Search for:
  • Home/
  • ରାଜ୍ୟ/
  • ଗରିବଙ୍କ ହକ ପାଇଁ ଲଢେଇ ଚାଲିଛି।

ଗରିବଙ୍କ ହକ ପାଇଁ ଲଢେଇ ଚାଲିଛି।

Spread the love

Loading

ଭୁବନେଶ୍ୱର:୨୫.୦୭  ଗରିବଙ୍କ ହକ ପାଇଁ ଲଢେଇ କରୁଛନ୍ତି ୱାର୍ଡ No 63ର ସମାଜ ସେବୀ ପ୍ରକାଶ କୁମାର ବିଶ୍ୱାଳ ସେ ସକାଳୁ ଆରମ୍ଭ ରୁ ଦୀର୍ଘ ରାତି ପର୍ଯ୍ୟନ୍ତ ସେ ସବୁବେଳେ ଗରିବଙ୍କ ସାଥୀରେ ରୁହନ୍ତି ତାଙ୍କର ମୂଳ ଲକ୍ଷ୍ୟ ଯେ ସରକାରଙ୍କର ଯେତେ ସବୁ ଯୋଜନା ଅଛି ପ୍ରକୃତରେ ଗରିବ ଲୋକ ପାଉଛନ୍ତି କି ନାଇଁ ସେଥିପାଇଁ ସବୁବେଳେ ଚେଷ୍ଟା କରନ୍ତି ଯିଏ ପ୍ରକୃତରେ ଗରିବ ସେ ତାଙ୍କ ପାଇଁ ଆଗକୁ ଅଣ୍ଟା ଭିଡନ୍ତି ଆଜି ତାଙ୍କର ଚେଷ୍ଟାରେ ୱାର୍ଡ No 63ଜାଗମରା ରେ କିଛି ଲୋକଙ୍କୁ ମଧୁ ବାବୁଙ୍କ ପେନସନରେ ଅନ୍ତର୍ଭୁକ୍ତ କରାଯାଇଛି ଆଉ ଗରିବଙ୍କ ମୁହଁରେ ହସ ଫୁଟିଛି ଏବଂ ପେନସନ ଧାରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ଏବଂ BMC ଅଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ. Bmc co ସୂଚନ୍ଦନା ମହାପାତ୍ର. ରଶ୍ମି ରେଖା ଚୌଧୁରୀ ଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି

Leave A Comment

All fields marked with an asterisk (*) are required