Search for:
  • Home/
  • ରାଜ୍ୟ/
  • ଓଡ଼ିଆ କଳାକାରଙ୍କ ସ୍ତର ସ୍ମରଣିକା “ଗ୍ଧର ଓ ସ୍ବାକ୍ଷର’ ଉନ୍ମୋଚିତ

ଓଡ଼ିଆ କଳାକାରଙ୍କ ସ୍ତର ସ୍ମରଣିକା “ଗ୍ଧର ଓ ସ୍ବାକ୍ଷର’ ଉନ୍ମୋଚିତ

Spread the love

Loading

ଭୁବନେଶ୍ବର – “ଓଡ଼ିଆ କଳାକାରଙ୍କ ସ୍ତର” OKS, ପରିବାର ପକ୍ଷରୁ ଆସନ୍ତା ଜୁରାଇ ୨୪ ତାରିଖ ଦିନ ସ୍ଥାନୀୟ ଜୟଦେବ ଭବନ ଭୁବନେଶ୍ବର ଠାରେ ରାଜ୍ୟ ସ୍ତରୀୟ କଳାକାର ଦିବସ ଆୟୋଜନ କରାଯାଉଅଛି । ଏହି କଳାକାର ଦିବସ ଗତ ୪ ବର୍ଷ ଧରି ଆୟୋଜନ ହେଇ ଆସୁଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ ବର୍ଗର କଳାକାରମାନଙ୍କୁ ସମ୍ୱର୍ବନା ଦିଆଯାଇଅଛି ଯଥା – ଲୋକକଳା, ଯାତ୍ରା, ଏଟର, ଚଳଚିତ୍ର, ଧାରାବାହିକ, ସମାଳ ସେଚନ, ପ୍ରଯୋଳକ, ନିର୍ଦେଶକ, ସଙ୍ଗୀତଜ୍ଞ, ଲେଖକ, କଣ୍ଠ ଶିଳ୍ପୀ, ବାଦ୍ୟ ଶିଳ୍ପୀ, ଲୋକଗୀତ, ଆଦି ସହ ଜଡ଼ିତ ୩୦ ଜଣ ଗୁରୁ ଙ୍କୁ ତଥା ଓଡ଼ିଶା ପାଇଁ ଗୌରବ ଆଣିଦେଇଥିବା କଳାକାରଂକୁ ସମ୍ମାନିତ କରାଯାଉଅଛି । ଏସହିତ ଏକ ସ୍ମରଣିକା “ଗ୍ଧର ଓ ସ୍ବାକ୍ଷର’ ଉନ୍ମୋଚିତ ହେବାକୁ ଯାଉଛି ଏହା ସହିତ ସଂଗଠନ ର ୧୦୦ ଜଣ କଳାକାରଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ଜଳିତ ବୀମା ରାଶି ମଧ୍ୟ ପ୍ରଦାନ କରାଯାଉଛି ରେଡ୍ କ୍ରସ ତରଫରୁ ରକ୍ତ ଦାନ ଶିବିରର ଆଯୋଳନ କରାଯାଇଛି ।ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଅଛି । ଇମ୍ୟୁନିଟି ଚେକପ୍ ଜ୍ୟାମ ମଧ୍ଯ କରାଯାଉଅଛି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା, ସଭାପତି ଶ୍ରୀଧର ମାର୍ଥା ଙ୍କ ସମେତ କାର୍ଯ୍ୟକାରୀ କମିଟି ଓଡ଼ିଶାର ପ୍ରତ୍ୟେକ କଳାକାର ମାନଙ୍କୁ ଅନୁରୋଧ କରିଛନ୍ତି ଯେ, ସମସ୍ତେ ଜୁଲାଇ ୨୪ ତାରିଖ କୁ କଳାକାର ଦିବସ ରୂପେ ପାଳନ WharsApp Status re, Facebook re, Instagraame 6 ବହୁଳ ଭାବରେ ପ୍ରଚାର ପ୍ରସାର କରନ୍ତୁ ଏବଂ ଓଡ଼ିଶା ସରକାରଙ୍କୁ, ସୂଚନା ଓ ଲୋକ ସମ୍ପର୍କ. ଅଧୁକାରୀଙ୍କୁ ଅନୁରୋଧ କରିଛନ୍ତି ଏହି ଜୁଲାଇ ୨୪ ତାରିଖ କୁ ବିବଦ୍ଧ ଭାବେ କଳାକାର ଦିବସ ବୋଲି ଘୋଷଣା କରନ୍ତୁ । ଏହି କାର୍ଯ୍ୟକ୍ରମରେ ନାଚ, ଗୀତ, ନାଟକ ପରିବେଷଣ କରାଯିବ ।ରୂପ – ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ନିର୍ଦେଶକ, ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ, ଏକାମ୍ର ବିଧାୟକ, କମିଶଳର କମ୍ ସେକ୍ରେଟାରୀ ରାଳସ୍ଥ ବିଭାଗ, ଚଳଚିତ୍ର ନିର୍ଦେଶକ ପ୍ରଶାନ୍ତ ନନ୍ଦ, ସଦ୍ୟସାଚୀ ମହାପାତ୍ର, ପ୍ରଣବ ଦାସ, ହରିଶ୍ ମହାନ୍ତି, ଶ୍ରୀତମ ଦାସ,ପ୍ରଶାନ୍ତ ପାଢ଼ୀ, ଆଦି ବିଶିଷ୍ଠ ବ୍ୟକ୍ତି ମାନେ ଯୋଗ ଦେବାପାଇଁ ସହମତି ପ୍ରକାଶ କରିଛନ୍ତି । ଆଳିର ପ୍ରେସମିଟ ରେ ସଭାପତି ଶ୍ରୀଧର ମାର୍ଥା, ଉପସଭାପତି ଋଷି ପଟନାୟକ, ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା, ସହ ସମ୍ପାଦକ ବରଦା ପ୍ରସନ ପାତ୍ର, କୋଷାଧ୍ୟକ୍ଷ ମୃଣ୍ମୟ ନାୟକ, ସହ କୋଷାଧ୍ୟକ୍ଷ ବିଶାଲ ସାହୁ, କୋର୍ଡିନେଟର ସାର୍ଥକ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ସୁଭଳିତ ପରିଡ଼ା, ଅରବିନ୍ଦ ଜେନା, ମାନସ ମିଶ୍ର, ସୁକାନ୍ତି ମହାପାତ୍ର ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required