Search for:
  • Home/
  • ରାଜ୍ୟ/
  • ପୁଷ୍ପା ଫିଲ୍ମର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜନ୍ମଦିନ ପାଳିଲେ ସିଲଭର ଗାନ୍ଧୀ ll.

ପୁଷ୍ପା ଫିଲ୍ମର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜନ୍ମଦିନ ପାଳିଲେ ସିଲଭର ଗାନ୍ଧୀ ll.

Spread the love

Loading

ପୁଷ୍ପା ଫିଲ୍ମର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜନ୍ମଦିନ ପାଳିଲେ ସିଲଭର ଗାନ୍ଧୀ ll…
ରିଲିଜ ହେବାକୁ ଅଛି ବହୁ ପ୍ରତୀକ୍ଷିତ ସୁପର ହିଟ ଚଳଚିତ୍ର ପୁଷ୍ପା 2 । ଭାରତର ଦର୍ଶକ ଦେଖିବେ ଟଲିଉଡ଼ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜବରଦସ୍ତ ଆକ୍ସନ । ଏହିଭଳି ମାହୋଲ ଭିତରେ ଏଣ୍ଟ୍ରି ଓଡ଼ିଶାର କରିଛନ୍ତି ସିଲଭର ଗାନ୍ଧୀ । ଯାହାଙ୍କ ଉପରେ ବିଗତ ଦିନରେ ଏକ ହିନ୍ଦୀ ଚଳଚିତ୍ର ନିର୍ମାଣ ହୋଇସାରିଛି । ପଦଯାତ୍ରାରେ ବିଶ୍ୱ ରେକର୍ଡ ସୃଷ୍ଟିକାରୀ ମୋହନ ମହାପାତ୍ର ଓରଫ ସିଲଭର ଗାନ୍ଧୀ ହାଇଦ୍ରାବାଦ ରେ ପାଳିଛନ୍ତି ଆଲୁ ଅର୍ଜୁନଙ୍କ ଜନ୍ମଦିନ । ଆଲୁ ଅର୍ଜୁନଙ୍କ ଜନ୍ମଦିନରେ ମୋହନ ମହାପାତ୍ର ଆଲୁ ଅର୍ଜୁନଙ୍କୁ ବହୁତସାରା ଶୁଭେଚ୍ଛା ଦେବାସହ ତାଙ୍କର ରିଲିଜ ହେବାକୁ ଯାଉଥିବା ଚଳଚ୍ଚିତ୍ର ପୁଷ୍ପା 2 ପାଇଁ ଶୁଭ ମନାସିଛନ୍ତି । ସୂଚନାଥାଉ କି ସିଲଭର ଗାନ୍ଧୀ ଏହି ଚଳଚ୍ଚିତ୍ର ରେ ଏକ ଛୋଟିଆ ଭୂମିକାରେ ଅଭିନୟ କରିବା ସହ ପୁଷ୍ପା 2 ର ପ୍ରଯୋଜକଙ୍କୁ ସୁଟିଂ ସେଟ ରେ ବହୁ ସହଯୋଗ ଯୋଗାଇଛନ୍ତି ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required