Search for:
  • Home/
  • ବିଜେପି/
  • ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ,

ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ,

Spread the love

Loading

କେମିତି କରିବେ ଆବେଦନ, କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ?
ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ସବୁଠି ଚର୍ଚ୍ଚା । ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି । କିନ୍ତୁ କେମିତି ଆବେଦନ କରିବେ ସେନେଇ କିଛି ତଥୃ ସାମ୍ନାକୁ ଆସିଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ଯାହାକୁ ରାଜ୍ୟର ମହିଳାଙ୍କ ପାଇଁ କରାଯାଉଛି ।

Oplus_0

ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ଦରକାର ପଡିବ ଏସବୁ ଡକ୍ୟୁମେଂଟ । ଆଧାର କାର୍ଡ୍, ବ୍ୟାଙ୍କ୍ ଆକାଉଂଟ୍ ତଥ୍ୟ, ଠିକଣା ପ୍ରମାଣ ପତ୍ର, ମୋବାଇଲ ନମ୍ବର, ପାସପୋର୍ଟ୍ ଫଟୋ, ଆୟ ପ୍ରମାଣ ପତ୍ର, ରାସନ କାର୍ଡ । ଏସବୁ ବାଦ୍ କେଉଁମାନେ ଯୋଜନା ପାଇଁ ଯୋଗ୍ୟ? ଆବେଦନକାରୀ ଓଡି଼ଶାର ବାସିନ୍ଦା ହୋଇଥିବେ ।ବିବାହିତା ମହିଳା ମାନେ ସାମିଲ ହୋଇପାରିବେ, ଗୋଟିଏ ପରିବାରରୁ ଜଣେ ମାତ୍ର ସାମିଲ ହୋଇପାରିବେ, ଅବିବାହିତ ମହିଳା ହୋଇପାରିବେନି ସାମିଲ, ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ, ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥିବେ, ଅଙ୍ଗନବାଡି଼ କର୍ମୀ ହୋଇପାରିବେ ସାମିଲ ।

Leave A Comment

All fields marked with an asterisk (*) are required