Search for:
  • Home/
  • ରାଜ୍ୟ/
  • ଲକ୍ଷ୍ମୀସାଗରରେ ଶୁଭାରମ୍ଭ ହେଲା ଜେନେକଷ୍ଟ ଟୁଲସ ଏଲଏଲପି . ଏହି ଅତ୍ୟାଧୁନିକ ସ୍ମାର୍ଟ କର୍ଡ ଲେସ ପାୱାର ଟୁଲସର ବିଜିନେସ ଡିସଟ୍ରିବୁଟର ସେଣ୍ଟର

ଲକ୍ଷ୍ମୀସାଗରରେ ଶୁଭାରମ୍ଭ ହେଲା ଜେନେକଷ୍ଟ ଟୁଲସ ଏଲଏଲପି . ଏହି ଅତ୍ୟାଧୁନିକ ସ୍ମାର୍ଟ କର୍ଡ ଲେସ ପାୱାର ଟୁଲସର ବିଜିନେସ ଡିସଟ୍ରିବୁଟର ସେଣ୍ଟର

Spread the love

Loading

ଭୁବନେଶ୍ୱର 18/5 ଦ୍ରୁତ ବିକାଶ ପଥେ ଆଗଉଛି ସ୍ମାର୍ଟ ସିଟି ଭୁବନେଶ୍ୱର. ସହର ରେ ବିକାଶ ମୂଳକ କାର୍ଯ୍ୟ ପାଇଂ ଏବେ ପ୍ରଦୂଷଣ ମୁକ୍ତ,କମ ମାନବ ସମ୍ବଳ ଓ ତ୍ୱରାନ୍ୱିତ କାର୍ଯ୍ୟ କରିବା ପାଇଂ ଓଡିଶା ବଜାରରେ ପ୍ରଥମ କରି ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଶୁଭାରମ୍ଭ ହେଲା ଜେନେକଷ୍ଟ ଟୁଲସ ଏଲଏଲପି . ଏହି ଅତ୍ୟାଧୁନିକ ସ୍ମାର୍ଟ କର୍ଡ ଲେସ ପାୱାର ଟୁଲସର ବିଜିନେସ ଡିସଟ୍ରିବୁଟର ସେଣ୍ଟରକୁ ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ. କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମାଧ୍ୟରେ ମିଲୱାକିର ବିଜିନେସ ହେଡ଼ ଅଭ୍ୟୁଦୟ ସେନାପତି,ପାନ ଇଣ୍ଡିଆ ଡିସଟ୍ରିବୁଟର ମୁକୁନ୍ଦ ଚତୁର୍ବେଦି ଓ କ୍ଲିମାସ ଇଣ୍ଡିଆର ସେଲସ ମ୍ୟାନେଜର ଅଭିଜିତ ଦାଶ ଓ ଓନର ମିହିର କୁମାର ବିଶ୍ୱାଳ ଓ ମିର୍ଜା ଜିଆ ବେଗ ପ୍ରମୁଖ ଉପସ୍ଥିତ ଥିଲେ.
ଏହି ନୂତନ ଏଜେନ୍ସି ଗ୍ରୁପ ରେ ମିଲୱାକି ଓ କ୍ଲିମାସ କମ୍ପାନୀ ର ବିଶେଷ ଟୁଲସ ଆଇଟମ, ଅତ୍ୟାଧୁନିକ ପ୍ଲମ୍ବିଙ୍ଗ, ଇଲେକ୍ଟ୍ରିକାଲ, ଷ୍ଟିଲ ଆଣ୍ଡ ମେଣ୍ଟାଲ, ଇଣ୍ଟେରିଅର ଫିନିସିଂ, ମେକାନିକାଲ ଓ କନଷ୍ଟ୍ରକସନ ପାଇଂ ଟୁଲସ ଉପଲବ୍ଧ ହେବ.ବ୍ୟାଟେରୀ ଚାର୍ଜଙ୍ଗ ଚାଳିତ ଏହି ମେସିନ ଓଡିଶାରେ ଏହା ପ୍ରଥମ କରି ବଜାର ପ୍ରବେଶ କରିଥିବାରୁ ଏହାର ମାର୍କେଟିଙ୍ଗ ରେ ବିଶେଷ ଭାବେ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ମାର୍କେଟିଙ୍ଗ ହେଡ଼….

Leave A Comment

All fields marked with an asterisk (*) are required