
*ନୂତନ ଦାୟୀତ୍ୱ ଘୋଷଣା*
ପୁରୀର ଆଇନଜୀବି ପ୍ରସନ୍ନ କୁମାର ମିଶ୍ର ହେଲେ ରାଜ୍ୟ ପ୍ୟାନେଲିଷ୍ଟ
ଭୂବନେଶ୍ୱର, ତା.୦୪/୦୫: ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଶ୍ରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ‘ରାଜ୍ୟ ପ୍ୟାନେଲିଷ୍ଟ’ ଦାୟୀତ୍ୱ ପ୍ରଦାନ କରାଯାଇଛି ।