Search for:
  • Home/
  • ରାଜ୍ୟ/
  • ଭାରତର ସର୍ବବୃହତ ଆମୋଦ ପ୍ରମୋଦ ପାର୍କ ଚେନ୍ ଭୁବନେଶ୍ୱରକୁ ସମ୍ପ୍ରସାରିତ କରୁଛି

ଭାରତର ସର୍ବବୃହତ ଆମୋଦ ପ୍ରମୋଦ ପାର୍କ ଚେନ୍ ଭୁବନେଶ୍ୱରକୁ ସମ୍ପ୍ରସାରିତ କରୁଛି

Spread the love

Loading

ୱଣ୍ଡେର୍ଲା: ଭାରତର ସର୍ବବୃହତ ଆମୋଦ ପ୍ରମୋଦ ପାର୍କ ଚେନ୍ ଭୁବନେଶ୍ୱରକୁ

ସମ୍ପ୍ରସାରିତ କରୁଛି

ଭୁବନେଶ୍ୱର, ୧୭:୫: ଭାରତର ସର୍ବବୃହତ ଆତ୍ମାନମେଣ୍ଟ (ଆମୋଦ ପ୍ରମୋଦ) ପାଇଁ ଚେନ୍‌ ଣ୍ଡେର୍ସା କରିଦେଇ ଭୁବନେଶ୍ଵରର କୁମ୍ଭାରଦସରେ ନିଜର ନବୀନତମ ପାଇଁ ଶୁଭାରମ୍ଭ ଘୋଷଣା କରି ଗୋମାଞ୍ଚିତ ଅନୁକୂଳ କରୁଛି । ଏହା ହଖେର୍ଲାର କୋଟି, ବେଙ୍ଗାଲୁରୁ ଏକ ହାଇଦରାବାଦ ପରେ ଚତୁର୍ଥ ସମ୍ମାନଜନକ ପାର୍କ ହୋଇଛି । ଏହି ସତ୍ୟାସ ଖେଲି ୨୦୦୦ରେ ସ୍ଥାପିତ ହେବା ଦିନଠାରୁ ଅତୁଳନୀୟ ମନୋରଞ୍ଜନ ଅନୁଭୂତି ପ୍ରଦାନ କରିବାର ଏକନିଷ୍ଠ ପ୍ରତିବଦ୍ଧତାର ପ୍ରତିନିଧୁତ୍ୱ କରୁଛି। ଏକ ପବ୍ଲିକ ଲିଷ୍ଟେଡ କମ୍ପାନୀ ଭାବରେ ସ୍ୱଣ୍ଡେର୍ଲା ତାହାର ଉପସ୍ଥିତିକୁ ସମ୍ପ୍ରସାରିତ କରିବା ଏବଂ ସଖାନାସଦ ଅତିଥିମାନଙ୍କର ପରିବର୍ଲିତ ପସନ୍ଦ ମୁତାବଳ ନିଜର ସେବାଗୁଡିକୁ ନିରନ୍ତର ସମୃଦ୍ଧ କରିଆସିଛି । ଏହା ଘୋଷଣା କରିବାକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅରୁଣ ସେ ଚିଟିଲାଗିଲେ, ଏମତି; ଶିବଦାଦ ଏମ, ପ୍ରେସିଡେଣ୍ଟ; ଧୀରନ ବୋଧାଳୀ, ସି୪୫; ଅଜିକ୍ରିଶନ୍, ଲିପି-ଇଞ୍ଜିନିୟରିଂ ଏବଂ କତନ୍ତ୍ର ନାୟକ, ପାର୍କ ହେଡ- ଭୁବନେଶ୍ଵର ପ୍ରମୁଖ ଉପସ୍ଥିତ

ଓଡ଼ିଶା ଟୁଲିଳମ୍‌ ଇନ୍‌ଭେଷ୍ଟର ଇଣ୍ଟରଆକ୍‌ନ ମିଟ, ୨୦୧୯ ଅବସରରେ ଓଡ଼ିଶା ସରକାରଙ୍କ ଆମନ୍ତ୍ରଣକ୍ରମେ ଏବଂ ରାଜ୍ୟସ୍ତରୀୟ ଏକକ ବାତାୟନ ଅଥରିଟି (ଏସ୍ଏଲଏସଡବ୍ଲ୍ୟୁସିଏ)ଙ୍କର ‘ନୀତିଗତ’ ଅନୁମୋଦନ ତଥା ୨୦୦୦ରେ ସରକାରଙ୍କ ପକ୍ଷରୁ ୯୦-ବର୍ଷ ଅବଧୂର ଲିଭ୍ ମିଳିବା ପରେ ସ୍ୱଣ୍ଡେର୍ଲା ଓଡ଼ିଶା ଏହାକୁ ନେଇ ଅଗ୍ରସର ହୋଇଥିଲା।

ପ୍ରାୟ ୧୯୦ କୋଟି ଟଙ୍କା ନିବେଶରେ ୱଣ୍ଡେର୍ଲା ଭୁବନେଶ୍ଵର ୨୧ରୁ ଅଧିକ ଆନନ୍ଦଦାୟକ ଶୁଷ୍କ ଓ ଆର୍ଦ୍ର (କ୍ଲାଏ ଆଣ ହେନ୍ଦ୍ର) ରାଜକ ପ୍ରଦର୍ଶିତ କରୁଛି ଯାହା ହାର-ସିଦ୍ଧ କୋଷ୍ଟରଠାରୁ ନେଇ ପରିବାର ଉପଯୋଗୀ ଆକର୍ଷଣଗୁଡିକ ପର୍ଯ୍ୟନ୍ତ ଅଙ୍ଗୁଳା ଲୋମାଞ୍ଚ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି । ଭୁବନେଶ୍ଵରଠାରୁ ମାତ୍ର ୨୨.୫ କିଲୋମିଟର ଦୂରରେ ଅବସ୍ଥିତ ରୋମାଞ୍ଚ-ଜଲାସକାରୀଙ୍କ ନିମନ୍ତେ ଏକମାତ୍ର ସ୍ଥଳ ହେବାକୁ ରଣକୌଶଳାତ୍ମକ ଭାବରେ ଅବସ୍ଥିତ, ଯାହା ଏନଏଚ ୧୬ (କଲକାତା-ଚେନୁଳ) ନିକଟରେ ରହିଛି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ବୈଭବ ପ୍ରତି ସମ୍ମାନ ଜଣାଇବାକୁ ଡିଜାଇନ କରାଯାଇଥିବା ୱଣ୍ଡେର୍ଲା ଭୁବନେଶ୍ଵର ୫୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି ଏବଂ ଏହି ଅଞ୍ଚଳର ଇତିହାସ ଓ ସଂସ୍କୃତି ଦ୍ଵାରା ଅନୁପ୍ରେରିତ ହୋଇ ଅନୁଭୂତିସମ୍ପନ୍ନ ଦିଗଗୁଡିକ ଜରିଆରେ ଯାତ୍ରା ଆରମ୍ଭ କରୁଛି ।

ରୋମାଞ୍ଚକାରୀ ଅନୁଭୂତି ପ୍ରଦାନ ସହିତ ୱଣ୍ଡେର୍ଲା ଆମ୍ୟୁକମେଣ୍ଟ ପାର୍କ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇନେବା ନିମନ୍ତେ ପ୍ରତିବଦ୍ଧ ରହିଛି । ପ୍ରାୟ ୪୫୦ ଜଣଙ୍କୁ ନିଯୁକ୍ତି, ବିଶେଷକରି ଅଣକୁଶଳୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଯୋଗାଇବା ସହିତ ଏହି ପାର୍କ ଭୁବନେଶ୍ଵର ଏବଂ ତାହାର ଚତୁର୍ପାର୍ଶ୍ଵ ଅଞ୍ଚଳର ଅନେକ ବାସିନ୍ଦାଙ୍କ ପାଇଁ ଜୀବିକା ଯୋଗାଇଦେବ। ଅନ୍‌ଲାଇନ ପ୍ରି-ବୁକିଂରେ କେବଳ ୟର୍ଲି ବାର୍ଡ ରିହାତି ପାର୍କ ଟିକେଟ ସମ୍ପ୍ରତି ୭୪୯ ଟଙ୍କା” ରେ ଉପଲବ୍ଧ ହେଉଛି । ନିୟମିତ ପାର୍କ ଟିକେଟଗୁଡିକ ପିକ ୱିକ୍‌ଡେଜ୍‌ରେ ୯୯୯ ଟଙ୍କା ଏବଂ ପିକ ୱିକ୍‌ଏଣ୍ଡଗୁଡିକରେ ୧୧୦୦ ଟଙ୍କା’ରେ ଉପଲବ୍ଧ ହେବ। ସ୍ୱଣ୍ଡେର୍ଲା ମଧ୍ୟ ସମ୍ପ୍ରତି ତାହାର ଶୁଭାରମ୍ଭର ଅଂଶ ଭାବରେ ଷ୍ଟୁଡେଣ୍ଟ ଆଇଡି ଅଫର, ମୋ ବସ୍ ଓ ଟ୍ରେନ ଟିକେଟ ରିହାତି, ବାର୍ଥଡେ ଅଫର୍ ଆଦି ବହୁବିଧ ଅଫର ପ୍ରଚଳନ କରୁଛି ।

ଅରୁଣ କେ ଚିଟ୍ଟିଭାଗିଲେ, ଏମତି, ୱଣ୍ଡେର୍ଲା ହଲିଡେଜ୍ ଲିମିଟେଡ ଏହାର ଉଦ୍‌ଘାଟନ ଅବସରରେ ଭୁବନେଶ୍ଵରରେ କମ୍ପାନୀର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଆମେ ଉଲ୍ଲାସର ସହିତ ଘୋଷଣା କରୁଛୁ ଯେ ୱଣ୍ଡେର୍ଲା ଭୁବନେଶ୍ଵର ଆନୁଷ୍ଠାନିକ ଭାବରେ ଜୁନ ତୃତୀୟ ସପ୍ତାହରୁ ଖୋଲିବ, ଏବଂ ଜନସାଧାରଣ ୨୦୨୪ ମେ ୨୪ ତାରିଖରୁ ଏହା ମଧ୍ୟକୁ ପ୍ରବେଶ କରିବା ସୁଯୋଗ ପାଇବେ । ଆମର ଯାତ୍ରା ସର୍ବଦା ଆମ ଅତିଥିମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ହୋଇ ରହିଆସିଛି, ଏବଂ ଏହି ଦୂରଦୃଷ୍ଟି ଓଡ଼ିଶାକୁ ଆଣିବା ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ଅଛି। ଏହି ଶୁଭାରମ୍ଭ ଆମ ପାଇଁ
ଗରୁତ୍ୱ ରଖୁଛି ଏବଂ ଏହି ପାର୍କର ବିପୁଳ ସଫଳତା ଆମେ ଦେଖୁପାରୁଛୁ, ଯାହା ଦିନକୁ ୩,୫୦୦ରୁ ଅଧ‌ିକ ଲୋକଙ୍କର ମନୋଇଞ୍ଜନ କରିପାରିବ । ଆମେ ପ୍ରତ୍ୟେକଙ୍କୁ ସ୍ବାଗତ କରିବା ଏବଂ ଏକ ଅଲୁକା ଅନୁଭୂତି ଯୋଗାଇଦେବା ଆଶା କରୁଛୁ ।” ଶିବଦାସ ଏମ୍. ପ୍ରେସିଡେଣ୍ଟ, ସ୍ୱଣ୍ଡେର୍ଲା ହଲିଡେଜ୍ ଓଡ଼ିଶା ସରକାରଙ୍କ ଅବଦାନ ସମ୍ପର୍କରେ ପ୍ରକାଶ କରି କହିଥିଲେ, “ଡେଗାଁ ଭୁବନେଶ୍ଵର ଆମ ହୃଦୟର ନିକଟତର ଏକ ପ୍ରକଳ୍ପ । ୨୦୧୯ରେ ଆମର ଆଲୋଚନା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆମନ୍ତ୍ରଣ ମିଳିବା ପରେ ଏହା ଆରମ୍ଭ ହୋଇଥିଲା। ତାଙ୍କର ସମର୍ଥନ ଅତ୍ୟନ୍ତ ଗୁରୁତ୍ବପୂର୍ଣ ହୋଇଛି ଏବଂ ୯୦ ବର୍ଷ ଅବଧୂର ଲିକ୍ ଅନୁମୋଦନ ସହିତ ଆମେ ଏହି ଚମତ୍କାର ଯାତ୍ରାରେ ଆଗକୁ ବଢିଥିଲୁ । ଆମେ ଆହ୍ବାନର ସାମନା କରିଛୁ,

କିନ୍ତୁ ଆମର ଏକାଗ୍ରତା ଏବଂ ଓଡ଼ିଶା ସରକାରଙ୍କର ଦୃଢ଼ ସମର୍ଥନ, ବିଶେଷକରି ପର୍ଯ୍ୟଟନ ଓ ଶିଳ୍ପ ବିଭାଗର ସମର୍ଥନ ଏହାକୁ

ସମ୍ଭବ କରିପାରିଛି। ଆମେ ଦୃଢ ନିଶ୍ଚିତ ଯେ ୱଣ୍ଡେର୍ଲା ଭୁବନେଶ୍ଵର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ସମସ୍ତ

ପରିଦର୍ଶକଙ୍କ ପାଇଁ ଆନନ୍ଦ ଆଣିଦେବ, ଏକ ସୁସଂହିତ, ଚଳଚଞ୍ଚଳ ଲକ୍ଷ୍ୟସ୍ଥଳ ଭାବରେ ଆମର ପ୍ରତିବଦ୍ଧତାକୁ

ପୁନଃଦୃଢିକରଣ କରିବ।” ଧୀଇନ୍ ଚୌଧାରୀ, ସିଓଓ, ସ୍ୱେଣ୍ଡେର୍ଲା ହଲିଡେଜ୍ ସେମାନଙ୍କର ଆଞ୍ଚଳିକ ପ୍ରତିବଦ୍ଧତା ସମ୍ପର୍କରେ କହିଥିଲେ ଯେ, “ଣ୍ଡେଲାରେ ଆମେ ବିଶ୍ଵଶ୍ରେଣୀର ମନୋରଞ୍ଜନ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ ଏବଂ ସେହି ସମୟରେ ଆମର ସ୍ଥାନୀୟ ଜନସାଧାରଣଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରୁଛୁ। ଓଡ଼ିଶାରେ ଆମେ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଏବଂ ଅଗଣିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖୁଛୁ। ଉତ୍କର୍ଷ ଏବଂ ଉତ୍ସର୍ଗୀକୃତ ଭାବ ଭଳି ଆମର ମୌଳିକ ମୂଲ୍ୟବୋଧ ଆମ କାର୍ଯ୍ୟ ପରିଚାଳନାର ପ୍ରତ୍ୟେକ ଦିଗ ଜରିଆରେ ସ୍ପଷ୍ଟ ପ୍ରତ୍ୟୟମାନ ହେଉଛି । ଆମ ଭିଡିଓରେ ଯାହା ପ୍ରଦର୍ଶିତ ହେଉଛି, ୱଣ୍ଡେର୍ଲା ଭୁବନେଶ୍ଵରରେ ସର୍ବାଧୁନିକ ସୁବିଧା ସୁଯୋଗ, ଉଲ୍ଲେଖନୀୟ ପରିମାଣର ପୁଞ୍ଜିନିବେଶ, ବହୁବିଧ ରେଷ୍ଟୁରାଣ୍ଟ ଏବଂ ଦମଦାର ମାର୍କେଟିଂ ଯୋଜନା ଆଦି ଭରପୂର ରହିଛି। ଆମେ ସୁସଂହତ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଉଲ୍ଲସିତ ଅଛୁ

ଯାହା ୱଣ୍ଡେର୍ଲାକୁ ଓଡ଼ିଶାରେ ଏକ ଆକାଂକ୍ଷିତ ଲକ୍ଷ୍ୟସ୍ଥଳ କରି ଗଢିତୋଳିବ।” ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଥିବା ୱଣ୍ଡେର୍ଲା ଆମ୍ୟୁଜମେଣ୍ଟ ପାର୍କ ଭୁବନେଶ୍ଵରରେ ପରିବାର, ସାଙ୍ଗସାଥୀ ଏବଂ ରୋମାଞ୍ଚ ତଲାସିକାରୀଙ୍କ ନିମନ୍ତେ ଏକ ଗୋ-ଟୁ ଡେଷ୍ଟିନେସନ୍ ହେବାକୁ ଯାଉଛି। ବହୁବିଧ ରେଞ୍ଜର ରାଇଡ, ଆକର୍ଷଣ ଏବଂ ଆମୋଦ ପ୍ରମୋଦକାରୀ ସୁବିଧା ସହିତ ୱଣ୍ଡେର୍ଲା ଏକ ଅନ୍ତର୍ନିବେଶୀ ଅନୁଭୂତି ପ୍ରଦାନର ପ୍ରତିଶ୍ରୁତି ଦେଉଛି ଯାହା ପରିଦର୍ଶକମାନଙ୍କୁ

ଧରିରଖୁବ ଏବଂ ସେମାନଙ୍କୁ ଆଉ ଅଧିକ ନିମନ୍ତେ ଆକର୍ଷିତ କରିବ। ପରିଦର୍ଶକମାନେ ସେମାନଙ୍କର ପ୍ରବେଶ ଟିକେଟ ଅଗ୍ରୀମ ଆକାରରେ this link କରିଆରେ ବ୍ଲକ କରିପାରିବେ

Leave A Comment

All fields marked with an asterisk (*) are required