Search for:
  • Home/
  • ରାଜ୍ୟ/
  • ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା

ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା

Spread the love

Loading

ଭୁବନେଶ୍ୱର:ଭୁବନେଶ୍ୱର ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା ଦୋଷୀ ସ୍ନେହସ୍ୱାକ୍ଷର ସାମଲକୁ ଆଜୀବନ ସଜା ଦେଲେ ଏଡିଜେ-୧ ଘଟଣାର ୧୦ ବର୍ଷ ପରେ ଦୋଷୀକୁ ଦଣ୍ଡାଦେଶ କଲେ କୋର୍ଟ-୨୦୧୪ରେ ଡାକ୍ତରଙ୍କ ଘରେ ପଶି ୩ ଜଣକୁ ହତ୍ୟା କରିଥିଲା ସ୍ନେହସ୍ୱାକ୍ଷର ଡା. ଅତୁଲ୍ୟ ମେହେର, ତାଙ୍କ କେୟାରଟେକର ଓ ଜଣେ ନାବାଳକକୁ ମାରିଥିଲା
ପୂର୍ବ ଶତ୍ରୁତାକୁ ନେଇ ଅତି ବୀଭତ୍ସ ଭାବେ ୩ ଜଣଙ୍କୁ ହତ୍ୟା କରିଥିଲା

Leave A Comment

All fields marked with an asterisk (*) are required