Search for:
  • Home/
  • ରାଜ୍ୟ/
  • ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନ ସମ୍ମାନୀତ।

ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନ ସମ୍ମାନୀତ।

Spread the love

Loading

ଉତ୍କର୍ଷ ସମ୍ମାନରେ ସମ୍ମାନୀତ ହେଲା ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନ,

ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନ ସମ୍ମାନୀତ

ଭୁବନେଶ୍ୱର, ତା ୨୪.୩. ଜନଚେତନାର ପ୍ରତୀକ ସାହିତ୍ୟ ପତ୍ରିକା ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନକୁ ଆମ ସାହିତ୍ୟପରିବାର ର ଷଷ୍ଠ ବାର୍ଷିକ ସାରସ୍ଵତ ସମାରୋହ ସାହିତ୍ୟର ମହାକୁମ୍ଭ -୨୦୨୫ର ସମାବେଶ ସ୍ଥାନୀୟ ଜୟଦେବ ଭବନର ପ୍ରେକ୍ଷାଳୟପରିସର ରେ ଓଡିଶାର ପ୍ରମୁଖ ପୁରାତନ ଓ ସାହିତ୍ୟର ପ୍ରଚାରପ୍ରସାର ଦିଗରେ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନମଧ୍ୟରୁ ୧୦ ଗୋଟି ଅନୁଷ୍ଠାନକୁ ଉତ୍କର୍ଷ ସାରସ୍ଵତ ସମ୍ମାନ-୨୦୨୫ ସମ୍ମାନରେ ଟ୍ରଫି,ଉତ୍ତରୀୟ ଓ ଫୁଲତୋଟା ଦିଆଯାଇ ଭବ୍ୟ ସଂଵର୍ଧନା ଦିଆଯାଇଥିଲା ଏହି ଅବସରରେ ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନପକ୍ଷରୁ ଏହାକୁ ଅନୁଷ୍ଠାନର ସଂପାଦକ ଭୁବନ ମୋହନ ମହାନ୍ତି.ଅତିଥିମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ.ଉକ୍ତ ଉତ୍ସବରେ ଅନୁଷ୍ଠାନର ସଦ୍ଭାପତି ଡ଼.ଅଲେଖ ପ୍ରସାଦ ମହାରଣା ସଂପାଦକ କବି ସରୋଜ କୁମାର ଶତପଥିଙ୍କ ମିଳିତ ସହଯୋଗରେ ଉଦଘାଟକ ବରିଷ୍ଠ ସାହିତ୍ୟକ ପ୍ରାକ୍ତନ ସାଂସଦ ଡ.ପ୍ରସନ୍ନ ପାଟ୍ଟସାହାଣୀ ମୁଖ୍ୟ ଅତିଥି ଦ୍ଭାବେ ସମ୍ବାଦରପ୍ରତିଷ୍ଠାତା ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ୱରଂଜନ ପ୍ରମୁଖ ଯୋଗଦେଇ ସଂଵର୍ଧୀତ କରିଥିଲେ.

Leave A Comment

All fields marked with an asterisk (*) are required