତ ଏହି ଷ୍ଟୋରରେ ବ୍ୟାପକ ପ୍ରକାର ଅଦ୍ୱିତୀୟ ତନିସ୍କ କ୍ରିଏସନ୍ ଗ୍ରାଜକ ଦେଖିବାକୁ ପାଇବେ । ସୁନ୍ଦର ପ୍ଲେନ୍ ଗୋଲ୍ଡ, ଚମବାର ପ୍ରାକୃତିକ ହୀରା ଏବଂ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ କୁନ୍ଦନ ଓ ପୋଲ୍କୀ ଡିଜାଇନ, ଏଠାରେ ଉପଲବ୍ଧ ।
ସେଲିବ୍ରେଶନ୍ର ଅଂଶବିଶେଷ ଷ୍ଟୋରରେ ତନିସ୍କର ଅତ୍ୟାଧୁନିକ ସମ୍ଭାର ‘ନବରାଣୀ” ସମ୍ଭାର ରହିଛି । ରୟାଲ କୋର୍ଟ, ସାନ୍ତାର ପ୍ରାସାଦ ଏବଂ ଲାରତୀୟ ଐତିହ୍ୟର ଭବ୍ୟତା ଦ୍ଵାରା ଅନୁପ୍ରାଣିତ ‘ନବ-ରାଣୀ’ କଲେକ୍ସନ ସମସାମୟିକ ଚମତ୍କାରିତା ସହିତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ ତଥା ଜଟିଳ ହସ୍ତକଳାକୁ ମିଶାଇ ପାରମ୍ପରିକ ଗହଣାକୁ ପୁନଃପରିଭାଷିତ କରୁଛି । ଏହାସହିତ ଷ୍ଟୋରରେ ରହିଛି ‘ଗ୍ଲାମ୍ଡେଲ୍’ ସମ୍ଭାର, ଯେଉଁଥିରେ ସମସାମୟିକ ତେଲିୱେର ଗହଣା ରହିଛି । ଆଧୁନିକ, ସମସାମୟିକ ଏବଂ ହାଲୁକା ଗହଣା କଲେକ୍ସନ ‘ଷ୍ଟ୍ରିଙ୍ଗ୍ ଇଟ୍’ ରହିଛି । ହିନ୍ଦୁ ବିବାହର ପବିତ୍ର ଉପାଦାନରୁ ଅନୁପ୍ରାଣିତ ସ୍ବତନ୍ତ୍ର ରେଞ୍ଜ୍ ମଙ୍ଗଳସୂତ୍ର କଲେକ୍ସନ ‘ଜୋର’, ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଗହଣା କଲେକ୍ସନ ‘ଆଭୀର’, ବିରଳ ଏବଂ ମୂଲ୍ୟବାନ ହୀରା ଓ ରଙ୍ଗୀନ୍ ରତ୍ନପଥରରେ ପ୍ରସ୍ତୁତ ଆକର୍ଷଣୀୟ କଲେକ୍ସନ ‘ଟେଲ୍ସ ଅଫ୍ ମିସ୍ଟିକ୍’ ଷ୍ଟୋରରେ ରହିଛି । ଭାରତୀୟ ବିବାହ ପରମ୍ପରାକୁ ପାଳନ କରୁଥିବା ବ୍ରାଣ୍ଡ୍ର ବିବାହ ଗହଣା ଉପ-ବ୍ରାଣ୍ଡ୍ ‘ରିଲା ବାୟ ତନିସ୍କ’ ମଧ୍ୟ ଏଠାରେ ଉପଲବ୍ଧ।
ଏ ଅବସରରେ ତନିସ୍କର ସର୍କଲ ବିଜ୍ନେସ୍ ମ୍ୟାନେଜର ଅଭିନ୍ଦମ ପ୍ରାମାଣିକ କୁହନ୍ତି, ଷ୍ଟେସନ୍ ସ୍କୋୟାର,ମାଷ୍ଟର କ୍ୟାଣ୍ଟିନ୍ ଭୁବନେଶ୍ଵର ଷ୍ଟୋରର ସଫଳ ୨୫ ବର୍ଷ ପଳନ କରି ଆମେ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛୁ । ଏହା ଭରସା ଏବଂ କାରିଗରୀରେ ତନିସ୍କର ବିରାସତର ଏକ ବଡ଼ ମାଇଲଖୁଣ୍ଟ । ଏହି ସଫଳଖ ଆମ ଗ୍ରାହକଙ୍କ ସହଯୋଗ ଏବଂ ବିଶ୍ଵାସର ପ୍ରତିଫଳନ, ଯେଉଁମାନେ ତନିସ୍କକୁ ସେମାନଙ୍କ ଅମୂଲ୍ୟ ସ୍ମୃତିର ଅଂଶ କରିଛନ୍ତି । ଆଗକୁ ବଢ଼ିବା ସହ ଆମେ ଏକ ଅସାଧାରଣ ସଫି ଅନୁଭୂତି ପ୍ରଦାନ କରିବା ସହ ପରମ୍ପରା ସହିତ ସମସାମୟିକ ଡିଜାଇନ୍କୁ ସୁଗମ ଭାବେ ମିଶ୍ରଣ କରୁଥିବା ଅଳଙ୍କାର ତିଆରି କରିବା ପାଇଁ ସମର୍ପିତ।
୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ତନିସ୍କ ଏହାର ଅସାଧାରଣ କାରିଗରୀ, ସ୍ବତନ୍ତ୍ର ଡିଜାଇନ୍ ଏବଂ ଗ୍ୟାରେଣ୍ଟି ଉତ୍ପାଦ ଗୁଣବତ୍ତା ପାଇଁ ଜଣା । ଦେଶରେ ମଜଭୁତ ରିଟେଲ ଉପସ୍ଥିତି ସହିତ ବ୍ରାଣ୍ଡ୍ର ବିଶ୍ବାସ ଏବଂ ୱଚ୍ଛତାର ପ୍ରତିଶ୍ରୁତି ଦ୍ୱାରା ଶୁଦ୍ଧ ପ୍ରମାଣିତ ସୁନା ଏବଂ ରୁପା ଗହଣା ମାଧ୍ୟମରେ ଗହଣା କ୍ରୟ ଅନୁଭୂତିରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ତନିସ୍କ ।
ତନିସ୍କ ଷ୍ଟେସନ ସ୍କୋୟାର, ମାଷ୍ଟର କ୍ୟାଣ୍ଟିନ୍ ଭୁବନେଶ୍ଵର ଷ୍ଟୋର ଭ୍ରମଣ କରି ଏହି ଆନନ୍ଦର ଉତ୍ସବରେ ସାମିଲ ହେବାକୁ ବ୍ରାଣ୍ଡ ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।
ତନିସ୍କ ସମ୍ପର୍କରେ: ତନିସ୍କ ଗଟା ଗ୍ରୁପ୍ ପକ୍ଷରୁ ପ୍ରସ୍ତୁତ ଭାରତର ବହୁ ପସନ୍ଦଯୋଗ୍ୟ ଗହଣା ବ୍ରାଣ୍ଡ । ଆକର୍ଷଣୀୟ
କାରିଗରୀ, ସ୍ବତନ୍ତ୍ର ଡିଜାଇନ ଏବଂ ଗ୍ୟାରେଣ୍ଟିଯୁକ୍ତ ପ୍ରଡ଼କ୍ଟ କ୍ୱାଲିଟି ସହ ଏହା ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେବା ପ୍ରଦାନ କରୁଛି । ଭାରତୀୟ ମହିଳାଙ୍କ ମନକୁ ବୁଝି ସେମାନଙ୍କ ପସନ୍ଦ ମୁତାବକ ପାରମ୍ପରିକ ଏବଂ ସମସାମୟିକ ଗହଣା ଯୋଗାଇବାରେ ଏହା ଦେଶର ଏକମାତ୍ର ଗହଣା ବ୍ରାଣ୍ଡ ଭାବେ ଲୋକପ୍ରିୟତା ହାସଲ କରିଛି । ଶୁଦ୍ଧ ଗହଣା ଯୋଗାଇବାର ପ୍ରତିଶ୍ରୁତିକୁ ପାଳନ କରିବା ପୂର୍ବକ ସମସ୍ତ ତନିସ୍କ ଷ୍ଟୋରରେ କ୍ୟାରେଟ୍ମିଟର ରହିଛି, ଯାହାକି ପ୍ରଭାବଶୀଳ ଉପାୟରେ ଗ୍ରାହକଙ୍କୁ ସୁନାର ଶୁଦ୍ଧତା ମାପିବାକୁ ସକ୍ଷମ କରାଉଛି। ଷ୍ଟେଟ୍-ଅଫ୍-ଦ-ଆର୍ଟ ଇକ୍ତିପ୍ମେଣ୍ଟ ସହ ଏକ ପୂର୍ଣ୍ଣ ସମନ୍ବିତ ଉତ୍ପାଦନ ୟୁନିଟ୍ରେ ଗହଣା ପ୍ରସ୍ତୁତ କରାଯାଉଛି। ୨୫୦ରୁ ଉର୍ଦ୍ଧ ସହରରେ ତନିସ୍କ ରିଟେଲ ଚେନ୍ର ୫୦୦ରୁ ଉର୍ଦ୍ଧ୍ଵ ଏକ୍ସବ୍ଲୁସିଭ ବୁଟିକ୍ ରହିଛି।