Search for:
  • Home/
  • ରାଜ୍ୟ/
  • ବାଇଶି ପାହାଚ ପୁସ୍ତକ ସପ୍ତ ଦଶ ସଂସ୍କାରଣ ଉନ୍ମୋଚିତ,

ବାଇଶି ପାହାଚ ପୁସ୍ତକ ସପ୍ତ ଦଶ ସଂସ୍କାରଣ ଉନ୍ମୋଚିତ,

Spread the love

Loading

ବାଇଶି ପାହାଚ ପୁସ୍ତକ ସପ୍ତ ଦଶ ସଂସ୍କାରଣ ଉନ୍ମୋଚିତ,

ଭୁବନେଶ୍ୱର ଟା 22,3,25 ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରି ସଦ ର ମାସିକ ଆଲୋଚନା ଚକ୍ର ଓଡିଶା ଲେଖକ ସମବାୟ ସମିତି ପରିସରରେ ପ୍ରଭାତ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି, ମୁଖ୍ୟ ଅତିଥି ଭାବେ ନାଟ୍ୟକାର ବିଜୟ କୁମାତ ମହାନ୍ତି, ବକ୍ତା ଓ ଆଲୋଚକ ଭାବେ ଇଂ ଗଣେଶ ଚନ୍ଦ୍ର ପଣ୍ଡା, ଆରତି କର, ସୁକାନ୍ତ ପ୍ର ଧାନ, ଦୀପ୍ତି ରଞ୍ଜନ ମହାନ୍ତି, ବିରଜା ପ୍ରସାଦ ଶତପଥି,ସିଦ୍ଧାର୍ଥ କାନୁନଗୋ ଆଦି ଯୋଗ ଦାନ କରି ଡାକ୍ତର ମିଶ୍ର ଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ଏହି ଅବସର ରେ ଅତ୍ୟନ୍ତ ଲୋକ ପ୍ରିୟ ପୁସ୍ତକ ବାଇଶି ପାହାଚ ର ସାପ୍ତାଦଶ ସଂସ୍କରଣ ଉନ୍ମୋଚିତ ହୋଇଥିଲା ଯାହାକି ଆଠୋଟି ଭାଷାରେ ଅନୁଦିତ ହୋଇ ବହୁ ଲୋକପ୍ରିୟତା ଲାଭ କରିଛି, ପ୍ରାଆରମ୍ଭ ରେ ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ବାଇଶି ପାହାଚ ପୁସ୍ତକ ସମ୍ପର୍କ ରେ ସୁବିସ୍ତୃତ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ,

Leave A Comment

All fields marked with an asterisk (*) are required