ପରିଚୟ ଫାଉଣ୍ଡେସନ ର ବାରତମ ସଂସ୍କରଣ ର୍ ଅର୍ଯ୍ୟା ସଂମାନ ଅନୁଷ୍ଠିତ
ଭୁବନେଶ୍ୱର ,୬/୩/୨୦୨୪:ପରିଚୟ ଫାଉଣ୍ଡେସନ ର ବାରତମ ସଂସ୍କରଣ ର୍ ଅର୍ଯ୍ୟା ସନମାନ ଆଜି ଅନୁଷ୍ଠିତ ହୋଇଯାଇଛି।ପରିଚୟ ର୍ ଏହି ସୁସ୍କରଣ ରେ ବିଭିନ୍ନ ବର୍ଗରେ ଥିବା ୨୨ ଟି କ୍ଷତ୍ରରେ ସମସ୍ତ ଆୱାଡି ଙ୍କୁ ସଂମାନିତ କରାଯାଇଛି।ମହିଳା ଦିବସ ର୍ ଅବ୍ୟବହିତ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ବିଭିନ କ୍ଷତ୍ରରେ ଖ୍ୟାତି ଅର୍ଜନ କରିଥିବା ମହିଳା ଉଦ୍ୟଗି ଙ୍କୁ ମଧ୍ୟ୍ୟ ସଂମାନିତ କରାଯାଇଥିଲା।ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଲତା ଦେଓ ଯୋଗ ଦେଇଥିଲେ। ପଦ୍ମଶ୍ରୀ ଗୁଲଫାମ ଅହମ୍ମଦ, ବିଶ୍ୱସ୍ତରୀୟଖେଳାଳି ଶରୋଦ ,ଶ୍ରୀ ପ୍ରେମାନଦ ସଙ୍ଗୀତ ନିର୍ଧେସକ ,ଶ୍ରୀ ଶାଶ୍ୱତ ଯୋଶୀ ,ଶ୍ରୀ ପଦ୍ମଶ୍ରୀ ମିଶ୍ର ,ରଶ୍ମିତା ସାହୂ ନିର୍ଧେସକ ରୁଚି ପ୍ରମୁଖ ଯୋଗ ଦେଇଥିଲେ।ଶ୍ରୀମତୀ ସୁଲତା ଦେଓ ରାଜ୍ୟସଭା ସଦସ୍ୟ ପ୍ରମୁଖ ଯୋଗ ଦେଇ ଥିଲେ।ସଭା ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଥିଲା।ଶେଷରେ ଲାଶ୍ୟାକଳା ଅନୁଷ୍ଠାନ ଦ୍ୱାରା ଶିବ ତାଣ୍ଡବ ର୍ ପରିବେଷଣ କରାଯାଇଥିଲା।ଯାହାର ଯାହାର ସଂଳାପ ଲଳିତ ନାରାୟଣ ତ୍ରିପାଠୀ ଲେଖିଥିବା ବେଳେ ,ଗୀତ ଟିକୁ ଗାଇଛନ୍ତି କଣ୍ଠ ଶିଳ୍ପୀ ସୋହିନୀ ମିଶ୍ର ଓ ଅମିତ ତ୍ରିପାଠୀ ।ଏହି ଦେବ ଦେବ ଦେବ ମହାଦେବ ଗୀତଟିର ସଙ୍ଗୀତ ନିର୍ଧେସନା ଭାର ମଧ୍ୟ ଅମିତ ତ୍ରିପାଠୀ ଙ୍କ ଉପରେ ନ୍ୟସ୍ତଥିଲା। ସଙ୍ଗୀତ ଅମିତ ତ୍ରିପାଠୀ କରିଥିବା ବେଳେ ,ସଙ୍ଗୀତ ଗାଇଛନ୍ତି ସୋହିନୀ ମିଶ୍ର ଓ ସ୍ୱର ସଂଯୋଜନା କରିଥିଲେ ଲଳିତ ନାରାୟଣ ରଥ।