Search for:
  • Home/
  • ରାଜ୍ୟ/
  • ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଗଣତନ୍ତ୍ର ଦିବସ

ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଗଣତନ୍ତ୍ର ଦିବସ

Spread the love

Loading

ଭୁବନେଶ୍ୱର:ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଗଣତନ୍ତ୍ର ଦିବସ ସତ୍ୟନଗର ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମ ରେ ସତ୍ୟନଗର ର ବରିଷ୍ଠ ନାଗରିକ ମାନଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା, ପ୍ରାୟ ୧୦୦ ସ୍କୁଲ ପିଲାଙ୍କୁ ଚକୋଲେଟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Comment

All fields marked with an asterisk (*) are required