Search for:
  • Home/
  • ରାଜ୍ୟ/
  • ରାମେଶ୍ୱର କ୍ଳବ ବାର୍ଷିକ ଉତ୍ସବ, ମହୋତ୍ସବରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ଓ କଳିଙ୍ଗ କୁମାର ପ୍ରତିଯୋଗୀତା

ରାମେଶ୍ୱର କ୍ଳବ ବାର୍ଷିକ ଉତ୍ସବ, ମହୋତ୍ସବରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ଓ କଳିଙ୍ଗ କୁମାର ପ୍ରତିଯୋଗୀତା

Spread the love

Loading

ରାମେଶ୍ୱର କ୍ଳବ ବାର୍ଷିକ ଉତ୍ସବ, ମହୋତ୍ସବରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ଓ କଳିଙ୍ଗ କୁମାର ପ୍ରତିଯୋଗୀତା

ଭୁବନେଶ୍ୱର,୮/୪: ରାମଶ୍ବର ପାଟଣାରେ ଚାଲିଥଇବା ରାମେଶ୍ୱର ମହୋତ୍ସବର ୪ର୍ଥ ସନ୍ଧ୍ୟା ଓ ରାମେଶ୍ବର କ୍ଲବର ୪୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ଓ କଳିଙ୍ଗ କୁମାର ପ୍ରତିଯୋଗୀତା କରାଯାଇଥିଲା। ଭୁବନେଶ୍ୱର କୁମାର ପ୍ରତିଯୋଗିତାରେ ସୂଯ୍ୟକାନ୍ତ ନାୟକ ପ୍ରଥମ, ରଞ୍ଜନ ନାୟକ ଦ୍ଵିତୀୟ ଓ ଏସ କେ ଜୈନୁଲ ତୃତୀୟ ହୋଇଛନ୍ତି। ସେହିପରି କଳିଙ୍ଗ କୁମାର ଭାବେ ପ୍ରଶାନ୍ତ କୁମାର ଦାଶ ପ୍ରଥମ, ସୂର୍ଯ୍ୟକାନ୍ତ ପ୍ରଧାନ ଦୂତୀୟ ଓ ରଞ୍ଜନ କୁମାର ନାୟକ ତୃତୀୟ ହୋଇଛନ୍ତି। ଏଥିରେ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦେବ୍ ଫାଉଣ୍ଡେସନ୍ ମୁଖ୍ୟ ଦେବ୍ ନାୟକ, ମଦନ ମୋହନ ପ୍ରଧାନ ଆଦି ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ ଲେଙ୍କା, ଅକ୍ଷୟ ଦିକ୍ଷିତ୍‌, ରମେଶ ବାରିକ୍‌, ଦିପକ ମହାପାତ୍ର, ମହେଶ୍ୱର ପଣ୍ଡା, ବିରଂଚି ମହାପାତ୍ର, ବିଶ୍ୱଜିତ ମହାପାତ୍ର, ପ୍ରଫୁଲ୍ଲ ପଣ୍ଡା, ମୃତ୍ୟୁଞ୍ଜୟ ପଣ୍ଡା, ଘନଶ୍ୟାମ ସାହୁ, ଆର୍ଯ୍ୟ ପ୍ରଧାନ, ସ୍ମୃତି ରଞ୍ଜନ ପ୍ରଧାନ, ସଂଜୟ ମହାପାତ୍ର ଉପସ୍ଥିତି ଥିବା ବେଳେ ମନୋରଞ୍ଜନ ମହାପାତ୍ର ଏହାକୁ ସଂଯୋଜନା କରିଥିବା ବେଳେ ସଭ୍ୟ ପରିଚାଳଣା କରିଥିଲେ । ଏଥିରେ ବିଚାରପତି ଭାବେ ସୁମିତ୍ରା ତ୍ରିପାଠୀ, ପ୍ରଫୁଲ୍ଲ କୁମାର ଗୁରୁ, ପ୍ରସନ୍ନ ମହାସୁଆର ପ୍ରମୁଖ ଉପସ୍ଥିତଥିଲେ।

Leave A Comment

All fields marked with an asterisk (*) are required